Home

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ ସ୍ପେନ୍‌,୨୪ା୭: ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ସିରିଜ…

4 years ago

ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ

ଭୋପାଳ,୨୪।୭: ମଧ୍ୟପ୍ରଦେଶର ରେୱାଠାରେ ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଯୁବକ ଜଣଙ୍କ ସୋସିଆଲ ମିଡିଆରେ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ତାଙ୍କୁ ଆକ୍ରମଣ…

4 years ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ପୋଲିସକର୍ମୀଙ୍କ ଜୀବନ

ହାଇଦ୍ରାବାଦ,୨୪।୭: ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବେଙ୍ଗାଲୁରୁ ପୋଲିସ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ…

4 years ago

ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କ ଚୁଟି କାଟିଲେ, ଶୌଚାଳୟରେ କିରୋସିନି ଢାଳି ପୋଡ଼ି ମାରିଦେଲେ

ଖଇରା,୨୪।୭: ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ଦୟାନିଧି…

4 years ago

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ!

କ୍ୱିଭ୍‌,୨୪ା୭: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ…

4 years ago

ପରଲୋକରେ ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକ

କେସିଙ୍ଗା,୨୪।୭(ଡି.ଏନ୍‌.ଏ.): କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ…

4 years ago

କାନ୍ଦିଲେ ଅପରାଜିତା: କହିଲେ ‘ଯିଏ ଅନିଷ୍ଟ କରୁଛି ସେ କି ବନ୍ଧୁ, ପ୍ରାର୍ଥନା କରୁଛି ବାବୁସାନ ଫେରିଆସୁ’

ଭୁବନେଶ୍ୱର,୨୪।୭(ବ୍ୟୁରୋ): କ୍ୟାମେରା ସମ୍ମୁଖରେ କାନ୍ଦିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି। ପାରିବାରିକ ବିବାଦ ସାମ୍ନାକୁ ଆସିବାର ଗୋଟିଏ ଦିନ ପରେ ସେ ପୁଅ ବାବୁସାନଙ୍କ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି।…

4 years ago

ରାଜଧାନୀରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ, ଆକ୍ରାନ୍ତ କେବେ ଯାଇନାହାନ୍ତି ବିଦେଶ

ନୂଆଦିଲ୍ଲୀ,୨୪ା୭:  ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ସଂକ୍ରମିତ ବ୍ୟକ୍ତି କେବେ ବି ବିଦେଶ ଯାତ୍ରା କରିନାହାନ୍ତି। ପଶ୍ଚିମ ଦିଲ୍ଲୀର…

4 years ago

ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଦିଆଯିବ ୨୧ ତୋପସଲାମୀ

ନୂଆଦିଲ୍ଲୀ,୨୪ା୭: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ। ତାଙ୍କୁ ୨୧ ତୋପସଲାମୀ ଦିଆଯାଇ ଅଭିବାଦନ ଗ୍ରହଣ…

4 years ago

ବିମାନର ବୈଷୟିକ ତ୍ରୁଟି ଉପରେ ନୂତନ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୨୪ା୭: ବିମାନରେ ଅଧିକାଂଶ ସମୟରେ ଦେଖାଦେଉଥିବା ତ୍ରୁଟି ଉପରେ ବିମାନ ନିୟାମକ (ଡିଜିସିଏ) ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ବୈଷୟିକ ତ୍ରୁଟି ସମ୍ପର୍କରେ ବିମାନ…

4 years ago