Home

ଭାରତରେ ୪ ଲକ୍ଷରୁ ଅଧିକ ଭିକାରି

ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪…

5 years ago

ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ…

5 years ago

ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ପରେ ହଲିଉଡ୍‌ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି…

5 years ago

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ

ଆରଡି,୧୧।୩(ଡି.ଏନ୍‌.ଏ.): କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲା ପ୍ରଶାସନ ବିନାଭକ୍ତରେ ଆଖଣ୍ଡଳମଣି ପୀଠ ଆରଡିରେ ମହାଶିବରାତ୍ରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲା। ହେଲେ…

5 years ago

ଆଜି ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ, ସର୍ବାଗ୍ରେ ରହିଛି ମୟୂରଭଞ୍ଜ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ…

5 years ago

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ…

5 years ago

ମନ୍ଦିରରେ ଅଧିକ ଗହଳି ହେଲେ ଦୀପଦାନ ବନ୍ଦ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ ପାଳନ କରି ଦୀପଦାନ କରିବାକୁ ଅନୁମତି ମିଳିଛି। ହେଲେ ଯଦି ଅଧିକ ଗହଳି ହୁଏ ତେବେ ଦୀପଦାନ ବନ୍ଦ…

5 years ago

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ ହେବ…

5 years ago

ଏମିତି ଏକ ମନ୍ଦିର, ଯେଉଁଠି ଭଗବାନ ଶିବଙ୍କୁ ଚଢାଯାଏ ସିନ୍ଦୁର

ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଏହି ଦିନ ଭକ୍ତମାନେ ଭଗବାନ ଶିବଙ୍କଠାରେ ବେଲପତ୍ର,…

5 years ago

‘ମହାଶିବରାତ୍ରୀ’ ଉପଲକ୍ଷେ ସୁଦର୍ଶନଙ୍କ ବାଲୁକାକଳା

ପୁରୀ ଅଫିସ,୧୧।୩: ଗୁରୁବାର ପବିତ୍ର ମହାଶିବରାତ୍ରୀ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳୁଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା…

5 years ago