Home

କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଡ. ନୃପରାଜ ସାହୁ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବରିଷ୍ଠ ଓଏଏସ୍‌ ଅଧିକାରୀ ଡ. ନୃପରାଜ ସାହୁଙ୍କୁ ରାଜ୍ୟ ସରକାର କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କୋରାପୁଟଠାରେ ଥିବା କେବିକେ…

6 years ago

ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହେଉନି ବିଲ୍‌: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପାତ୍ର

ଗଞ୍ଜାମ,୪।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଲ୍‌ ପ୍ରଦାନ କରାଯାଇନାହିଁ। ଏ ନେଇ ଠିକାଦାରଙ୍କ ମଧ୍ୟରେ…

6 years ago

ଯେଉଁଠି ଚାକିରି ସେଇଠି ଅବସର: ଜୋର୍‌ ଧରିଲା ବଦଳି ଦାବି

ବାଲିଗୁଡ଼ା,୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର…

6 years ago

ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ ତାଙ୍କର…

6 years ago

ବାଲିମେଳାରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

କୋରୁକୋଣ୍ଡା,୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ୍‌ଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ବୁଧବାର ସକାଳୁ…

6 years ago

ଡରାଇଲାଣି ଘାତକ କରୋନା: ଆଡ୍‌ଭାଇଜରି ଜାରି କଲେ ଏସ୍‌ଆର୍‌ସି, ଜାଣନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ତଦନୁଯାୟୀ -କାର୍ଯ୍ୟକ୍ଷେତ୍ରକୁ ସ୍ବଚ୍ଛ, ପରିଷ୍କାର ରଖନ୍ତୁ। -ଡେସ୍କ, ଟେବୁଲ, ଟେଲିଫୋନ, କମ୍ପ୍ୟୁଟର, କି-ବୋର୍ଡଗୁଡ଼ିକୁ…

6 years ago

୩ ଦଫା ଦାବି ନେଇ ଜିଲା ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୪।୩: ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ ନିଷ୍ପତ୍ତି କ୍ରମେ ଏହି…

6 years ago

ପବନଙ୍କ ରାଜକ୍ଷମା ଆବେଦନ ଖାରଜ: ଜାରି ହେବ ନୂଆ ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୪।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ରାଜକ୍ଷମା ଆବେଦନ ବୁଧବାର ରାଷ୍ଟ୍ରପତି ରାମନାଥ ଖାରଜ କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା…

6 years ago

କରୋନାକୁ ନାହିଁ ଭୟ, ସତର୍କ ରହିବା ଜରୁରୀ: ଶରୀରରେ ୧୦ ମିନିଟ୍‌-ପୋଷାକରେ ୯ ଘଣ୍ଟା-ଧାତୁରେ ୧୨ ଘଣ୍ଟା ଭୂତାଣୁ ରୁହେ ଜୀବିତ

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ…

6 years ago

୪୮ଘଣ୍ଟାର ଶାନ୍ତି ଚୁକ୍ତି ଗଲା ଫସର ଫାଟି: ତାଲିବାନ ଶିବିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌

ଓ୍ବାଶିଂଟନ,୪।୩: ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ବି ରହି ପାରିନି। ଏହା ଫସର ଫାଟି ଯାଇଛି। ଚୁକ୍ତି…

6 years ago