Home

ବୈତରଣୀରେ ବନ୍ୟା

ଭଦ୍ରକ ଅଫିସ,୨୮ା୫: ୟାସ୍‌ ପ୍ରଭାବରେ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ପରେ ଏବେ ବିପତ୍ତି ଆଣିଛି ବନ୍ୟା। ବୈତରଣୀରେ ବନ୍ୟା ଆସିବା ଯୋଗୁ ଧାମନଗର ଓ…

5 years ago

ମୋଦିଙ୍କୁ ଭେଟିବେ ଦିଦି

ନୂଆଦିଲ୍ଲୀ,୨୮।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଏକ…

5 years ago

କାଣୀନଦୀରେ ଘାଇ: ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବନ୍ୟା ପାଣି ପ୍ରବାହିତ

ଯାଜପୁର ଅଫିସ,୨୮ା୫: ଯାଜପୁର ଜିଲା ବୈତରଣୀ ନଦୀର ଶାଖା କାଣୀନଦୀର ମଲ୍ଲିକାପୁର ନିକଟରେ ଘାଇ ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନ ୮ଟା ସୁଦ୍ଧା ଦଶରଥପୁରଠାରେ ବିପଦ ସଙ୍କେତଠାରୁ…

5 years ago

ୟାସ୍‌ ତଥ୍ୟ ଆଣିଛି ବିକାଶର କଟୁ ସତ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୮।୫: ୧୯୯୯ର ମହାବାତ୍ୟାକୁ ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ…

5 years ago

ବିଷାକ୍ତ ମଦ ପିଇ ଚାଲିଗଲା ୭ ଜୀବନ: ୫ ହରାଇଲେ ଦୃଷ୍ଟିଶକ୍ତି

ଆଲିଗଡ,୨୮।୫: ଉତ୍ତରପ୍ରଦେଶର ଆଲିଗଡ ଜିଲାରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ଦୁଇ ଟ୍ରକ ଡ୍ରାଇଭରଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକଙ୍କ…

5 years ago

୪୪ ଦିନ ପରେ ଦୁଇ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୨୮।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

5 years ago

ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ ଫାଇନାଲ୍‌ ମ୍ୟାଚ୍‌

ମୁମ୍ବାଇ,୨୮।୫: ଭାରତୀୟ ଦଳ ୧୮ରୁ ୨୨ଜୁନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲ ଖେଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ…

5 years ago

୧୯୯ ଶତକ, ୬୧୦୦୦ ଅଧିକ ରନ୍‌ ସଂଗ୍ରହ କରି କ୍ରିକେଟରେ ପ୍ରଥମ ‘ସର୍‌’ ଆଖ୍ୟା ପାଇଥିଲେ ଏହି କ୍ରିକେଟର୍‌

ଯେତେବେଳେ କ୍ରିକେଟ ରେକର୍ଡକୁ ଆସେ, ପ୍ରଶଂସକଙ୍କ ମନରେ ସାର୍‌ ଡନ ବ୍ରାଡମ୍ୟାନ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ ମନକୁ…

5 years ago

ପଲିଥିନ୍‌ ତଳେ ବିତୁଛି ଜୀବନ

ନିରାକାରପୁର,୨୮ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ସହାୟତା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା କେତେକ ଲୋକଙ୍କ ପାଇଁ ସରକାରଙ୍କ ଏହି ଯୋଜନା ସାତସପନ…

5 years ago

କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ…

5 years ago