ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା, ନିଆଗଲା ହସ୍ପିଟାଲ
ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା। ସେଠାରେ ତାଙ୍କର…
ଶୁଖିଲାଣି ଚେନାବ ଜଳ, ଛଟପଟ ହୋଇ ପୁଣିଥରେ ‘ଓ୍ବାଟର ଓ୍ବାର’ର ଧମକ ଦେଲା ପାକିସ୍ତାନ
ଇସଲାମାବାଦ,୭।୬: ଏବେ ପାକିସ୍ତାନରେ ଏକ ନୂଆ ଚିନ୍ତା ଆହୁରି ଘନୀଭୂତ ହେବାରେ ଲାଗିଛି, ଯାହାକୁ ଅପରେଶନ ସିନ୍ଦୁର ଦ୍ୱାରା ପ୍ରଭାବିତ କରାଯାଇଛ। ତାହା ହେଲା ନଦୀଗୁଡ଼ିକରେ ଜଳ ପ୍ରବାହ ଶୁଖିଯିବା। ବିଶେଷକରି ଚେନାବ ନଦୀର ଜଳସ୍ତର ହ୍ରାସ ପାଇବା ଇସଲାମାବାଦର ନିଦ…
ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା!
ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା ଜେଏଫ୍-୧୭…
ବିମାନ ଉଡାଇବାକୁ ମନାକଲେ ପାଇଲଟ, ୪୫ ମିନିଟ ପର୍ଯ୍ୟନ୍ତ ଫସି ରହିଲେ ଉପ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୭।୬: ଜଳଗାଓଁ ବିମାନବନ୍ଦରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହିତ ଏମିତି ଏକ ଘଟଣା ଘଟିଛି, ଯାହା ସେ ହୁଏତ କଳ୍ପନା ମଧ୍ୟ କରିନଥିଲେ। ସୂଚନାଯୋଗ୍ୟ, ଏକ ଗସ୍ତ ସମୟରେ, ଏକନାଥ ଶିନ୍ଦେଙ୍କ ବିମାନର ପାଇଲଟ ଉଡ଼ାଣ ଦେବାକୁ ମନା କରିଦେଇଥିଲେ।…
୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ
ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ ରହିଛି।…
ରାହୁଲଙ୍କ ଅଭିଯୋଗକୁ ନେଇ ଆସିଲା ECIଙ୍କ ଜବାବ
ନୂଆଦିଲ୍ଲୀ,୭।୬: ରାହୁଲ ଗାନ୍ଧୀ ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏହି ସମୟରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିବା…
ପିଏମ୍ କିଷାନ ମାନଧନ ଯୋଜନା କ’ଣ? କୃଷକଙ୍କୁ ପ୍ରତି ବର୍ଷ ମିଳିବ ୩୬ ହଜାର ଟଙ୍କା, ସବିଶେଷ ଜାଣନ୍ତୁ …
ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର କୃଷକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଅନେକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରୁ ଗୋଟିଏ ହେଲା ପିଏମ୍ କିଷାନ ମାନଧନ ନିଧି ଯୋଜନା। ଏହି ଯୋଜନାରେ କୃଷକମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ଯାଏ…
ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ
ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ସଂଲଗ୍ନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବିଶେଷକରି ଚରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ମାଓବାଦୀ ସକ୍ରିୟ…
ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…
କାଠମାଣ୍ଡୁ,୭।୬: ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ ତାଙ୍କ…
ଶେଷ ହେଲା ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ! ଆମେରିକା ରାଷ୍ଟ୍ରପତି ବିକ୍ରି କରିପାରନ୍ତି ଲାଲ କାର
ଓ୍ବାଶିଂଟନ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆଜିକାଲି ଆଲୋଚନାର ବିଷୟ ପାଲଟିଛି। ଏହି ସମୟରେ, ଖବର ଆସିଛି ଯେ ଡୋନାଲ୍ଡ ଟ୍ରମ୍ପ…
ଏମିତି ରାଗିଲେ ସାଂସଦ, ସଂସଦରେ ଦେଖାଇଲେ ନିଜର Nude ଫଟୋ
ଓ୍ବିଲିଂଟନ,୭।୬: ଯେଉଁ ଗତିରେ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି, ତାହା ଦେଖି ଅନୁମାନ କରାଯାଇପାରେ ଯେ ଖୁବ ଶୀଘ୍ର ମଣିଷ ପାଇଁ କିଛି ଅସମ୍ଭବ ହେବ ନାହିଁ। କିନ୍ତୁ ପ୍ରଯୁକ୍ତିର ନିରନ୍ତର ବିକାଶ ମାନବତାକୁ ବହୁତ ପଛରେ ପକାଇ ଦେଇଛି। ସମ୍ପ୍ରତି, ନ୍ୟୁଜିଲ୍ୟାଣ୍ଡର…
ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍
କୋରାପୁଟ,୭ା୬(ଅମିତାଭ ବେହେରା): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ବେଡ୍ରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶନିବାର ଜିଲା ବିଜେଡି ଟିମ୍ ଜିଲା ସଭପତି ଝିନ ହିକ୍କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା…
Archives


