Home

ଯୁବକଙ୍କୁ ନିଶାଦେଇ ୨୦ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୮ା୩- କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ପଞ୍ଚାୟତ ଦୁଲିକିଆ ଗ୍ରାମର ଜଣେ ଯୁବକ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ସୁରୁଡି ଦିଗାଲ।…

6 years ago

ଛୁଟିରେ ଅଧିକାରୀ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସରକାରୀ ଛୁଟି। ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ଏହି ଛୁଟି ଦିନରେ ହେଡକ୍ୱାର୍ଟର ନ ଛାଡିବାକୁ ଜିଲାପାଳ ବିଜୟ…

6 years ago

ଓଡ଼ିଶାରେ ମହିଳା ଅଧିକ ସଶକ୍ତ

ବ୍ରହ୍ମପୁର ଅଫିସ, ୮ା୩: ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ା ବିଶ୍ୱବିଦ୍ୟାଳୟର କୁଳପତି…

6 years ago

ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ ବିଛାଯାଇଥିଲା।…

6 years ago

ଗଙ୍ଗାଘାଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ବାରାଣାସୀ, ୮।୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ୪ ଦୋଷୀଙ୍କ ଫାଶୀ ଦିନ ଘୁଞ୍ଚିବାରେ ଲାଗିଥିବାରୁ ଏହାକୁ ବିରୋଧ କରି ଅନ୍ତର୍ଜାତୀୟ…

6 years ago

୧୨୬ ବର୍ଷ ପରେ ନଡ଼ିଆ ଗଛରେ ଆସିଲା ଫଳ

ନୂଆଦିଲ୍ଲୀ,୮।୩ : ଭାରତର ଏକ ମାତ୍ର ନଡ଼ିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି। ଏଥିରୁ ୨ଟି ନଡ଼ିଆ ତୋଳା ଯାଇଛି। ଗୋଟିଏ…

6 years ago

କୁମ୍ଭୀର କାନ୍ଦଣା କାନ୍ଦି ଗରିବଙ୍କ ପକେଟ ଖାଲି କରୁଛନ୍ତି ମୋଦି ସରକାର: କଂଗ୍ରେସ ପ୍ରବକ୍ତା

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପୁଣିଥରେ ଟାଗେର୍ଟ କରିଛି। ଏବେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ବାହନ ବୀମା ଏବଂ…

6 years ago

ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାରେ…

6 years ago

ଅନ୍ତର୍ଜାତୀୟ ମହିଳା ଦିବସ: ‘ଦକ୍ଷତା ବିକାଶ ଆଧାରରେ ପରିଚୟ ସୃଷ୍ଟି କରିବାକୁ ଆହ୍ବାନ’

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କିଶୋର କୁମାର ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରି ମହିଳାମାନେ…

6 years ago

କଲେଜ ପାଚେରି କାର୍ଯ୍ୟ ନିମ୍ନମାନର ଅଭିଯୋଗ: କାମ ବନ୍ଦକଲେ ସଚେତନ ନାଗରିକ

ଜମନକିରା,୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଯୁକ୍ତ ୩ ମହାବିଦ୍ୟାଳୟରେ ନିର୍ମାଣାଧୀନ ପାଚେରି କାମ ନିମ୍ନମାନର ଅଭିଯୋଗ କରି ଜମନକିରା ସଚେତନ ନାଗରିକ ପକ୍ଷରୁ…

6 years ago