ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି।…
ସମ୍ବଲପୁର,୫ା୮(ଶୁଭାଶିଷ ପାଢୀ)ହୀରାକୁଦ ଡ୍ୟାମ୍ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବାମପାର୍ଶ୍ୱର ୧୩…
ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି…
କୋରବା,୫।୮ : ଦେଶରେ ଟମାଟୋ ଦାମ ଆକାଶ ଛୁଆଁ ହୋଇଛି। ପ୍ରତିଦିନ ଟମାଟୋ ନେଇ ରୋଚକ ଖବର ମିଳିବାରେ ଲାଗିଛି। ସମ୍ପ୍ରତି ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ…
କଣ୍ଟିପାଳ,୫ା୮(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ‘କର୍ଦ୍ଦମାକ୍ତ ରାସ୍ତାରେ ପିଲାମାନେ ସ୍କୁଲ ଯିବା’ ଶୀର୍ଷକ ଧରିତ୍ରୀରେ ଖବର ପ୍ରକାଶ…
କୋରାପୁଟ,୫ା୮(ଅମିତାଭ ବେହେରା): ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ…
ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ…
ଭୁବନେଶ୍ୱର,୫ା୮(ଅନିଲ ଦାସ): ଓଡ଼ିଶାର ମାଓବାଦୀ ଦମନ ନୀତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଭୂରିଭୂରି ପ୍ରଶଂସା…
ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ…
ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ପରେ ସେଗୁଡ଼ିକୁ କମ୍ ଟଙ୍କାରେ ବିକ୍ରି କରୁଥିବା ବେଳେ ଶହୀଦନଗର ଥାନା ପୋଲିସ ଜଣେ ଯୁବକଙ୍କୁ…