Home

ଓଟିଇଟି ପରୀକ୍ଷା ପ୍ରତ୍ୟାହାର ନେଇ ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ…

ମହିଳାଙ୍କ ଘରକୁ ଯାଇ ଆତ୍ମହତ୍ୟା କଲେ ଯୁବକ, ଭାଇ ଆଣିଲେ ହତ୍ୟା ଅଭିଯୋଗ

ଧରାକୋଟ,୨୫ା୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ ନାମକ ଜଣେ ମହିଳାଙ୍କ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ଧରାକୋଟ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ…

ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ଜଣାଇ ଭାଜପାର ତ୍ରିରଙ୍ଗା ଶୋଭାଯାତ୍ରା

କେସିଙ୍ଗା,୨୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥମନ୍ଦିର ପରିସରରେ ଭାଜପା ବୋରିଆ ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାଲସି ଗ୍ରାମର ଅବସର ସୁବେଦାର ସେନାକର୍ମଚାରୀ କ୍ଷମାସାଗର ସାହୁ ଙ୍କୁ ଭାଜପା…

ଚଣ୍ଡିଖୋଲ ଅଞ୍ଚଳକୁ କବ୍‌ଜା କରିଛନ୍ତି ଏହି ପରିବାର: କେଉଁଠୁ କେମିତି ଆସି ହେଲେ ଥଇଥାନ ସାଧାରଣରେ ବିରାଟ ପ୍ରଶ୍ନବାଚୀ

ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକ ଯେଉଁଠି ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ୧୬ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନମ୍ବର ଜାତୀୟ ରାଜପଥ ଏହି ସ୍ଥାନରେ ମିଶି ପାରାଦୀପ, ଶିଳ୍ପ ନଗରୀ ଡ଼ୁବୁରୀ,…

ଶେଷ ଥର ପାଇଁ ଖେଳିବେ ଧୋନୀ, ମେ’ ୨୫ରେ IPL କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ!  

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ହେଲେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ, ତାଙ୍କୁ ଅନେକ ଥର…

ବରଗଡ଼ରେ ବିଗୁଡୁଛି ଆଇନଶୃଙ୍ଖଳା: ପୋଲିସକୁ କିନ୍ନରଙ୍କ ଆକ୍ରମଣ, ଟ୍ରାଫିକ୍‌ ଅଧିକାରୀ ଲହୁଲୁହାଣ

ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଲୁଟ୍‌ପାଟ, ନିଶା କାରବାର ବଢ଼ି ଚାଲି ଥିବା ଯୋଗୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ଏଠାରେ ଅସୁରକ୍ଷିତ ହୋଇପଡ଼ିଛି। ରବିବାର…

ହତ୍ୟା କରି ଚୌଦ୍ୱାର ଜେଲରେ ଥିଲେ, ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ

ଚୌଦ୍ୱାର ,୨୫।୫(ଆଶୁତୋଷ ଦାସ): ଚୌଦ୍ୱାର ସର୍କଲ ଜେଲରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ବିଚରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ଚରଣ ସ୍ବାଇଁ। ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ…

ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନାରିଙ୍ଗିପଲ୍ଲୀ ଗ୍ରାମର ତେଜସୀନି ପ୍ରଧାନ(୯) ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ଭଞ୍ଜନଗର ପୋଲିସ ତାଙ୍କ ମରଶରୀରକୁ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ପଠାଇ ଦେଇଛି। ସେହିଭଳି ଅନ୍ୟ…

‘ଏଭଳି ଭୁଲ ବରଦାସ୍ତ କରାଯିବନି’… ରାଗରେ ଚିହିଁକି ଉଠିଲେ ପଞ୍ଜାବ ମାଲିକାଣୀ

ନୂଆଦିଲ୍ଲୀ,୨୫।୫: ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ। ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ…

ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…

ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!

ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…

ଭାରତ-ପାକିସ୍ତାନ ଯୁଦ୍ଧ ପଛରେ ଆମେରିକାର ହାତ! ବଡ଼ ଖୁଲାସା କଲେ…

ଇସଲାମବାଦ,୨୫।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଖୱାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri