ଏଣିକି ଆବାସ ଘର ତିଆରି ପାଇଁ ମାଗଣା ବାଲି ଦେବେ ସରକାର
ଭୁବନେଶ୍ୱର,୭ା୬: ପିଏମ୍ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ପରମିଟ…
୫ ପୋଲିସ ବାବୁ ସସ୍ପେଣ୍ଡ୍
ବାଲେଶ୍ୱର,୭ା୬: ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଜଣେ ହାବିଲଦାରଙ୍କ ସହିତ ୪ କନଷ୍ଟେବଳ ସସ୍ପେଣ୍ଡ୍ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସ୍ପି ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି। କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସ୍ପି…
ସୀମାନ୍ତରେ ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ
ମାଲକାନଗିରି,୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗତ ତିନିଦିନ ଧରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ୪ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଏସ୍.ପି. ସୁନ୍ଦରରାଜ ପି…
ଟ୍ରଲରକୁ ପିଟିଲା ତୀର୍ଥଯାତ୍ରୀ ବସ୍: ୫ ଆହତ
ବାଲେଶ୍ୱର,୭/୬(ବାଞ୍ଛାନିଧି ଦେ/ହରିଶଙ୍କର ପାଢୀ): ରାଜପଥ ପାର୍ଶରେ ଛିଡା ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ l ୫ ଜଣ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l…
ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼: ଗାଁ ଧୂଆଁମୟ
ବାଙ୍କୀ,୭ା୬: ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ମହଙ୍ଗା ଗୋପାଳପୁର ଗାଁରେ। ଏହି ଗାଁରେ ୩ଟି ବୋମାମାଡ଼ ହୋଇଛି। ଫଳରେ ଗାଁ ଧୂଆଁମୟ ହୋଇଯାଇଥିଲା। ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ ଝରକା…
ବରଗଡ଼ରେ ଚାଞ୍ଚଲ୍ୟ: ହତ୍ୟା ପରେ ମୃତଦେହକୁ ଅଧା ପୋତିଦେଲେ ଦୁର୍ବୃତ୍ତ
ବରଗଡ଼, ୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ଦୁର୍ବୃତ୍ତମାନେ ମାଟିରେ ଅଧା ଶରୀର ପୋତିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ଦେବରାଜ ପାଣିଗ୍ରାହୀ (୪୫) ବୋଲି ସୂଚନା…
ନୂଆ ରାଜନୈତିକ ଦଳ ଗଠନ କରିବେ ଏଲନ ମସ୍କ? ଟ୍ରମ୍ପଙ୍କ ସହ ବିବାଦ ଭିତରେ କଲେ ବଡ଼ ଘୋଷଣା
ଓ୍ବାଶିଂଟନ, ୭।୬: ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ଗଠନ କରିବାର ସଙ୍କେତ ଦେଇଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଚାଲିଥିବା ବିବାଦ ମଧ୍ୟରେ…
ଉଠାଦୋକାନୀଙ୍କ ଭିଡ଼, ବଢୁଛି ଟ୍ରାଫିକ ସମସ୍ୟା: କାର୍ଯ୍ୟାନୁଷ୍ଠାନ ଶୂନ
ଦାରିଙ୍ଗବାଡି, ୭।୬ (ଅରୁଣ ସାହୁ)-ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡିର ସମସ୍ତ ରାସ୍ତା ତଥା ରାଜପଥ ଏବଂ ପୂର୍ତ୍ତ ବିଭାଗର ରାସ୍ତା ସଂକୁଚିତ ହେବାରେ ଲାଗିଛି। ବଜାର ମଧ୍ୟରେ ଉଠାଦୋକାନୀଙ୍କ ଭିଡ଼ ତ ଆଉ କିଛି ସ୍ଥାନରେ…
ଏହି ଦିନ ଓଡ଼ିଶା ଆସିବେ ମୋଦି: ରାଜସ୍ବ ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୭।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୨୦ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ଓଡ଼ିଶା ଆସୁଥିବା ଜଣାପଡିଛି। ଏହି ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ…
ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ
ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ ଖାଦ୍ୟ…
ପାକିସ୍ତାନକୁ ଜୋରଦାର ଝଟ୍କା ଦେଲା ଚାଇନା: ଅନ୍ତର୍ଜାତୀୟ ମଞ୍ଚରେ ଦେଲା ପାନେ
ବ୍ରାସିଲିଆ,୬।୬: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ବ୍ରାସିଲିଆରେ ଅନୁଷ୍ଠିତ ବ୍ରିକ୍ସ ସଂସଦୀୟ ଫୋରମ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୋଧରେ ଏକତ୍ରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ…
ପୁଟିନ୍ଙ୍କ ସାଙ୍ଗରେ ହାତ ମିଳାଇବେ ମସ୍କ? ଟ୍ରମ୍ପଙ୍କୁ ଜୋରଦାର ଝଟ୍କା
ଓ୍ବାଶିଂଟନ୍,୭।୬: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କୋଟିପତି ଏଲନ ମସ୍କ ଏବେ ଆମେରିକା ଛାଡିବାକୁ ଯାଉଛନ୍ତି! ତେବେ ସେ କ’ଣ ରୁଷିଆରେ ଶରଣ ପାଇବେ? ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧ ମଧ୍ୟରେ, ରୁଷିଆରୁ ଏକ ଆଶ୍ଚର୍ଯ୍ୟଜନକ ବୟାନ…
Archives


