Home

ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ: ଟ୍ରେନ୍‌, ବସ୍‌ରେ ଆସୁଥିବା ପ୍ରବାସୀଙ୍କୁ କରାଯାଉଛି ସାନିଟାଇଜ

ଛତ୍ରପୁର,୧।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି।…

6 years ago

ମାସକ ମଧ୍ୟରେ ଫେରିଲେଣି ଦେଢ଼ଲକ୍ଷ ପ୍ରବାସୀ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଓ ଜଗନ୍ନାଥପୁର ଷ୍ଟେଶନକୁ ମାସକ ମଧ୍ୟରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ତେବେ ଏଥିରେ ଗଞ୍ଜାମ ସମେତ…

6 years ago

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ

ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍‌ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,…

6 years ago

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ; ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି। ରାଜ୍ୟରେ ସୋମବାର…

6 years ago

ଭୋକିଲା ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ କ୍ରିକେଟର୍‌

କରୋନା ମହାମାରୀ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟର୍‌। ଭାରତୀୟ କ୍ରିକେଟର ହୁଅନ୍ତୁ କି ବିଦେଶୀ, ସମସ୍ତେ ଏହି କଠିନ ସମୟରେ ଆଗକୁ ଆସିଛନ୍ତି।…

6 years ago

ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ନିସର୍ଗ: ଜୁନ୍‌ ୩ ସନ୍ଧ୍ୟାରୁ ମହାରାଷ୍ଟ୍ର-ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୧।୬: ଅମ୍ଫନ ପରେ ଏବେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଝଡ଼ ନିସର୍ଗ ଦାନା ବାନ୍ଧୁଛି। ଧୀରେଧୀରେ ଏହା ଘନିଭୂତ ହେବାରେ ଲାଗିଛି। ଜୁନ୍‌ ୩ ସନ୍ଧ୍ୟା…

6 years ago

ସଂଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ

ଚୌଦ୍ୱାର,୧।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧିଛକ ଟାଉନହଲ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ମୁଣ୍ଡାମାଳ ଗ୍ରାମର ହୋଇଥିବା ବେଳେ…

6 years ago

ଏଥର ହେବ ସ୍ବାଭାବିକଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୬: କେରଳରେ ମୌସୁମୀ ପହଞ୍ଚିବା ପରେ ଦେଶବାସୀଙ୍କ ଆଶ୍ୱସ୍ତି ମିଳିଛି। ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲା-ନିନା…

6 years ago

ଭାରତ ସୀମାର ୩୫ କିମି ଭିତରେ ଉଡ଼ିଲା ଚାଇନା ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ଭାରତ ସୀମାର ୩୦ରୁ୩୫ କିଲୋମିଟର ଭିତରେ ଚାଇନା ଯୁଦ୍ଧ ବିମାନ ଉଡ଼ିଛି। ଭାରତୀୟ ସେନା ପକ୍ଷରୁ ଏହା ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖାଯାଇଥିବା କୁହାଯାଉଛି। ପୂର୍ବ…

6 years ago

୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ: ପୃଥିବୀର ଧାର୍ଯ୍ୟ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ମିଳିବ ସଫଳତା

ନୂଆଦିଲ୍ଲୀ,୧।୬: ଭାରତରୁ ୨୦୨୫ ସୁଦ୍ଧା ଯକ୍ଷ୍ମା ଲୋପ ପାଇବ। ପୃଥିବୀରୁ ଏହା ୨୦୩୦ ସୁଦ୍ଧା ଲୋପ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାର ୫…

6 years ago