Home

ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବି ରହିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବି ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା…

7 years ago

ସାଇକେଲ ଚଢି ଅଫିସ୍‌ ଆସିଲେ ବିଏମ୍‌ସି, ବିଡିଏ କର୍ମଚାରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ…

7 years ago

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଲେ ବନ୍ଦ ହେବ କି ବଳାତ୍କାର: ଏପି ସିଂ

ନୂଆଦିଲ୍ଲୀ,୧୩।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଶୁକ୍ରବାର ସକାଳୁ ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଦୋଷୀଙ୍କ ଓକିଲ…

7 years ago

ପ୍ରସ୍ତୁତି ପଥେ ବାରବାଟୀ

ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ଓ…

7 years ago

ଭାରତ ଗସ୍ତ ବାତିଲ କରିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଏବେ ଜଳୁଛି ଉତ୍ତର ଭାରତ। ଆଉ ଏହି ଖବର ଏବେ ବିଦେଶରେ ମଧ୍ୟ ପହଞ୍ଚି ସାରିଛି। ଏହାର ପ୍ରଭାବ ପଡିଛି…

7 years ago

ସଂସଦ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ୧୮ ବର୍ଷ ତଳେ ଅର୍ଥାତ୍‌ ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

7 years ago

ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ବାଡେଇ ହୋଇ ୩ ବାଇକ ଆରୋହୀ ମୃତ

ସୁନ୍ଦରଗଡ଼/ସବଡେଗା,୧୩।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ରେ ପିଟି ହୋଇ ୩ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।…

7 years ago

ନିର୍ଭୟା ମାମଲାର ଦୋଷୀଙ୍କୁ ଏକାଥରେ ଦିଆଯାଇପାରେ ଫାଶୀ: ଚାଲିଛି ଟ୍ରାଏଲ

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ସାତ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଯୋର ଧରିଛି। ଏମାନଙ୍କୁ…

7 years ago

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ…

7 years ago

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତୁଷାରପାତ: ଦିଲ୍ଲୀ ଏନ୍‌ସିଆର୍‌ରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୩।୧୨: ଜମ୍ମୁ-କଶ୍ମୀର, ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ତୁଷାର ପାତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁବାରଠାରୁ ଉତ୍ତର ଭାରତର କିଛି ରାଜ୍ୟରେ ହୋଇଥିବା ବର୍ଷା ମଧ୍ୟ ପାଣିପାଗର…

7 years ago