ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ…
ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର…
ବଡ଼ ଖୁଲାସା: ଖାଲି ୩୫୦+ ଡ୍ରୋନ୍ ନୁହେଁ, ପାକିସ୍ତାନ ସେନାକୁ ବିଧିବଦ୍ଧ ତାଲିମ ଦେଇଥିଲା ତୁର୍କୀ
ନୂଆଦିଲ୍ଲୀ,୧୪।୫: ପାକିସ୍ତାନ ଉପରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ଅପରେସନ ‘ସିନ୍ଦୂର’ରେ ତୁର୍କୀର ୨ ଜଣ ସାମରିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ତୁର୍କୀ କେବଳ ୩୫୦ରୁ ଅଧିକ ଡ୍ରୋନ ଦେଇ ଭାରତ ବିରୁଦ୍ଧରେ ଉତ୍ତେଜନା ସମୟରେ ପାକିସ୍ତାନକୁ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁକୁ ଜଳ ଯୋଗାଣ ବନ୍ଦ: ୪ ଦିନ ହେଲା ପାଣି ନ ପାଇ…
ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଲକ ନୂଆଗାଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୪ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ…
କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭାଜପା ନେତା, ରାଗିଗଲା କଂଗ୍ରେସ
ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହା ପରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଅନେକ ବଡ଼ ବିରୋଧୀ ନେତା ସରକାରଙ୍କଠାରୁ ତାଙ୍କର…
ଭାରତକୁ ନେଇ ଚାଲାକି କରୁଥିଲେ ପାକିସ୍ତାନ ଖବରଦାତା, ମୁହଁ ବନ୍ଦ କଲେ ଆମେରିକା ଅଧିକାରୀ!
ନୂଆଦିଲ୍ଲୀ,୧୪।୫: ଅପରେଶନ ସିନ୍ଦୂରର ସଫଳତା ପରେ ପାକିସ୍ତାନ ଅସ୍ଥିର। ପହଲଗାମ ଆକ୍ରମଣ ପରେ ସାରା ବିଶ୍ୱରେ ପାକିସ୍ତାନକୁ ସମାଲୋଚନା କରାଯାଉଛି। ସେହି ସମୟରେ, ପାକିସ୍ତାନ ଭାରତ ବିରୁଦ୍ଧରେ ନିରନ୍ତର ମିଥ୍ୟା ପ୍ରଚାର କରୁଛି। ବୁଧବାର ଆମେରିକାର ବୈଦେଶିକ ବିଭାଗ ଅଧିକାରୀ ଥମାସ…
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ
ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ…
ମୋଦି କ୍ୟାବିନେଟର ବଡ଼ ଘୋଷଣା: ୟୁପି ହାତରେ ଲାଗିବ ସେମିକଣ୍ଡକ୍ଟର ୟୁନିଟ, ୨୦୦୦ଲୋକଙ୍କୁ ମିଳିବ ରୋଜଗାର
ନୂଆଦିଲ୍ଲୀ,୧୪।୫: ମୋଦି ସରକାର ଉତ୍ତର ପ୍ରଦେଶର ଜେୱରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। ଏହା ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ ହେବ। କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ…
ବିରାଟଙ୍କ ଅବସରକୁ ନେଇ କାହିଁକି ଏମିତି କହିଲେ ଅନୁଷ୍କା? ‘ଟେଷ୍ଟ କ୍ରିକେଟରେ ସିଏ ସଫଳ ହୁଅନ୍ତି ଯାହାଙ୍କ ପାଖରେ…’
ନୂଆଦିଲ୍ଲୀ,୧୪।୫: କ୍ରିକେଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣାରେ ପ୍ରଶଂସକମାନେ ଖୁସି ନୁହଁନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହା ଉପରେ ଲଗାତାର ପୋଷ୍ଟ କରୁଛନ୍ତି। ସେ…
ଖୋଲିବ ଆଉ ୭ ବହୁମୁଖୀ ସମବାୟ ସମିତି: କୃଷି ଋଣ ସହ ସରଳ ହେବ ସାଧାରଣ ବଣ୍ଟନ
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କୃଷିଋଣକୁ ବ୍ୟାପକ କରାଯିବା ସହ ସାଧାରଣ ବଣ୍ଟନ ସାମଗ୍ରୀକୁ ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା, କୃଷି ଉପକରଣ, ବିହନ ବଣ୍ଟନ ଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ଆଦି ଲକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମିତିଗୁଡ଼ିକର ସମ୍ପ୍ରସାରଣକୁ ଗୁରୁତ୍ୱ ଏହି…
ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ…
ଧର୍ମଶାଳା,୧୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ…
ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଆର୍.ଉଦୟଗିରି,୧୪ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ସଦର ମହକୁମାରେ ଲାଗିରହିଛି ପାନୀୟ ଜଳ ସମସ୍ୟା। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଲେ ମଧ୍ୟ ନିଘୋଡ଼ ନିଦ୍ରାରେ ବ୍ଲକ ଅଧିକାରୀ। ପରିଶେଷରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଗ୍ରାମର ମହିଳା ଓ…
ଚାଷଜମିରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ବାପ-ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ
ପଟାଙ୍ଗି,୧୪ା୫(ଶରତ କୁମାର ଧଳ): ଦଇବ ଦାଉ ସାଧିଲା। ଚାଷଜମିରେ କାମ କରୁଥିବା ସମୟରେ ହଠାତ୍ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ…
Archives


