Home

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ…

‘ଅପରେଶନ ସିନ୍ଦୂର’ ଜବାବରେ ପାକିସ୍ତାନର ‘ଅପରେଶନ ବୁନୟାନ ଉଲ ମାରସୁସ୍‌’, ଜାଣନ୍ତୁ ଏହାର ଅର୍ଥ କ’ଣ…

ଇସଲାମାବାଦ,୧୦।୫: ପହଲଗାମରେ ନିର୍ଦ୍ଦୋଶ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ‘ଅପରେଶନ ସିନ୍ଦୂର’ ନାମରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରଠାରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଗୋଟିଏ ପଟେ ପାକିସ୍ତାନ ଜନସାଧାରଣଙ୍କୁ…

କୋହଲିଙ୍କୁ ସନ୍ନ୍ୟାସ ନେବାରୁ ରୋକିପାରେ ଗୋଟିଏ ଫୋନ୍‌ କଲ୍‌? ସଚିନଙ୍କ ସହ ବି ହୋଇଥିଲା…  

ନୂଆଦିଲ୍ଲୀ,୧୦।୫: ରୋହିତ ଶର୍ମାଙ୍କ ପରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଯଦିଓ ବିରାଟ କୋହଲି ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ…

EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା…  

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପିଟିଆଇ ଅନୁଯାୟୀ, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ଜଣେ ଶୀର୍ଷ ଅଧିକାରୀ ଏହି…

India-Pakistan War: ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି,ଯେ କୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ଘୋଷଣା କରାଯିବ

ନୂଆଦିଲ୍ଲୀ,୧୦।୫: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ, ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ…

ମିଡିଆ ଚ୍ୟାନେଲରେ ଶୁଭିବ ନାହିଁ ସାଇରନ ଶବ୍ଦ, ସରକାରଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ସରକାର ଶନିବାର ସମସ୍ତ ଗଣମାଧ୍ୟମ ଚ୍ୟାନେଲକୁ ସାମୁଦାୟିକ ସଚେତନତା ଅଭିଯାନ ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ନାଗରିକ ପ୍ରତିରକ୍ଷା ବିମାନ ଆକ୍ରମଣ ସାଇରନ ଶବ୍ଦ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।…

ଟେରିଟୋରିଆଲ ଆର୍ମି କ’ଣ? ଭାରତ-ପାକ୍‌ ସଂଘର୍ଷ ମଧ୍ୟରେ ଯାହାର ହୋଇପାରେ ଏଣ୍ଟ୍ରି, ଭାରତୀୟ ସେନାଠାରୁ…

ନୂଆଦିଲ୍ଲୀ,୧୦।୫: ପାକିସ୍ତାନକୁ ଏମିତିରେ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ ନାହିଁ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଦେଶର ବାରମ୍ବାର ଭାରତକୁ ଧମକ ଦେଉଛି। ସାଧାରଣଜନତାଙ୍କୁ ଟାର୍ଗେଟ କରି ଘୃଣ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଏଥିଲାଗି ଏହାକୁ ଉପଯୁକ୍ତ ଜବାବ ଦିଆଯାଉଛି।…

ଦୁଇ ସନ୍ତାନଙ୍କ ସହ ମା’ ନିଖୋଜ: ସ୍ବାମୀ କହିଲେ ଲୁଚି ଲୁଚି ଗପୁଥିଲେ ଫୋନ୍‌ରେ, ପଚାରିବାରୁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ଗତ ରବିବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।…

ଭାରତ-ପାକିସ୍ତାନ ଯୁଦ୍ଧ ଦେଖି ସାରା ବିଶ୍ୱରେ ପଡ଼ିଲା ଚହଳ: ଜାଣନ୍ତୁ କେଉଁ ଦେଶ କ’ଣ କହିଲା

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ସାରା ବିଶ୍ୱରୁ ସମର୍ଥନ ମାଗିଛି କିନ୍ତୁ କାହାଠାରୁ ସମର୍ଥନ ପାଉନାହିଁ ଏବଂ ଏପରି ପରିସ୍ଥିତିରେ ସେ ଏବେ ଭାରତ ଉପରେ ପରମାଣୁ…

ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି।…

ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ୍‌ ନୀଳିମା ଷଡ଼ଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେଓ୍ବାନୀ ମାମଲାର ଚୂଡ଼ାନ୍ତ ସମାଧାନ କରିଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ବ୍ୟାଙ୍କର…

ଆତ୍ମ ସମର୍ପଣ କଲା ପାକିସ୍ତାନ! ବୈଦେଶିକ ମନ୍ତ୍ରୀ କହିଲେ ଯଦି ଭାରତ ଥମି ଯିବ ଆମେ…

ଇସଲାମାବାଦ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଯୁଦ୍ଧ ବନ୍ଦ କରେ, ଆମେ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତୁତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri