ପାକିସ୍ତାନରୁ ଅଲଗା ହୋଇଗଲା ବାଲୋଚିସ୍ତାନ? ଭାରତ କରିବ ସାହାଯ୍ୟ!
କରାଚୀ/ନୂଆଦିଲ୍ଲୀ,୧୫।୫: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଲୋଚିସ୍ତାନ ନିଜକୁ ସ୍ବାଧୀନ ଘୋଷଣା କରିଛି। ବାଲୁଚ ନେତା ପାକିସ୍ତାନଠାରୁ ସ୍ବାଧୀନତା ଘୋଷଣା କରିଛନ୍ତି। ଏନେଇ ଭାରତକୁ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି। ଏହି ଘୋଷଣା ପାକିସ୍ତାନରେ ରାଜନୈତିକ…
ସହି ପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜଳଖିଆରେ ପୁଅ ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବାପା
ଗଜପତି,୧୪ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ…
ଜୟଶଙ୍କରଙ୍କ ସୁରକ୍ଷା ବଢ଼ିଲା, ଏବେ ୨ ବୁଲେଟ୍ ପ୍ରୁଫ୍ ଗାଡ଼ି…
ନୂଆଦିଲ୍ଲୀ, ୧୫।୫: ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଅପରେଶନ ସିନ୍ଦୂର ପରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…
ପୁଲୱାମାରେ ବଡ଼ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ
ଶ୍ରୀନଗର,୧୫।୫: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲାର ତ୍ରାଲ ଅଞ୍ଚଳରେ ଗୁରୁବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ଆରମ୍ଭ ହୋଇଛି। କାଶ୍ମୀର ଜୋନ ପୋଲିସ ସୂଚନା ଅନୁଯାୟୀ, ଅୱାନ୍ତିପୋରାର ନାଦର ଗାଁରେ ଏହି ଏନକାଉଣ୍ଟର…
ଭାରତର ମୁଖ୍ୟ ବିଚାରପତିଙ୍କ ପାଖରେ ରହିଛି କି ସ୍ବତନ୍ତ୍ର କ୍ଷମତା? ଏବେ CJI ଗଭାଇଙ୍କୁ…
ନୂଆଦିଲ୍ଲୀ,୧୪।୫: ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ CJI ଭାବରେ ଶପଥ ପାଠ କରାଇଛନ୍ତି। ତେବେ ସିଜେଆଇ ଗଭାଇ ପ୍ରଥମ ମୁଖ୍ୟ ବିଚାରପତି ଯିଏ…
ଦାରୁଦିଅଁଙ୍କୁ ଅସମ୍ମାନ: ବୈତରଣୀ ନଦୀକୂଳରେ ପକାଇ ପଳାଇଲେ
ପାଟଣା,୧୪ା୫(ବୀରକିଶୋର ଦାଶ): ପୁଣି ଦାରୁଦିଅଁଙ୍କୁ ଅସମ୍ମାନ କରାଯାଇଛି। ଜଗତର ନାଥ ଜଗନ୍ନାଥଙ୍କୁ ଅଲୋଡ଼ାଭାବେ ନଦୀକୂଳରେ ପକାଇ ଦିଆଯାଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ବୈତରଣୀ ନଦୀକୂଳରେ ଦେଖିବାକୁ ମିଳିଛି। ବୁଧବାର ସକାଳେ ଅଞ୍ଚଳର…
ପୁଣି ଜେଲ ଗଲେ ନିରଞ୍ଜନ ରାଉତ
ଧର୍ମଶାଳା,୧୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନଂ ଜୋନର ପୂର୍ବତନ ବିଜେଡି ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ ପୁଣି ଥରେ ଗିରଫ ହୋଇ ଜେଲ ଯାଇଛନ୍ତି। ପୂର୍ବରୁ ଚାଲିଥିବା ଏକ ମାମଲାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିରଞ୍ଜନ…
ନର୍ସିଂହୋମ୍ ଅବହେଳା ଯୋଗୁ ସ୍ତ୍ରୀ-ଶିଶୁପୁତ୍ରକୁ ହରାଇବା ପରେ ଦିଗପହଣ୍ଡି ପୋଲିସର ଦ୍ୱାରସ୍ଥ ହେଲେ ସ୍ବାମୀ, ରୁଜୁ ହେଲା ମାମଲା
ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା…
ପୁରୁଷୋତ୍ତମପୁରରେ ରାସ୍ତା ନିର୍ମାଣକୁ ନେଇ ଦୁଇ ବିଭାଗ ମଧ୍ୟରେ ରହୁନି ତାଳମେଳ,ଲୋକେ ହନ୍ତସନ୍ତ
ପୁରୁଷୋତ୍ତମପୁର,୧୪।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ପୂର୍ତ୍ତବିଭାଗ (ପିଡବ୍ଲୁଡି) ଓ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍ଡି) ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ଏକପ୍ରକାରର ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଦୀର୍ଘଦିନ ଧରି ସହର ମଧ୍ୟଦେଇ କବିସୂର୍ଯ୍ୟନଗର-ହୁମ୍ମାକୁ ସଂଯୋଗ କରୁଥିବା…
ଭାରି ପଡ଼ିଲା ପାକିସ୍ତାନ ସହ ବନ୍ଧୁତା! ତୁର୍କୀ ବିରୋଧରେ ଭାରତୀୟଙ୍କ ବଡ଼ ଆକ୍ସନ
ନୂଆଦିଲ୍ଲୀ,୧୪।୫: ଅପରେଶନ ସିନ୍ଦୂର ସମୟରେ, ତୁର୍କୀର ପାକିସ୍ତାନ ପ୍ରତି ପ୍ରେମ ତାଙ୍କ ଉପରେ ପ୍ରଭାବ ପକାଉଥିବା ପରି ମନେ ହେଉଛି। ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ପରେ, ଭାରତରେ ତୁର୍କୀ ବୟକଟ ଅଭିଯାନ ଜୋର ଧରିବା ଆରମ୍ଭ କରିଛି ଏବଂ ଏହା…
କର୍ଣ୍ଣେଲ ସୋଫିଆ କ୍ୟୁରେଶିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଫସିଲେ ଭାଜପା ମନ୍ତ୍ରୀ, FIR ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉପରେ ଏକ ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ବୟାନର ସ୍ବତଃ ତଦନ୍ତ କରିଛନ୍ତି।…
‘ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରିଥିଲେ ନଓ୍ବାଜ ସରିଫ’, ପାକିସ୍ତାନ ମନ୍ତ୍ରୀଙ୍କ ବଡ଼ ଦାବି
ଇସଲାମାବାଦ,୧୪।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ପ୍ରବେଶ କରି ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା, ଯାହା ପରେ ଆରମ୍ଭ ହୋଇଥିବା ସଂଘର୍ଷରେ ପାକିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ସମୟରେ, ଜଣେ…
Archives


