କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍। କଟକ ଗୋପାଳପୁର ନିକଟରେ ବୁଧବାର…
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆବୁଧାବିରେ ପ୍ରଥମ ୟୁଏଇ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିଛନ୍ତି। ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା(ବିଏପିଏସ୍) ସୋସାଇଟି ଦ୍ୱାରା ନିର୍ମିତ…
ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ…
ଭୁବନେଶ୍ୱର,୧୪ା୨: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆ…
ନୂଆଦିଲ୍ଲୀ,୧୪।୨: ଫେବୃୟାରୀ ୨୩ରୁ ହେବାକୁ ଥିବା ଓମେନ୍ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସିଜନରେ ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ବେଥ୍ ମୁନି। ବୁଧବାର ଫ୍ରାଞ୍ଚାଇଜ୍…
କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍ଟି ଭୁବନେଶ୍ୱରରୁ…
ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍ ଏଭଳି ଏକ ଉଦାହରଣ ହେଲେ କେକେଆର୍ର ମିଷ୍ଟ୍ରି ସ୍ପିନର…
ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ…
କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣାକୁ କମ୍ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାସତ୍ତ୍ୱେ ଦୁର୍ଘଟଣାରେ ରୋକ୍ ଲାଗିପାରୁନାହିଁ। ଏହାପଛର ଗୋଟିଏ…
କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ…