ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…
ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର…
୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ…
ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ…
ଏକ ଇଣ୍ଡିଆରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଅନେକ ମତ…
ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଦେଶର ରାଜନୀତିର ମୂଳ ସ୍ଥାନ ପାଲଟିଛି। ଦେଶର ସବୁଠୁ ବଡ ଭାବପ୍ରବଣ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନୀରବତା ମଧ୍ୟ ଶୀର୍ଷରେ ରହିଛି। ରାମ ମନ୍ଦିର ଉଦଘାଟନୀ କାର୍ଯ୍ୟକ୍ରମ…
ନେପାଳରୁ ଅଯୋଧ୍ୟା ଆସିବେ ୨୧୦୦୦ ପୂଜାରୀ, ଜାଣନ୍ତୁ କାରଣ…
କାଠମାଣ୍ଡୁ/ଅଯୋଧ୍ୟା,୧୧ା୧: ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି। ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଜାନୁଆରୀ ୧୪ରୁ ୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଜୁ ନଦୀକୂଳରେ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗ ସ୍ଥାପନ ପାଇଁ ଏକ ବିଶାଳ…
ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବରେ ଦେଢ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ଏହି ବ୍ୟକ୍ତି, କରିଛନ୍ତି ୧୨ ବିଶ୍ୱ ରେକର୍ଡ
ଅଯୋଧ୍ୟା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଅଯୋଜନ ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାମ ମନ୍ଦିରର ଉଦ୍ଘାଟନୀ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରାୟ ଦେଢ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିବେ। ଏଥିପାଇଁ ୭ହଜାର…
ସୁରକ୍ଷା ପରିଷଦରେ ପାରିତ ହୋଇଥିବା ପ୍ରସ୍ତାବ ଏକ ରାଜନୈତିକ ଷଡ଼ଯନ୍ତ୍ର: ପ୍ରତ୍ୟାଖ୍ୟାନ କଲେ ବିଦ୍ରୋହୀ…
ଜେନେଭା,୧୧।୧ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ପ୍ରସ୍ତାବ ପାରିତ କରି ଲୋହିତ ସାଗରରେ ବାଣିଜି୍ୟକ ଜାହାଜ ଉପରେ ହୋଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛି। ଏହି ପ୍ରସ୍ତାବରେ ୧୯ ନଭେମ୍ବର ୨୦୨୩ ପରଠାରୁ ଲୋହିତ ସାଗରରେ ଜାହାଜ ଉପରେ…
ବିମାନ ବନ୍ଦରରେ ପହଞ୍ଚିଲେ ଭଗବାନ ରାମଙ୍କ ସହିତ ମାତା ସୀତା ଆଉ ଲକ୍ଷ୍ମଣ, ଭିଡିଓ ଭାଇରାଲ…
ଅହମଦାବାଦ,୧୧।୧ : ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସମାରୋହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଛି। ରାମ ମନ୍ଦିରର ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁଜରାଟର…
ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା
ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍ରେ ମୁଣ୍ଡ…
Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…
ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ…
ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ…
ଅଯୋଧ୍ୟା,୧୧।୧ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ନାମ ମହା ଯଜ୍ଞ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ନେପାଳର ୨୧ ହଜାର ପୁରୋହିତଙ୍କ ଦ୍ୱାରା ଏହି ଯଜ୍ଞ…
ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ୍ୟାନସର, ଲୁଚାଇଥିଲେ ରିପୋର୍ଟ
ଓ୍ବାଶିଂଟନ୍,୧୧।୧: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ଙ୍କୁ କ୍ୟାନସର। କିନ୍ତୁ ଆଜିଯାଏଁ ସେ ଏକଥା ଲୁଚାଇ ରଖିଥିଲେ। ଯାହା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। ଗତ ଡିସେମ୍ବର ୨୨ରେ ଅଷ୍ଟିନ ପ୍ରୋଟେଷ୍ଟ କ୍ୟାନସରର ସର୍ଜରୀ ପାଇଁ…
ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…
ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିଛି।…
Archives


