ଘରୁ ବାହାରିଲେ ମାଳ ମାଳ ନାଗ ସାପ
ଭଦ୍ରକ ଅଫିସ,୨୬।୬-ଗୋଟିଏ କି ଦୁଇଟି ନୁହିଁ। ଏକାବେଳେ ୪୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର ହୋଇଛି। ଏଭଳି ଘଟଣା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ରଙ୍ଗରାଜପୁର ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଛି। ଗ୍ରାମର ବିଜୟ ବିଶ୍ୱାଳଙ୍କ ଘରୁ ଭଦ୍ରକର ସ୍ନେକ ହେଲଫ ଲାଇନ…
୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନ ମୃତ
ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ପ୍ରାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ…
ଏଣିକି ହଟ୍ସ୍ପଟ୍ ଜିଲାରୁ ଭୁବନେଶ୍ୱର ଆସିଲେ ସରକାରୀ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ
ଭୁବନେଶ୍ୱର,୨୬।୬(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରକୁ ଏଣିକି ହଟସ୍ପଟ ଜିଲାରୁ ଫେରିଲେ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ହୋମ କ୍ୱାରାଣ୍ଟାଇନ ନୁହେଁ ବରଂ ସରକାରୀ କ୍ୱାରାଣ୍ଟାଇନ ରହିବାକୁ ହେବ। ଏ ନେଇ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ରାଜଧାନୀରେ…
ଟିକ୍ଟକ୍ କରୁଥିବାବେଳେ ଏମିତି କିଛି ଘଟିଲା ଯୁବତୀଙ୍କ ସହ
ଆଜିର ଯୁବପିଢି ଟିକଟକ୍ ଆପରେ ଭିଡିଓ ସେୟାର କରି ରାତାରାତି ଷ୍ଟାର ହେବାର ସ୍ବପ୍ନ ଦେଖୁଛନ୍ତି। ଅନେକ ମଧ୍ୟ ଏଥିରେ ସଫଳତା ହେଉଛନ୍ତି। ସେହିପରି ଅଧିକାଶଂ ଯୁବପିଢି ଟିକଟକ୍ ଭିଡିଓ ପ୍ରସ୍ତୁତ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି। ତେବେ…
ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜୁଲାଇ ୧୫ ଯାଏଁ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୬।୬: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ରେଲଓ୍ବେ ପରେ ଏବେ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକୋ ଲଗାଯାଇଛି। ଅନ୍ତର୍ଜାତୀୟ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ପୁଣି ବୃଦ୍ଧି କରିଛନ୍ତି। ଜୁଲାଇ ୧୫ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ…
ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ
ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର କରୁଥିବା…
ବେରୋଜଗାର ଯୋଗୁ ଡିପ୍ରେଶନରେ ଏହି କଳାକାର
କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିରେ ଜାଣେ କଳାକାର ଏବେ ବେରୋଜଗାର ଯୋଗୁ ଡିପ୍ରେଶନରେ ଥିବା ବେଳେ ମାଗିବୁଲୁଛନ୍ତି କାମ। ସେ…
ଭୁବନେଶ୍ୱରରେ ପୁଣି ୧୬ କରୋନା ପଜିଟିଭ୍
ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଭୁବନେଶ୍ୱରରେ ଶୁକ୍ରବାର ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ହୋମ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁର ବେଗୁନିଆ ମସଜିଦ ନିକଟରୁ ଜଣ କଲୋକାତା…
୨୮ଜୁନରୁ ଏହି ରାଜ୍ୟରେ ଖୋଲିବ ସେଲୁନ
ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ କରୋନା ସଙ୍କଟ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। କରୋନା ଲକ୍ଡାଉନ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍ ହୋଇଯାଇଛି। ଅନଲକ୍-୧ରେ ସରକାର କେତେକ କଟକଣା କୋହଳ କରିବା ପରେ ସାଧାରଣ ଜୀବନ ଧିରେ ଧିରେ ପୂର୍ବାବସ୍ଥାକୁ ଫେରୁଛି।…
ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍ରେ ନେପୋଟିଜିମ୍ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି। ଏହି କ୍ରମରେ ଗାୟକ ସୋନୁ ନିଗମ ଏକ ଭିଡିଓ ପୋଷ୍ଟ କରି ସଂଗୀତ ଜଗତ…
ମହାମାରୀ ସତ୍ତ୍ୱେ ବ୍ରାଜିଲ ଚାମ୍ପିୟନଶିପ୍ ଆରମ୍ଭ ହେବ
ସାଓ ପାଉଲୋ,୨୬।୬ (ଏପି): କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିବା ସତ୍ତ୍ୱେ ଲାଟିନ୍ ଆମେରିକାର ଫୁଟବଲ ପାଓ୍ବାରା ହାଉସ୍ କୁହାଯାଉଥିବା ବ୍ରାଜିଲରେ ମୁଖ୍ୟ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୯ ତାରିଖରୁ ଦେଶର ଏହି ସର୍ବବୃହତ୍ ଫୁଟବଲ ଚାମ୍ପିୟନଶିପ୍ ଆରମ୍ଭ…
ଥାନା ଭିତରେ ନାବାଳିକାଙ୍କୁ ବଳାତ୍କାର ପରେ ଗର୍ଭପାତ ଘଟଣା: ଥାନା ଅଧିକାରୀ ନିଲମ୍ବିତ
ସୁନ୍ଦରଗଡ଼, ୨୬।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ରଖି ଜଣେ ନାବାଳିକାଙ୍କୁ କ୍ରମାଗତ ବଳାତ୍କାର କରିବା ଏବଂ ସମ୍ପୃକ୍ତ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ…
Archives


