ନନ୍ଦପୁର,୧୮।୧୨(ଶଙ୍କର ପୂଜାରୀ): ନନ୍ଦପୁର ବଜାରରେ ଗତ କିଛିଦିନ ହେଲା ନକଲି ୫୦୦ ଟଙ୍କିଆ ନୋଟ୍ କାରବାର ଚାଲିଛି। କିଛି ଗ୍ରାହକ ନକଲି ନୋଟ୍ ଆଣି ଆସୁଥିବା ଦୋକାନୀମାନେ…
ବଲାଙ୍ଗୀର,୧୮ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଖାଦ୍ୟନଳୀ ନ ଥିବା କାରଣରୁ ଜଣେ ଶିଶୁ କିଭଳି ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ଏବଂ ଏକ ଦିନମଜୁରିଆ ଦମ୍ପତି କିଭଳି ଦୀର୍ଘ…
ବଇଣ୍ଡା, ୧୮ା୧୨ (ପରିକ୍ଷିତ ସାହୁ): ସରକାରୀ ଡାକ୍ତରଖାନା ହୋଇଥିବାରୁ ଚିକିତ୍ସାରେ ନାନା ସୁବିଧାର ସୁଯୋଗ ନେବାକୁ ଆସୁଛନ୍ତି ରୋଗୀ। ହେଲେ ମେଡିକାଲରେ ପହଞ୍ଚିବା ପରେ ଧାରଣା ବଦଳି…
ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସିଟି କ୍ଲବ ଏବଂ ଭୁବନେଶ୍ୱର ଆଥ୍ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନନ୍ଦକିଶୋର ମହିଳା ଫୁଟ୍ବଲ…
ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଜୁ-ଜିତ୍ସୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ…
କଟକ,୧୮।୧୨(ସୁପ୍ରିୟା ପ୍ରିୟଦର୍ଶିନୀ ): ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ତଥା ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦ ରବିବାର ଉଦ୍ଯାପିତ ହୋଇଛି। ମୋଟ ୫ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀ ୨ଟିରେ ଟାଇଟଲ…
କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତ ବଢ଼ିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ବଢ଼ିଲାଣି। ବିଶେଷକରି କେନ୍ଦୁଝର ସହରର ଜଗନ୍ନାଥପୁର, ମାଧପୁର, ବଡ଼ଶାସନ, ପାଓ୍ବାରହାଉସ…
ଭୁବନେଶ୍ୱର,୧୮।୧୨(ବନ୍ଦନା ସେଠୀ): ଘର ଆଗରେ ଅଳିଆ ପଡ଼ିବନି, ବିଏମ୍ସି ଗାଡ଼ି ଆସି ଘରୁ ଅଳିଆ ସଂଗ୍ରହ କରିବ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଆଖପାଖ ୫ମିଟର ପରିମିତ…
ଭୁବନେଶ୍ୱର, ୧୮।୧୨(ତପନ ସ୍ବାଇଁ): ରୟ କ୍ରିଷ୍ଣାଙ୍କ ଡବଲ ଓ ମୌର୍ତାଦା ଫଲ୍ଙ୍କ ଗୋଲ ବଳରେ ଓଡ଼ିଶା ଏଫ୍ସି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ରବିବାର ଅନୁଷ୍ଠିତ ମ୍ୟାଚରେ…
ଭୁବନେଶ୍ୱର, ୧୮।୧୨ (ତପନ ସ୍ବାଇଁ): ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଥଲେଟ୍ ପାର୍ବତୀ ସେଠୀ ବର୍ଷ ଶେଷରେ ପୁଣି ନିଜ ଚମକ ଦେଖାଇଛନ୍ତି। ନୂଆଦିଲ୍ଲୀର ଅକ୍ଷରଧାମ କମନ୍ଓ୍ବେଲ୍ଥ…