କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ…
ଆମେରିକାର କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସରେ ପୁଣି ୩ ସପ୍ତାହ ଧରି ଲକ ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣି ଫେରିଛି ଲକଡାଉନ।…
ନୂଆଦିଲ୍ଲୀ,୫ା୧୨: ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂତନ ସଂସଦ ଭବନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସମାରୋହ ଡିସେମ୍ବର ୧୦…
ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ ଗିରଫ…
ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍ର ଦ୍ରୁତ ଓପନୀ୍ ଶିଖର ଧଓ୍ବନ୍ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ…
ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଅକ୍ଷୟ କୁମାରଙ୍କୁ ଦେଖି ଖୁବ୍ ଜୋର୍ରେ ଦୌଡୁଛନ୍ତି। ସାରାଙ୍କ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବ…
ସୋସିଆଲ ମିଡିଆରେ ଦୁଇ ଯୁବକ ଚଳନ୍ତା କାର୍ରେ ଠିଆ ହୋଇ ମଦ ପିଉଥିବା ଦୃଶ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ରାସ୍ତାରେ ୩ ଜଣ ଯୁବକ…
ନୂଆଦିଲ୍ଲୀ,୫।୧୨: ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍ ‘ହ୍ବାଟ୍ସଆପ୍’ ନିଜର ସେବା ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ଉପରେ…
ଭୋପାଳ,୫ା୧୨: ମଧ୍ୟପ୍ରଦେଶର ବୈତୁଲର ଜଣେ ଯୁବତୀ ଏମିତି ମହାନ କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରଶଂସାର ସୁଅ ଛୁଟୁଛି। ଜଣେ ଯୁବତୀ ବସ୍ରେ…
ନୂଆଦିଲ୍ଲୀ,୫।୧୨: ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଅନୀଲ ଅମ୍ବାନୀଙ୍କ ଇନ୍ଫ୍ରାଟେଲର ସମ୍ପତ୍ତିକୁ ଅଧିଗ୍ରହଣ କରିବାକୁ ଯାଉଛି। ଏଥିପାଇଁ ଜିଓକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍ସିଏଲ୍ଟି)ରୁ…