Home

ବିବାହର ୧୪ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବଲିଉଡର ‘ଖଲାସ ଗର୍ଲ’ ଅର୍ଥାତ୍‌ ଇଶା କୋପିକର ତାଙ୍କ ସ୍ବାମୀ ଟିମି ନାରଙ୍ଗଙ୍କଠାରୁ ଅଲଗା ହୋଇଯାଇଛନ୍ତି। ବିବାହର ୧୪ ବର୍ଷ ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି।…

3 years ago

ନିଶାଠୁ ଦୂରେଇ ରହିବାକୁ ଅଭିନେତା ସାତ୍ୟକିଙ୍କ ନିବେଦନ

ଭୁବନେଶ୍ୱର,୨୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଜଣେ ଭାଇ ହିସାବରେ, ଜଣେ ସାଙ୍ଗ ହିସାବରେ, ମଣିଷ ହିସାବରେ ସମସ୍ତଙ୍କୁ ଅନୁରୋଧ କେହି ତମାଖୁ ଖାଆନ୍ତୁ ନାହିଁ। ସିଗାରେଟ ପିଅନ୍ତୁ ନାହିଁ। ଏଭଳି…

3 years ago

ଓଜେଏସ୍‌ ରେଜଲ୍ଟ ପ୍ରକାଶ: ସୁଶ୍ରୀତା ଟପ୍ପର

ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି।…

3 years ago

ରାମ ମନ୍ଦିର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଦାନ କଲେ ଭିକାରି

ଅଯୋଧ୍ୟା,୨୭।୧୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶ ତଥା ବିଶ୍ୱରୁ ସହାୟତା ଗ୍ରହଣ କରାଯାଉଛି। ଲୋକମାନେ ପବିତ୍ର କାର୍ଯ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଟଙ୍କା…

3 years ago

ଅଯୋଧ୍ୟା ରେଳ ଷ୍ଟେଶନ ନାଁ ହେଲା ପରିବର୍ତ୍ତନ

ଅଯୋଧ୍ୟା,୨୭।୧୨: ଅଯୋଧ୍ୟା ରେଳ ଷ୍ଟେଶନର ନାମ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାର ଭାଜପା ଏମ୍‌ପି ଲାଲୁ ସିଂଙ୍କ ବୁଧବାର ଏକ୍ସରେ ପୋଷ୍ଟ କରି ଏହି…

3 years ago

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼,୨୭ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ତଲାକଟା ଗ୍ରାମରେ ଗତ ୨୦୧୯ ଜୁଲାଇ ୩୦ରେ ଛେଳିମାଂସ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ପ୍ରକାଶ…

3 years ago

ଚିଟ୍‌ଫଣ୍ଡ ମାମଲାରେ ଯେଉଁ ଆଇପିଏସ୍‌ଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ, ମମତା ତାଙ୍କୁ କଲେ ଡିଜିପି

କୋଲକାତା,୨୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି…

3 years ago

ଓସ୍କାର ବିଜେତା ‘ପାରାସାଇଟ୍‌’ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ଘରେ ଛାଡ଼ି ଯାଇଥିଲେ ସୁଇସାଇଡ୍‌ ନୋଟ୍‌

ସିଓଲ: ଦକ୍ଷିଣ କୋରିଆ ଅଭିନେତା ତଥା ଓସ୍କାର ବିଜେତା ଫିଲ୍ମ ‘ପାରାସାଇଟ୍‌’ରେ କାମ କରିଥିବା ଅଭିନେତା ଲି ସୁନ କ୍ୟୁ ଆଉ ନାହାନ୍ତି। ସନ୍ଦେହ ଅବସ୍ଥାରେ ଏକ…

3 years ago

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ରେଢ଼ାଖୋଲ,୨୭ା୧୨(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ସହର ଉପକଣ୍ଠସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ…

3 years ago

ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମ ବନ୍ଦ, ୟୁଜିସି ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ,୨୭।୧୨: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ। ଏହି ପରିପ୍ରେକ୍ଷୀରେ…

3 years ago