ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ…
ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର ରାତିରେ…
ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ କେବଳ ଚମତ୍କାର ବ୍ୟାଟିଂ କରି…
ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍କୋର୍ଟଙ୍କ…
ଆମ ଶରୀରରେ ଭିଟାମିନ୍ ‘ଡି’ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଏହା ଅସ୍ଥିକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏହାବ୍ୟତୀତ…
ଜୀବମାନଙ୍କର ଭିନ୍ନତା ବା ବିବିଧତା ହେଉଛି ଜୈବ ବିବିଧତା। ଆମ ପରିବେଶରେ ବଞ୍ଚତ୍ଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଅବସ୍ଥିତିକୁ ମଧ୍ୟ ଜୈବ ବିବିଧତା…
ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର ଲୁମ୍…
ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍ ଡ୍ରଗ୍ସ୍ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।…
ଶାରଜା,୪।୧୦: ଜମ୍ମୁ-କଶ୍ମୀର ପେସର ଉମ୍ରାନ ମଲିକ ଆଇପିଏଲରେ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ…
ମୁମ୍ବାଇ,୪।୧୦: ସାଉଇ୍ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ…