Home

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି।…

7 years ago

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ୮୦ ଲକ୍ଷ ଲୋକଙ୍କୁ କରାଯାଇଛି ବନ୍ଦୀ: ଶାହ ଫୈସଲ୍‌

ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍‌। ଫୈସଲ୍‌ ପୂର୍ବରୁ ଆଇଏଏସ୍‌ ଅଫିସର ଭାବେ…

7 years ago

ଡୋଭାଲଙ୍କ କଶ୍ମୀର ଭିଡ଼ିଓ: ଲୋକଙ୍କୁ ଅର୍ଥ ଲୋଭ ଦେଖାଇ କରାଯାଇଥିବା ଅଭିଯୋଗ କଲେ ଗୁଲାମ୍‌ନବୀ ଆଜାଦ୍‌

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶୁଟିଂ କରାଯାଇଥିବା ଭିଡ଼ିଓରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌…

7 years ago

ଅଧା ଭାରତରେ ଜଳ ପ୍ରଳୟ: କର୍ନାଟକ-ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ, ୮।୮: ଅଧା ଭାରତରେ ଏବେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ନାଟକ ଓ ମହାରାଷ୍ଟ୍ରରେ ସ୍ଥିିତି ଅଧିକ ଗମ୍ଭୀର ରହିଛି। କେତେକ ରାଜ୍ୟରେ…

7 years ago

ଭାରତ ରତ୍ନ ପାଇବେ ପ୍ରଣବ

ନୂଆଦିଲ୍ଲୀ,୮।୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ। ପାଞ୍ଚ ଦଶକ…

7 years ago

ସୁନା ଦର ୩୮ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ,୮-୮: ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସକାରାମତ୍କ ସଙ୍କେତ କାରଣରୁ ଦେଶର ସର୍ରାଫା ବଜାରରେ ବୁଧବାର ସୁନା ଦର ଆକାଶଛୁଅଁା ହୋଇଛି। ଘରୋଇ ବଜାରରେ ସୁନା ଦର…

7 years ago

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ ୦.୩୫%…

7 years ago

ଡାନିଶ୍‌ ଅଲି ଲୋକ ସଭାରେ ବିଏସ୍‌ପି ନେତା ପଦରୁ ବିଦା

ନୂଆଦିଲ୍ଲୀ,୮ା୮(ପି.ଟି.): ବିଏସ୍‌ପି ଡାନିଶ୍‌ ଅଲିଙ୍କୁ ଲୋକ ସଭାରେ ଦଳର ନେତା ନିଯୁକ୍ତ କରିବାର ଦିନ କେଇଟା ନ ଯାଉଣୁ ତାଙ୍କୁ ଉକ୍ତ ପଦରୁ ବିଦା କରିଦେଇଛି। ତାଙ୍କ…

7 years ago

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର…

7 years ago

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ ‘ରାମଲାଲା…

7 years ago