Home

ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଘର; ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨୭।୫: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସବୁ ଯୋଜନାରୁ ବାଦ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି।…

ଛାଡ଼ପତ୍ର ପାଇଁ ଆସିଥିବା ଦମ୍ପତିଙ୍କୁ ଏମିତି ପରାମର୍ଶ ଦେଲେ ସୁପ୍ରିମକୋର୍ଟ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୫: ଦିନକୁ ଦିନ ଛାଡପତ୍ର ମାମଲା ବଢିବାରେ ଲାଗିଛି। ନିକଟରେ ସୁପ୍ରିମକୋର୍ଟ ଛାଡପତ୍ର ପ୍ରକ୍ରିୟା ଦେଇ ଯାଉଥିବା ଦମ୍ପତିମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବ। କୋର୍ଟ ଦମ୍ପତିଙ୍କୁ ସେମାନଙ୍କ ମତଭେଦ ବିଷୟରେ ଆଲୋଚନା କରିବାକୁ ଏବଂ କୋର୍ଟରୁମ…

ଅପରାଧ ମୁକ୍ତ ଭଞ୍ଜନଗର ଲକ୍ଷ୍ୟ:୫ ବନ୍ଧୁକ ସହ ୯ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ମଙ୍ଗଳବାର ଏକ ବଡ ସଫଳତା ମିଳିଛି। ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୫ ଟି ବନ୍ଧୁକ, ୨…

ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷିବ, ସତର୍କ କରାଇଲେ SRC

ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

୧୩ଟି ଅଙ୍ଗ ବାହାର କରିବା ପରେ ବି ହାର ମାନି ନାହାଁନ୍ତି ଏହି ମହିଳା, ଜାଣନ୍ତୁ ସେ କିଏ

ଲଣ୍ଡନ,୨୭।୫: ୟୁକେର କୁମ୍ବ୍ରିଆର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କ ୧୩ଟି ଆଭ୍ୟନ୍ତରୀଣ ଅଙ୍ଗ କଢ଼ାଯାଇଥିଲା। ମହିଳାଙ୍କ କର୍କଟ ରୋଗ ଥିଲା, ୩୯ ବର୍ଷୀୟା ରେବେକା ହିଣ୍ଡଙ୍କୁ ସ୍ୟୁଡୋମାଇକ୍ସୋମା ପେରିଟୋନେଇ (PMP) ରୋଗ ନିରୁପଣ…

ନକଲ ପାଇଁ ଅକଲ ଦରକାର, କାହିଁକି ଏମିତି କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୨୭।୫: ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱାଇସି ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଉପରେ ଖୋଳତାଡ଼ କରିଛନ୍ତି। ଏକ ହାଇପ୍ରୋଫାଇଲ ଇଭେଣ୍ଟ ସମୟରେ ଭାରତର ଅପରେଶନ ସିନ୍ଦୁରର ଜବାବରେ ଆରମ୍ଭ ହୋଇଥିବା…

ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଲେ ମୋଦି, କହିଲେ…

ଗାନ୍ଧିନଗର,୨୭।୫: ଅପରେଶନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜରାଟ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ସକାଳେ ଗାନ୍ଧୀ ନଗରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ଏକ ରୋଡ ଶୋ’ କରିଥିଲେ ଏବଂ ତା’ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।…

ଇମ୍ରାନ କ୍ଷମା ମାଗନ୍ତୁ ବୋଲି କାହିଁକି ଅଡି ବସିଛନ୍ତି ମୁନିର? ପାକିସ୍ତାନରେ ମାର୍ଶାଲ ଲ’ ଭଳି ପରିସ୍ଥିତି, କିଏ କଲେ ଏମିତି ଦାବି

ଇସଲାମାବାଦ,୨୭।୫: ବର୍ତ୍ତମାନ ପାକିସ୍ତାନରେ କେବଳ ନାମକୁ ମାତ୍ର ଗଣତନ୍ତ୍ର ରହିଛି ଏବଂ ପ୍ରକୃତ କ୍ଷମତା ସମ୍ପୂର୍ଣ୍ଣ ଭାବରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ହାତରେ। ଇମ୍ରାନ ଖାନଙ୍କ ଅତି ନିକଟତର ଏବଂ ଆମେରିକାରେ ରହୁଥିବା ଡାକ୍ତର ସଲମାନ, ଏକ ଘରୋଇ…

ସହିପାରିଲେନି ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ:୧୦,୦୦୦ ଫୁଟ ଉଚ୍ଚତାରୁ ଡେଇଁ ପଡ଼ିଲେ ଯୁବତୀ: ଆଉ ତା’ପରେ…

ଜଣେ ୩୨ ବର୍ଷୀୟା ଯୁବତୀ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ୍‌ ସହିପାରି ନ ଏକ ଚରମ ପଦକ୍ଷେପ ନେଇଛନ୍ତି। ଜେଡ ଡାମାରେଲ ନାମକ ଏହି ଯୁବତୀ ଜଣେ ଅଭିଜ୍ଞ ସ୍କାଏଡାଇଭର ଥିଲେ। ବ୍ରେକଅପ ପରେ ମାତ୍ର ଗୋଟିଏ ଦିନ ପରେ, ସେ ପାରାଚୁଟ…

କ୍ୟାବ ଡ୍ରାଇଭରଙ୍କ କଳା କାରନାମା, ଯୁବତୀଙ୍କୁ ନିଶା ଦେଇ ନେଇଗଲେ ଘରକୁ , ତା’ପରେ…, ମିଳିଲା ୩୦୦୦ରୁ ଅଧିକ ଭିଡ଼ିଓ ସହ ଫଟୋ

ଟୋକିଓ,୨୭।୫: ଗୁରୁବାର (୨୨ ମେ’) ଜାପାନର ଟୋକିଓ ପୋଲିସ ଜଣେ ୫୪ ବର୍ଷୀୟ ପୂର୍ବତନ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି, ଯିଏ ଜଣେ ମହିଳାଙ୍କୁ ନିଦ ବଟିକା ଦେବା ପରେ ଏବଂ ଭିଡିଓ ରେକର୍ଡ କରିବା ପରେ ବଳାତ୍କାର କରିଥିବା ଅଭିଯୋଗରେ…

ଗାଦି ଟଳମଳ ଦେଖି ହିନ୍ଦୁ ପାଇଁ ବଡ଼ ଘୋଷଣା କଲେ ମହମ୍ମଦ ୟୁନୁସ

ଢାକା,୨୭।୫: ବାଂଲାଦେଶରେ ବିଦ୍ରୋହର ଆଲୋଚନା ମଧ୍ୟରେ ମହମ୍ମଦ ୟୁନୁସ ସରକାରଙ୍କ ଗାଦି ଏବେ ଟଳମଳ। ଫଳରେ ସେ ଏବେ ନିଜ ଦେଶରେ ରହୁଥିବା ହିନ୍ଦୁମାନଙ୍କ କଥା ମନେ ପକାଇଛନ୍ତି। ୟୁନୁସ ଆମେରିକାକୁ କହିଛନ୍ତି ଯେ, ସେ ହିନ୍ଦୁମାନଙ୍କୁ ସମସ୍ତ ପ୍ରକାରେ ସୁରକ୍ଷା…

ରୋହିତ-କୋହଲିଙ୍କ ପରେ ହଠାତ୍‌ ଅବସର ଘୋଷଣା କଲେ ଆଉ ଜଣେ ଭାରତୀୟ କ୍ରିକେଟର୍‌: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଦଳ ଆଇପିଏଲ ୨୦୨୫ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯାତ୍ରା କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଗସ୍ତ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri