ଖୁବଶୀଘ୍ର ଖୋଲିବ କଳିଙ୍ଗା ଘାଟି ରାସ୍ତା: ଚାଲିଛି ପଥର ଫୁଟା
ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର ଅସ୍ଥାୟୀ କାମ ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଛି। ଶୁକ୍ରବାର ଉକ୍ତ ରାସ୍ତା ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଖୋଲିବାର ଯୋଜନା ଥିଲା। କିନ୍ତୁ ପଥର…
ଆମେରିକା ଦେଲା ଧୋକା! ଏବେ ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୧୦: ପ୍ରାୟ ଦୁଇ ବର୍ଷ ପରେ, କାନାଡା ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ ସ୍ଥଗିତ ରହିଥିବା କାର୍ଯ୍ୟକ୍ରମ ଏବଂ ସହଭାଗୀତା ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ଦେଖାଯାଉଛି। କାନାଡା…
ନଦୀକୁ ଗାଧୋଇବାକୁ ଯାଇ ହଠାତ୍ ବୁଡ଼ିଗଲେ ମହିଳା: ଆଉ ତା’ପରେ..
ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମହିଳାଙ୍କ ଜୀବନ ଯାଇଛି। ଜଲମେରୀପଲ୍ଲୀ ଗାଁ ଘୋଡ଼ାହାଡ଼ ନଦୀ ଘାଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ଓ ଅଗ୍ନିଶମ…
ଟେଷ୍ଟ କ୍ରିକେଟରୁ କାହିଁକି ଦୂରେଇ ଗଲେ ଶ୍ରେୟସ ଆୟର? ଆଡିଲେଡ ODI ପରେ ଖୋଲିଲେ ରାଜ୍
ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ସମ୍ପ୍ରତି ଟେଷ୍ଟ କ୍ରିକେଟରୁ ବିରତି ନେଇଥିଲେ। ସେ ଏ ବିଷୟରେ ବିସିସିଆଇକୁ ଜଣାଇଥିଲେ, ଯଦିଓ ତାଙ୍କ ନିଷ୍ପତ୍ତିର କାରଣ ସ୍ପଷ୍ଟ ନଥିଲା। ଏବେ, ଅକ୍ଟୋବର ୨୩ରେ ଖେଳାଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ…
ବିଚକ୍ଷଣ ପ୍ରତିଭାର ଅଧିକାରୀ ଆୟୁଷ୍ମାନ: ଚାରିଆଡ଼େ ପ୍ରଶଂସିତ
ଦାରିଙ୍ଗବାଡି,୨୪/୧୦(ଅରୁଣ ସାହୁ): ପାଠ ପଢା ସହ ବିଭିନ୍ନ କଳା କ୍ଷେତ୍ର ଓ ପରିବେଶ ସୁରକ୍ଷା ଦିଗରେ ପିଲାବେଳୁ ଆଗ୍ରହ ଦେଖାଉଥିବା ଛାତ୍ର ଆୟୁଷ୍ମାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପ୍ରକାଶ ଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ…
ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି
ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ…
ଶାଢ଼ି, ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର: ପୁଣି ମହାପ୍ରଭୁଙ୍କୁ ଅପମାନ
ପୁରୀ,୨୪ା୧୦(ଅଜିତ୍ କୁମାର ମହାନ୍ତି):ମହାପ୍ରଭୁଙ୍କୁ ଅପମାନ କରିବା ଭଳି ଘଟଣା ପୁଣି ଦେଖିବାକୁ ମିଳିଛି। ଶାଢ଼ି ଓ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର ଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବହୁ କୋଟି ଜଗନ୍ନାପ୍ରେମୀଙ୍କ ଭାବାବେଗକୁ ଆଘାତ…
ଓଲା-ଉବରକୁ ଟକ୍କର ଦେବାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ଟ୍ୟାକ୍ସି ସେବା, ଏହିଦିନ ହେବ ଶୁଭାରମ୍ଭ
ନୂଆଦିଲ୍ଲୀ,୨୪।୧୦: ଦେଶର ପ୍ରଥମ ସରକାରୀ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ଭାରତ ଟ୍ୟାକ୍ସି କୁହାଯାଉଛି। ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ…
ସମ୍ପତ୍ତି ବିକ୍ରି ମାମଲାକୁ ନେଇ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ, ଏଣିକି ନାବାଳକଙ୍କ ସମ୍ପତ୍ତିରେ…
ନୂଆଦିଲ୍ଲୀ,୨୪।୧୦: ନାବାଳକମାନଙ୍କ ସହିତ ଜଡିତ ସମ୍ପତ୍ତି କାରବାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ନାବାଳକର ସମ୍ପତ୍ତି ତାଙ୍କ ମାତାପିତା କିମ୍ବା ଅଭିଭାବକ କୋର୍ଟର ଅନୁମତି ବିନା ବିକ୍ରୟ କରନ୍ତି, ତେବେ ସେମାନେ ସାବାଳକ ହେବା…
ବେଆଇନ କାଠ ବୋଝେଇ ଟ୍ରକ ଜବତ: ଦୁଇଜଣ ଅଟକ
କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ବନ ବିଭାଗ ପକ୍ଷରୁ ଘଟଗାଁ ଏବଂ ଭୂୟା ଜୁଆଙ୍ଗ ପିଢ଼ ରେଞ୍ଜର ମିଳିତ ଅଭିଯାନରେ ଜଙ୍ଗଲ ଜମିରୁ ବେଆଇନ କାଟି ବାହାରକୁ ଚାଲାଣ ହେଉଥିବା ଏକ ୟୁକାଲିପଟାସ୍ (୧୦୦୦ ଘନଫୁଟରୁ ଅଧିକ) ବୋଝେଇ ଏକ…
ଅବକି ବାର ମୋଦି ସରକାର..ସ୍ଲୋଗାନ ରଚୟତାଙ୍କ ପରଲୋକ
ନୂଆଦିଲ୍ଲୀ,୨୪।୧୦: ଭାରତୀୟ ବିଜ୍ଞାପନ ଜଗତ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ…
ପିସିସି ସଭାପତି ମିଛରେ କରାଯାଉଛି ବଦନାମ: କଂଗ୍ରେସ ପକ୍ଷରୁ ବିକ୍ଷୋଭ
କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ…
Archives


