କିଛିଦିନ ମଧ୍ୟରେ ପୁଟିନଙ୍କର ହେବ ମୃତ୍ୟୁ, ବଡ଼ ଦାବି କଲେ ଜେଲେନସ୍କି
କ୍ୱିଭ୍,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଡିମିର…
ATM-UPIରୁ ବାହାର କରିପାରିବେ PF ଟଙ୍କା, ଏହି ମାସରୁ ଲାଗୁ ହେବ ନିୟମ
ନୂଆଦିଲ୍ଲୀ,୨୭।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ମେ ଶେଷ କିମ୍ବା ଜୁନ ୨୦୨୫ ଆରମ୍ଭ ସୁଦ୍ଧା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନ ସହିତ, EPFO ସଦସ୍ୟମାନେ UPI ଏବଂ ATM ମାଧ୍ୟମରେ ତୁରନ୍ତ ସେମାନଙ୍କର…
ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି
ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ ପ୍ରଦର୍ଶନ କରି ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ଯୁବକ ଚନ୍ଦ୍ର…
ବଡ଼ ଅପଡେଟ୍: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ
ଭୁବନେଶ୍ୱର,୨୭।୩: ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ। ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫଦାରି ଆରମ୍ଭ କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ମହମ୍ମଦ ମୋକିମ…
ଆସୁଛି ବଡ଼ ବିପଦ: ୨୦୩୦ ସୁଦ୍ଧା ମୃତ୍ୟୁକୁ ସାମ୍ନା କରିବେ ୩୦ ଲକ୍ଷରୁ ଅଧିକ ଲୋକ, ସତର୍କ କଲେ ବୈଜ୍ଞାନିକ
କାନବେରା/ନୂଆଦିଲ୍ଲୀ,୨୭ା୩: ୨୦୩୦ ସୁଦ୍ଧା ୩୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁର ସାମ୍ନା କରିବେ। ଗୁରୁବାର ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବୈଜ୍ଞାନିକମାନେ ସତର୍କ ସୂଚନା ଜାରି କରିଛନ୍ତି। ଏଚ୍ଆଇଭି ନିବାରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ପାଇଁ ଅନ୍ତର୍ଜାତୀୟ ପାଣ୍ଠିରେ ହ୍ରାସ…
ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ
ଭୁବନେଶ୍ୱର,୨୭।୩: ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ…
‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’
ଭୁବନେଶ୍ୱର,୨୭ା୩: ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ…
ପାକିସ୍ତାନରେ ଚାଇନା କଲ୍ ସେଣ୍ଟରକୁ ଲୁଟିନେଲେ; କିଏ କମ୍ପ୍ୟୁଟର ତ କିଏ ଚେୟାର; ଭାଇରାଲ Video ଦେଖିଲେ..
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। କୌଣସି ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ଭଳି ପ୍ରଥମେ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (FIA) ଏଠାକାର ସେକ୍ଟର F-୧୧ରେ କାର୍ଯ୍ୟରତ ଏକ ଚାଇନା କଲ୍ ସେଣ୍ଟର ଉପରେ ଚଢାଉ କରିଥିଲା।…
ଭୟଙ୍କର ଆନ୍ଦୋଳନ: ଲୋୟର ପିଏମଜିରେ ଲାଠିଚାର୍ଜ, ସେପଟୁ ପଥର ମାଡ କଲା କଂଗ୍ରେସ
ଭୁବନେଶ୍ୱର,୨୭।୩: ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଭୁବନେଶ୍ୱର ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି…
ଆଉ ୧୪୭ ପଡ଼ା ଗାଁ ହେବ ରାଜସ୍ବ ଗାଁ
ଭୁବନେଶ୍ୱର,୨୭ା୩: ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ ଯୋଜନା ରହିଛି ବୋଲି ଗୁରୁବାର ବିଧାସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।…
ଦେଶର ଦୁଇ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା RBI
ନୂଆଦିଲ୍ଲୀ,୨୭।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ଦୁଇଟି ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି। ବୁଧବାର RBI କହିଛି ଯେ ନିୟମ ପାଳନ ନକରିବା ଯୋଗୁ HDFC ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଉପରେ ଜରିମାନା ଲଗାଯାଇଛି।…
ପରୀକ୍ଷାର୍ଥୀଙ୍କ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ରେ ହୋମ୍ଗାର୍ଡ ପାଇଁ ହେଉଥିବା ଶାରିରୀକ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତ ପରୀକ୍ଷାର୍ଥୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ୪ ଲକ୍ଷ…
Archives


