Home

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ…

3 years ago

କରୋନା ସ୍ଥିତି ସଙ୍କଟ ଜନକ : ୮ ହଜାର ମୁହାଁ ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

3 years ago

ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କଲେ ସାମରିକ ଶାସକ: ୧୦୦ରୁ ଅଧିକ ମୃତ, ଚିନ୍ତା ପ୍ରକଟ କଲା ଜାତିସଂଘ…

ନାପିଦ୍ୱ,୧୨।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଏଥିରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

3 years ago

ରାଜ୍ୟରେ ୨୨ ନୂତନ ହକି ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ହକି ପ୍ରତି ରହିଥିବା ଭଲପାଇବା ପାଇଁ ଓଡ଼ିଶାରେ ଆଉ ୨୨ଟି ହକି ପ୍ରଶିକ୍ଷଣ ସେଣ୍ଟର(ଏଚ୍‌ଟିସି) ସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ ହକିର…

3 years ago

ଭାରତୀୟ ଦଳରେ ଓଡ଼ିଶାରୁ ୪

ବେଙ୍ଗାଲୁରୁ, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରିକେଟ ଆସୋସିଏଶନ ଫର୍‌ ଦି ବ୍ଲାଇଣ୍ଡ୍‌ ଇନ୍‌ ଇଣ୍ଡିଆ (ସିଏବିଆଇ) ଦ୍ୱାରା ପ୍ରଥମ ଥର ଭାରତର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ…

3 years ago

ସୁନ୍ଦରଗଡ଼, ଇକୋର୍ସା, କଟକ-ବି ବିଜୟୀ

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍‌ଭର-ଏ ଗ୍ରୁପ୍‌ର…

3 years ago

ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ

ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ ବାଳିକା…

3 years ago

ଷ୍ଟାଡିୟମ ଅପ୍‌ଗ୍ରେଡ୍‌ କରିବ ବିସିସିଆଇ

ନୂଆଦିଲ୍ଲୀ, ୧୨ା୪(ପି.ଟି.): ଆସନ୍ତା ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଦର୍ଶକମାନେ ଷ୍ଟାଡିୟମକୁ ନେଇ କରୁଥିବା ଅଭିଯୋଗକୁ ଦୂର କରିବା…

3 years ago

ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୪: ଦେଶର ପ୍ରମୁଖ ଘରୋଇ ଜୀବନ ବୀମାକାରୀ କମ୍ପାନୀ ରିଲାଏନ୍ସ ନିପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି।…

3 years ago

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍‌ ପ୍ରୋଗ୍ରାମ

ଭୁବନେଶ୍ୱର,୧୨।୪: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍‌ ପ୍ରୋଗ୍ରାମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିବିଧତା,ଲିଙ୍ଗଗତ ସମାନତା ଓ…

3 years ago