Home

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ…

5 years ago

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ ବିବୃତିରେ…

5 years ago

ସମସ୍ତ ଦୁଃଖର କାରଣ ହେଉଛି ପ୍ରେମ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ…

5 years ago

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ ସେ…

5 years ago

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା

ନୂଆଦିଲ୍ଲୀ,୨୯।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏକ ବଡ଼ ଖୁଲାସା କରିଛି। ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। ଏନସିଆରବି ଦ୍ୱାରା ପ୍ରକାଶିତ…

5 years ago

ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ…

5 years ago

ଶାହାଙ୍କ ମିଶନ ୟୁପି ଆରମ୍ଭ

ଲକ୍ଷ୍ନେୀ,୨୯।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ…

5 years ago

‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ ବିଭିନ୍ନ…

5 years ago

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ…

5 years ago

ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର ପିଛା…

5 years ago