Home

ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌ କରାଯାଇଛି।…

6 years ago

ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ନିକଟରେ ଶନିବାର ଏକ ଲୁହା ରଡ୍‌ ବୋଝେଇ ଟ୍ରକ ଭାରସାମ୍ୟ…

6 years ago

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ

ହିଞ୍ଜିଳିକାଟୁ,୨୬ା୧୨: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ବିଜେଡି ପକ୍ଷରୁ ମିଳିତ ଭାବରେ ଶନିବାର ହିଞ୍ଜିଳିକାଟୁଠାରେ ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନରେ…

6 years ago

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ଅଲାୟା…

6 years ago

ମଧ୍ୟାହ୍ନରେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌, ସିସିଟିଭିରେ ହେଲା କଏଦ

ହିଞ୍ଜିଳିକାଟୁ,୨୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଇଁଚବଣିଆ ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଶନିବାର ମଧ୍ୟାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ୩ ଭରି ଓଜନର ହାର…

6 years ago

କଶ୍ମୀରରେ ଶୂନ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଶ୍ରୀନଗର,୨୬ା୧୨: କଶ୍ମୀର ଉପତ୍ୟକାର ଗ୍ରାମାଞ୍ଚଳର ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କର ପକାଇଛି। କାରଣ ଏଠାରେ ଏତେ ଥଣ୍ଡା ଯେ, ପ୍ରବଳ ବରଫ ପଡୁଛି। ଶୂନ ଡିଗ୍ରୀ ତଳେ…

6 years ago

ପ୍ରଶଂସକଙ୍କୁ ସଲମାନ କହିଲେ ମୁଁ ଘରେ ନାହିଁ, ମୋ’ ଘର ସାମ୍ନାରେ ଭିଡ଼ କରିବେନି; କାରଣ…

ମୁମ୍ବାଇ,୨୬ା୧୨: ଆସନ୍ତାକାଲି ଅର୍ଥାତ୍‌ ରବିବାର ଦବଙ୍ଗ ଖାନ୍‌ ସଲମାନ ଖାଁଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଡିସେମ୍ବର ୨୭ରେ ସଲୁ ତାଙ୍କର ୫୫ତମ ଜନ୍ମଦିବସ ପାଳନ…

6 years ago

କୃଷି ଆନ୍ଦୋଳନ: ଏନ୍‌ଡିଏର ହାତ ଛାଡିଲା ଆର୍‌ଏଲପି

ନୂଆଦିଲ୍ଲୀ,୨୬।୧୨-ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲପି) ଏନ୍‌ଡିଏରୁ ଅଲଗା ହୋଇଯାଇଛି। ଏ ନେଇ ଆରଏଲପି ମୁଖ୍ୟ ହନୁମାନ ବେନିୱାଲ ଶନିବାର ଘୋଷଣା କରିଛନ୍ତି। ରାଜସ୍ଥାନର…

6 years ago

କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି। ଶୁଣି…

6 years ago

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ: ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର,୨୬।୧୨-ଜାମ୍ମୁ ଓ କାଶ୍ମୀରର ସୋପିଅନ ଜିଲା କାନିଗାମ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନ୍‌ କାଉଣ୍ଟରରେ ଶନିବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ସେଠାରେ ଲୁଚି…

6 years ago