Home

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଧୂଷୁରୀ, ୨୫।୫ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆଖଣ୍ଡଳମଣି ପୀଠ ଆରଡିରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ରବିବାର ଏକ ଅଘଟଣ ଘଟିଛି। ପୁଷ୍କରିଣୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧାମନଗର ଥାନା ଅଧୀନ…

ଏଣିକି ଇପିଏଫ୍‌ରେ ମିଳିବ ୮.୨୫% ସୁଧ, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା?  

ନୂଆଦିଲ୍ଲୀ,୨୫ା୫: କେନ୍ଦ୍ର ସରକାର ୨୦୨୫ ଆର୍ଥତ୍କ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍‌) ଜମା ଉପରେ ୮.୨୫ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବ ଆର୍ଥତ୍କ ବର୍ଷର ସୁଧହାରକୁ ଚଳିତ ଆର୍ଥତ୍କ ବର୍ଷରେ କାଏମ ରଖିବା ପାଇଁ ଗତ…

ପାକିସ୍ତାନ ଉପରେ ପୁଣି ବଡ଼ ଆଟାକ୍‌, ଭୟଙ୍କର ବୋମା ମାଡ଼…

ଇସଲାମବାଦ,୨୫।୫: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳ ପୁଣି ଥରେ ହିଂସାର ଶିକାର ହୋଇଛି। ଖାଇବର ପଖତୁନଖୱାରେ ହୋଇଥିବା ଦୁଇଟି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କେବଳ ସୁରକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟ କରିନାହିଁ ବରଂ ପୁଣି ଥରେ ଏହି ପ୍ରଶ୍ନ ଉଠାଇଛି ଯେ ପାକିସ୍ତାନ…

ଦେଶ ବିକାଶର ଇଞ୍ଜିନ୍‌ ହେବ ଓଡ଼ିଶା

ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍‌ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍‌ ରିଜିଅନ୍‌ କରାଯିବାର ପ୍ରସ୍ତାବ ରହିଥିବା…

କହୁଛନ୍ତି କମ୍‌, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍‌ ଟେଷ୍ଟ ପରେ ହେବ ବଡ଼ ଖୁଲାସା!

ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ।…

ଚେତାଇଲା ପାଣିପାଗ ବିଭାଗ: କାଲିଠୁ ବଢ଼ିବ ବର୍ଷା, ବଜ୍ରପାତ ସହ ଘଣ୍ଟାପ୍ରତି ବହିବ…

ଭୁବନେଶ୍ୱର,୨୪ା୫ (ଅନୁରାଧା ମହାରଣା)- ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତିମଧ୍ୟରେ ମୌସୁମୀ କେରଳ ଛୁଇଁଥିବାବେଳେ ଏହା ପ୍ରଭାବରେ ରାଜ୍ୟରେ ପ୍ରାକ୍‌ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ…

ଚିକିତ୍ସା ପାଇଁ ଯାଇଥିଲେ, ମେଡିକାଲରେ ୩ ପୁଅଙ୍କୁ ଛାଡ଼ି ବାପା ଫେରାର

ରାୟଗଡା, ୨୧।୫(ଆଶିଷ ରଞ୍ଜନ ପଣ୍ଡା)- ଜଣେ କି ଦୁଇଜଣ ନୁହେଁ, ତିନି କୁନି ପୁଅଙ୍କୁ ଚିକିତ୍ସା ପାଇଁ ଆଣି ମେଡ଼ିକାଲରେ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ…

ଜୋତାରେ ବିୟର ଢାଳି ପିଇଗଲେ ସାଂସଦ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କାନବେରା,୨୪।୫: ଅଷ୍ଟ୍ରେଲୀୟ ସାଂସଦ କାଇଲ ମ୍ୟାକଗିନ, ଅଷ୍ଟ୍ରେଲୀୟ ସଂସଦରେ ତାଙ୍କର ଶେଷ ଦିନକୁ ନିଜ ପାଇଁ ବହୁତ ସ୍ମରଣୀୟ କରିଦେଇଥିଲେ। ସଂସଦରେ ନିଜର ଶେଷ ଭାଷଣ ଦେବା ସମୟରେ କାଇଲ ମ୍ୟାକଗିନ ଏପରି କିଛି କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ…

‘ଇଡି ଅଥବା ମୋଦି କାହାକୁ ଡରି ନାହିଁ DMK’, ଉଦୟନିଧି ଷ୍ଟାଲିନ କହିଲେ, କିଛି ବି ହୋଇଯାଉ…

ଚେନ୍ନାଇ,୨୪।୫: ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର (୨୪ ମଇ, ୨୦୨୫) ପୁଡୁକ୍କୋଟାଇରେ ଅଟକି ରହିଥିବା ଇଣ୍ଡୋର କ୍ରୀଡା ହଲ ଯାଞ୍ଚ କରିଥିଲେ। ଏହା AIADMK ଶାସନ ସମୟରେ ଆରମ୍ଭ ହୋଇଥିଲା। ସେ ଘୋଷଣା କରିଛନ୍ତି ଯେ…

୨୫ ହଜାର ଟଙ୍କା ଋଣ ନେଇ ପୁଅକୁ ବନ୍ଧା ରଖିଥିଲେ ପରିବାର, ହେଲେ ମା’ଟଙ୍କା ନେଇ ପହଞ୍ଚିଲା ବେଳକୁ …

ତିରୁପତି,୨୪।୫: ଆନ୍ଧ୍ରପ୍ରଦେଶର ତିରୁପତିରେ ଜଣେ ଆଦିବାସୀ ମହିଳା ଏବଂ ତାଙ୍କ ତିନି ପିଲାଙ୍କୁ ୨୫,୦୦୦ ଟଙ୍କା ଋଣ ପାଇଁ ବାଧ୍ୟ କରି ବନ୍ଧନ ଶ୍ରମିକ କରିବା ଅଭିଯୋଗରେ ଜଣେ ବତକ ଚାଷୀ ଏବଂ ତାଙ୍କ ପରିବାରକୁ ଗିରଫ କରାଯାଇଛି। ଅଭିଯୁକ୍ତ ତାଙ୍କୁ…

ସାରା ବିଶ୍ୱରେ X Down, ଗାଏବ ହୋଇଗଲାଣି ଫିଡ, ହେଲେ କାହିଁକି ହୋଇଛି ଏହି ସମସ୍ୟା ଜାଣନ୍ତୁ…

ଓ୍ବାଶିଂଟନ,୨୪।୫: ମାଇକ୍ରୋବ୍ଲଗିଂ ସାଇଟ X (ପୂର୍ବରୁ ଟୁଇଟର) ଶନିବାର ସାରେ (୨୪ ମଇ, ୨୦୨୫) ହଠାତ କ୍ରାସ ହୋଇଗଲା। ଭାରତୀୟ ସମୟ ଅନୁସାରେ ସା ୬:୦୭ ସମୟରେ ଭାରତରେ X ଏକ ପ୍ରକାର ଅସ୍ତ ହୋଇଥିଲା। X ବ୍ୟବହାରକାରୀମାନେ ପୋଷ୍ଟ କରିବା…

ବିବାହର ୧୪ ବର୍ଷ ପରେ ବି ଯୌତୁକ ଦାବି, ସ୍ତ୍ରୀଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀଙ୍କ ନାଁରେ…

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri