ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜଧାନୀ ରାୟପୁରରୁ ଚାରିଟି ରାଜ୍ୟ ଗସ୍ତ ଆରମ୍ଭ କରିବେ। ପୂର୍ବାହ୍ନ ୧୦.୪୫ରେ ରାୟପୁରରେ ପହଞ୍ଚିବେ। ଯେଉଁଠାରେ ସେ ସାଇନ୍ସ କଲେଜରେ…
ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ…
ଓ୍ବାଶିଂଟନ,୭ା୭: ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନୀ ଆକ୍ରମଣକୁ ଆମେରିକାର ଆଇନଜୀବୀମାନେ ନିନ୍ଦା କରିଛନ୍ତି। ସେମାନେ ଏହି ‘ଅପରାଧିକ କାର୍ଯ୍ୟ’ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ…
ନ୍ୟୁୟର୍କ,୭ା୭: ଆମେରିକାର ନ୍ୟୁୟର୍କ ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଦୁଇଟି ବସ୍ ଧକ୍କାରେ ୮୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ଜଣ…
ବାଲିକୁଦା,୭ା୭(ତାପସ ସ୍ବାଇଁ): ଶ୍ରାବଣ ଆରମ୍ଭରୁ ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରରେ କେବଳ ଆଳୁକୁ ଛାଡିଦେଲେ ସମସ୍ତ ପରିବା କିଲୋ ପ୍ରତି ୫୦ ଟଙ୍କାରୁ ଊର୍ଦ୍ଧ୍ୱରେ…
ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ ଖେଳୁଛନ୍ତି।…
ନାଉଗାଁ,୭ା୭(ସୁଧା ବେହୁରା): ନାଉଗାଁ ବ୍ଲ୍କକ ଗଳଦାରୀ ପଞ୍ଚାୟତ ଅନ୍ତର୍ଗତ ଏରେଡା ଗ୍ରାମରେ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
କେନ୍ଦ୍ରପଡ଼ା,୭ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୂଜାପାଠ କରୁଥିବା ବ୍ରାହ୍ମଣ ବରକୁ କନ୍ୟା ମିଳୁନାହାନ୍ତି। ଏଥିଯୋଗୁ ବ୍ରାହ୍ମଣ ପୁଅ ଏବେ ଯଜମାନୀ ଛାଡ଼ି ବିଦେଶରେ ଚାକିରି…
ପାରାଦୀପ,୭।୭ (ଶରତ ରାଉତ): ପାରାଦୀପର ବେଳାଭୂମି ରାସ୍ତା କଡରେ ଥିବା ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ ଏବେ ଭଙ୍ଗା ଚାଲିଛି। ଆଉ କିଛି ଦିନ ମଧ୍ୟରେ ତାହା…
କେନ୍ଦ୍ରାପଡ଼ା,୭ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଅନୁଦାନ ଯୋଗାଇ ମିଶନ ଶକ୍ତି କାଫେ…