ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
କାନବେରା,୨୮ା୧୦- ସ୍ଥାନୀୟ ମାନୁକା ଓଭାଲ ଷ୍ଟାଡିୟମରେ ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପ୍ରଦର୍ଶନ ଓ ଦଳୀୟ ଫିଲ୍ଡିଂ ପ୍ରଦର୍ଶନ ଉପରେ ନଜର…
ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ଫେଲ୍: ଗାଜା ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍
ଓ୍ବାଶିଂଟନ୍,୨୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଚୁକ୍ତି ଶେଷରେ ବିଫଳ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହମାସର…
ରାଜରାସ୍ତାକୁ ଓହ୍ଲାଇଲେ ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ: ଯାତାୟାତ ବାଧାପ୍ରାପ୍ତ
ବଲାଙ୍ଗୀର,୨୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ଼୍ୟାମ ପ୍ରକଳ୍ପର ବିସ୍ଥାପିତ ମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ…
ନୂଆପଡ଼ା ଉପନିର୍ବାଚନରେ କାହା ମତିଗତି କୁଆଡ଼େ: ଜାଣନ୍ତୁ ଗ୍ରାଉଣ୍ଡ ଜିରୋରୁ…
ନୂଆପଡ଼ା,୨୯ା୧୦(ସୁନିତ୍ ମିଶ୍ର):ନୂଆପଡ଼ା ଉପନିର୍ବାଚନ ବର୍ତ୍ତମାନ ଭାଜପା, ବିଜେଡି ଓ କଂଗ୍ରେସ ପାଇଁ ‘ଏସିଡ୍ ଟେଷ୍ଟ’ ଭଳି ସ୍ଥିତି ଉପୁଯାଇଛି। ରାଜ୍ୟ ରାଜନୀତି ଦୃଶ୍ୟପଟରେ ପରିବର୍ତ୍ତନ ସତ୍ତ୍ୱେ ୩ ପ୍ରମୁଖ ଦଳର ନେତାଙ୍କ ମାନସିକତା ବଦଳିପାରୁ ନାହିଁ। ରାଜ୍ୟର ସବୁ ପ୍ରାନ୍ତର ପ୍ରମୁଖ…
ଭାଜପାରେ ହଲଚଲ: ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ନୂଆପଡ଼ା,୨୯ା୧୦(ପୀତାମ୍ବର ସାହୁ)ଭାଜପାର ପୂର୍ବତନ ରାଜ୍ୟ ସଭାପତି ତଥା ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ମଙ୍ଗଳବାର ବିଜେଡିରେ ଯୋଗଦେଇଛନ୍ତି। ହରିଶ୍ଚନ୍ଦ୍ର ସାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ଆନୁଷ୍ଠାନିକ…
ଜୟଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ମା’
ନୂଆପଡ଼ା,୨୯ା୧୦(ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ମଙ୍ଗଳବାର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମା’ କଳ୍ପନା ଢୋଲକିଆ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ତାଙ୍କ ସହ କଳାହାଣ୍ଡି ଏମ୍ପି ମାଳବିକା ଦେବୀ ଓ ଅନ୍ୟ ନେତାମାନେ ସାମିଲ…
ଟ୍ରକ୍ ପାର୍କିଂକୁ ନେଇ ତୁମୁଳକାଣ୍ଡ: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରାରେ ଟ୍ରକ୍ ପାର୍କିଂକୁ ନେଇ ଗତ କିଛିଦିନ ତଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ଏଭଳି ଟ୍ରକ ପାର୍କିଂକୁ ନେଇ ବରଗଡ଼ ବ୍ଲକ ତୋରା ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମର ରାସ୍ତା ପାଶର୍ବରେ ଟ୍ରକ୍ଗୁଡ଼ିକ ଧାଡ଼ି…
ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍, ନେଟୱର୍କ ଅଚଳ ପାଇଁ…
ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ…
ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…
ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…
ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…
ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା,…
ଅପରେଶନ ସରିଲା, ହେଲେ ଡାକ୍ତର କହିଲେ… ଶ୍ରେୟସଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ଗସ୍ତରେ ଏକ ବଡ଼ ଝଟକା ପାଇଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ, ଆୟର ଅଷ୍ଟ୍ରେଲୀୟ ଉଇକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ କରିବାକୁ ଚେଷ୍ଟା କରିବା…
ଭୀଷଣ ବାତ୍ୟା ମୋନ୍ଥାର ଆରମ୍ଭ ହେଲା ଲ୍ୟାଣ୍ଡଫଲ୍, ମାଡ଼ ହେଉ ହେଉ ବୁଲିଗଲା…
ଭୁବନେଶ୍ୱର,୨୮।୧୦:ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବଡ଼ ଅପଡେଟ୍ । ବାତ୍ୟା ମୋନ୍ଥାକୁ ନେଇ ସବୁଠୁ ବଡ଼ ଅପଡେଟ୍ । ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା…
Archives


