Home

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ୱିକ୍ରମସିଂଘେ

କଲମ୍ବୋ,୨୧।୭: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବରେ ରାନିଲ ୱିକ୍ରମସିଂଘେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଦେଶରେ ନୂତନ ରାଷ୍ଟ୍ରପତି…

4 years ago

ଓଟିଡିସି ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଅର୍ଥ ହେରଫେର ଅଭିଯୋଗରେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ରାଜ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ…

4 years ago

୧୫ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି, ଆମେରିକା ଗୁପ୍ତଚର ସଂସ୍ଥା ସୂଚନା…

ଓ୍ବାଶିଂଟନ,୨୧।୭ : ଆମେରିକା ଆକଳନ କରିଛି ଯେ ୟୁକ୍ରେନ-ରୁଷିଆ ଯୁଦ୍ଧରେ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୫ ହଜାର ଲୋକ ଆହତ…

4 years ago

ହୃଦୟ ଜିତିଲେ ଧନୁଷ

ହଲିଉଡରେ ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନୀ ଏବଂ ଜୋ ରୁଷୋ ଏବେ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି…

4 years ago

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍‌…

4 years ago

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼,୨୧।୭ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌ ଅସୁସ୍ଥ…

4 years ago

ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର୍‌ ରିଲିଜ୍‌

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ବିଜୟ…

4 years ago

ଆମେ ଅସଲି ଶିବସେନା, ଆମକୁ ଦିଅ ଧନୁତୀର ଚିହ୍ନ, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ…

ମୁମ୍ବାଇ,୨୧।୭ : ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ବର୍ତ୍ତମାନ ଦଳର ଧନୁତୀର ନିର୍ବାଚନ ଚିହ୍ନ ହାତେଇବା ପାଇଁ ଉଦ୍ୟମ କରୁଛି। ଉଦ୍ଧବ ଠାକରେଙ୍କ ପାଖରେ କମ୍‌…

4 years ago

ଭୁଶୁଡ଼ିଲା ବ୍ରିଜ୍‌ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ

ମାଲକାନଗିରି,୨୧ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ…

4 years ago

ଶ୍ରମିକଙ୍କ ବ୍ରେକ୍‌ ଡ୍ୟାନ୍ସ, ୮୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଭିଡିଓ

ପ୍ରତିଭା ଯେକୌଣସି ସ୍ଥାନରେ ଦେଖିବାକୁ ମିଳିଥାଏ। ସେ ମଞ୍ଚ ହେଉ କି ମଞ୍ଚ ବାହାରେ। ଏହିପରି ଜଣେ ଦକ୍ଷ ଶ୍ରମିକଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।…

4 years ago