Home

ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ବାଉଁଶ ତିଆରି ସାମଗ୍ରୀରେ ଜିଲାର ମାନଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ନୂଆପଡ଼ା ଜିଲା ବୋଡେନ ବ୍ଲକର କାରିଗର। ସେମାନେ ନିତ୍ୟ ବ୍ୟବହାର୍ଯ୍ୟ କୁଲା, ଭୁଗା, ଟୁପା, ପାଛିଆ, ପର୍ଲା, ଚାଙ୍ଗୁଡି ସହ ବିଭିନ୍ନ ଖେଳନା ବାଉଁଶ ପାତିଆରେ ତିଆରି…

ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା

ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ…

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଏହି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଉକ୍ତ ଜିଲାର ପଦ୍ମପୁର ଉପଖଣ୍ଡ ସମେତ ଅନେକ ଅଞ୍ଚଳ ଏବେ ମଧ୍ୟ ଅଣଜଳସେଚିତ। ତେବେ ଏହି ଅଞ୍ଚଳରେ ରହିଥିବା ଅଣଜଳସେଚିତ ଜମିକୁ ପାଣି ମଡ଼ାଇବା…

ଧର୍ମଘଟରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ଡ୍ରାଇଭର ସଂଘ: ଗ୍ରାମାଞ୍ଚଳକୁ ଗଡ଼ିଲାନି ବସ୍‌

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବସ୍‌ସେବାର ଡ୍ରାଇଭର ସଂଘ ମଙ୍ଗଳବାରରୁ ଧର୍ମଘଟ ଆରମ୍ଭ କରିଛି। ବେତନ ବୃଦ୍ଧି, ବିନା ଦରମା କାଟି ମେଡ଼ିକାଲ ଲିଭ୍‌, ଠିକ୍‌ ସମୟରେ ନିୟମିତ ଦରମା ପ୍ରଦାନ, ଡ୍ରାଇଭର ସଂଖ୍ୟା ବୃଦ୍ଧି ଆଦି ଦାବି ନେଇ ଡ୍ରାଇଭରମାନେ…

ଜ୍ୟୋତିଙ୍କ ଡାଏରୀରୁ ଚାଞ୍ଚଲ୍ୟକର ଖୁଲାସା! ବିଭାଜନଠାରୁ PAK ଗସ୍ତ ଯାଏ ରହିଛି…

ନୂଆଦିଲ୍ଲୀ,୨୦।୫: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେଉଛନ୍ତି। କେବଳ ଯେ ପାକିସ୍ତାନ ବିରୁଦ୍ଧରେ ତାହା ନୁହେଁ ବରଂ ଦେଶରେ ଲୁଚି ରହିଥିବା ପାକିସ୍ତାନୀ ଗୁପ୍ତଚରମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ…

ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର…

ଖୋଲୁଛି ଜ୍ୟୋତିଙ୍କ ଜୀବନର ପୃଷ୍ଠା ପରେ ପୃଷ୍ଠା; କେତେ ଟଙ୍କାରେ ନିଜ ସଚ୍ଚୋଟତାକୁ ବିକିଥିଲେ…?

ନୂଆଦିଲ୍ଲୀ,୨୦।୫: ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ମାତ୍ର ୨୦,୦୦୦ ଟଙ୍କାରେ ଚାକିରି କରି ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଜ୍ୟୋତି ପ୍ରତି ମାସରେ ୨୦,୦୦୦ ଟଙ୍କା ଦରମା ପାଉଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ…

ବିଜେପୁରରେ ବିଜେଡିକୁ ବଡ଼ ଝଟ୍‌କା, ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ବିଜେପୁର ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ନିଜ ପଦ ହରାଇଛନ୍ତି। ଉକ୍ତ ଅନାସ୍ଥା ଭୋଟରେ ୪୮ ଜଣ ମତଦାତା ଥିଲେ। ସେମାନଙ୍କ…

ଥରେ ମିଶାଇଲ୍‌ ଫାୟାର୍‌ ହେବାପରେ ତାକୁ ରୋକାଯାଇ ପାରିବ କି? ଜାଣନ୍ତୁ କ’ଣ ଏହା ପଛର ରୋଚକ କଥା

କିଛି ଦିନ ପୂର୍ବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକ…

କାହିଁକି ଏତେ ରାଗିଲେ ସୀମା ହାଇଦରଙ୍କ ପୂର୍ବତନ ସ୍ବାମୀ? କାହା ଉପରକୁ ଉଠାଇଲେ ଚପଲ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୫: ଅପରେଶନ ସିନ୍ଦୂର ପରେ, ସୀମା ହାଇଦର ପୁଣି ଥରେ ଖବରକୁ ଆସିଛନ୍ତି। ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ଏପର୍ଯ୍ୟନ୍ତ ଅନେକ ଥର କିଛି ନା କିଛି ପ୍ରତିକ୍ରିୟା ଦେଇଛନ୍ତି। ଏବେ ଗୁଲାମଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ…

ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା…

ଜ୍ୟୋତିଙ୍କ ପାକିସ୍ତାନୀ ଗୁପ୍ତଚରକୁ ନେଇ ଭୟଙ୍କର ଟୁଇଷ୍ଟ! ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ କେକ ନେଇ ଯାଉଥିବା ଜ୍ୟୋତିଙ୍କ ସହ ସେହି ଯୁବକ କିଏ

ନୂଆଦିଲ୍ଲୀ,୨୦।୫: ହରିୟାଣା ହିସାରର ବାସିନ୍ଦା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ହେପାଜତରେ ଅଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଜ୍ୟୋତିଙ୍କଠାରୁ ସମସ୍ତ ଆବଶ୍ୟକୀୟ ସୂଚନା ସଂଗ୍ରହ କରିବାରେ ବ୍ୟସ୍ତ, ଯେଉଁଥିରେ ପାକିସ୍ତାନ ଏବଂ ISI ସହିତ ଜଡିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri