Home

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ…

6 years ago

ନରଗିସ୍‌ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା

ବମ୍ବେ: ବଲିଉଡ୍‌ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି। ସେଭଳି…

6 years ago

ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ ଊଣା…

6 years ago

ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ ଫଟୋ…

6 years ago

ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍‌ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ

ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍‌ଷ୍ଟାଗ୍ରାମରେ ନିଜର…

6 years ago

ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…

କୋରିଓଗ୍ରାଫର୍‌ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍‌ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଜଣେ…

6 years ago

ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ…

6 years ago

ଘରୁ ବାହାରିବା ପୂର୍ବରୁ ଏହି କାମ କରିବାକୁ କେବେ ଭୁଲି ନ ଥାନ୍ତି ମୁକେଶ ଅମ୍ବାନୀ: ଜାଣନ୍ତୁ ତାହା କ’ଣ…

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ କେବଳ ଦେଶର ନୁହନ୍ତି, ସମଗ୍ର ଏସିୟା ମହାଦେଶର ସୁବୁଠାରୁ ଧନୀ ଦମ୍ପତି। ନିଜର ବିଜ୍‌ନେସ ସେନ୍ସ ସାଙ୍ଗକୁ ଜୀବନଶୈଳୀକୁ ନେଇ…

6 years ago

କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ…

6 years ago

ପାକିସ୍ତାନକୁ ବଡ ଝଟ୍‌କା

ୟୁଏଇ,୨୦।୧୧: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ପାକିସ୍ତାନ ସମେତ ୧୨ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ…

6 years ago