Home Middle

୧୬ରେ ଯୁକ୍ତ୨, ୨୦ରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ, ପରୀକ୍ଷା ପରିଚାଳନା ବାଧାପ୍ରାପ୍ତ ଆଶଙ୍କା

ଭୁବନେଶ୍ୱର, ୧୪।୨ (ଅସମାପିକା ସାହୁ):ଆସିଲାଣି ପରୀକ୍ଷା ଋତୁ। କିନ୍ତୁ ଆନ୍ଦୋଳନରେ ଶିକ୍ଷକ। ଦାବି ପୂରଣ ନ ହେଲେ ପରୀକ୍ଷା ପରିଚାଳନାକୁ ନେଇ ଦୃଢ଼ ପଦକ୍ଷେପ ନେଇପାରନ୍ତି ଶିକ୍ଷକ। ତେଣୁ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସରକାର ଦାବି ପୂରଣ କରନ୍ତୁ ବୋଲି…

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ମାମଲା ଖାରଜ

କଟକ,୧୩।୨(କାର୍ତ୍ତିକ ସାହୁ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ନିବେଦନ କରି ଦାଖଲ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମଙ୍ଗଳବାର…

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା…

ନୂଆଦିଲ୍ଲୀ,୧୩।୨ : ପ୍ରତିବର୍ଷ ପରି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାାଉଛି। ଏହି ଅବସରରେ, ଲୋକମାନେ ନିଜ ସାଥୀଙ୍କୁ ଆପଣେଇବା ପାଇଁ ଅନେକ ପଦ୍ଧତି ଗ୍ରହଣ କରିଥାନ୍ତି। ଅନେକ ଲୋକ ନିଜ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ସୁନା ଉପହାର ଦେଇଥାନ୍ତି…

କଂଗ୍ରେସର ଘୋଷଣା- ‘ସରକାରକୁ ଆସିଲେ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଦେବୁ’

ନୂଆଦିଲ୍ଲୀ,୧୩।୨: ପଞ୍ଜାବ-ହରିୟାଣାର କୃଷକମାନେ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ସମେତ ଅନେକ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ହଜାର ହଜାର ସଂଖ୍ୟାରେ କୃଷକ ଶମ୍ଭୁ ସୀମାରେ ପହଞ୍ଚିଛନ୍ତି। କୃଷକଙ୍କୁ ଆଗକୁ ବଢ଼ିବାରୁ ରୋକିବା ଲାଗି ପୋଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଛି। ହେଲେ…

ଲୋକ ସଭା ନିର୍ବାଚନରେ କାହିଁକି ପ୍ରତିନ୍ଦ୍ୱନ୍ଦ୍ୱିତା କରୁନାହାନ୍ତି ସୋନିଆ ଗାନ୍ଧୀ? ଏହା ହେଉଛି ୩ କାରଣ…

ନୂଆଦିଲ୍ଲୀ,୧୩।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୬ ଥର ଲୋକ ସଭା ଏମ୍‌ପି ସୋନିଆ ଗାନ୍ଧୀ ଏଥର ରାଜ୍ୟ ସଭା ଯିବେ। ସେ ରାଜସ୍ଥାନରୁ ରାଜ୍ୟ ସଭା ଲାଗି ଦାବି ଉପସ୍ଥାପନ କରିବେ। ସୋନିଆ ଲୋକ ସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ନ…

ୟୁଏଇରେ ରୁପେ କାର୍ଡର ଶୁଭାରମ୍ଭ କଲେ ମୋଦି…

ଆବୁଧାବି,୧୩।୨ : ଭାରତରେ ବିକଶିତ ହୋଇଥିବା ରୁପେ କାର୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମଧ୍ୟ ପ୍ରଚଳନ ହେବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ ମଙ୍ଗଳବାର…

ବାୟୁସେନା ବିମାନ Hawk Mk-132 ଦୁର୍ଘଟଣା ଗ୍ରସ୍ତ…

କୋଲକାତା,୧୩।୨ : ମଙ୍ଗଳବାର ଅପରାହ୍ନରେ ପଶ୍ଚିମବଙ୍ଗରେ ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ଦୁଇ ପାଇଲଟ ଠିକ ସମୟରେ ବିମାନରୁ ସୁରକ୍ଷିତ ଭାବେ ଇଜେକ୍ଟ ହୋଇଥିଲେ। ଯୁଦ୍ଧ ବିମାନ ଟ୍ରେନିଂ ଜେଟ ଖସିଯାଇଥିବା କଲେଇକୁଣ୍ଡା ଅଞ୍ଚଳରେ…

ରାଜକୋଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମ ଆଖିରୁ ହଜିଲା ନିଦ…

ରାଜକୋଟ,୧୩।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୧୫ରେ ରାଜକୋଟରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତର ରେକର୍ଡ ବେଶ୍‌ ପ୍ରଭାବଶାଳୀ ରହିଛି। ଏହା ଦେଖିବା ପରେ ଅଧିନାୟକ ବେନ ଷ୍ଟୋକ୍ସଙ୍କ ସହ କୋଚ ବ୍ରାଣ୍ଡନ ମ୍ୟାକକୁଲମଙ୍କ…

ପୁଣି ହାତ ଖୋଲିଦେଲେ ନବୀନ, ୫ହଜାରରୁ ବଢି ହେଲା ୧୦ହଜାର

ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ କରିଥିବା ‘ମମତା ଯୋଜନା’ରେ ସହାୟତା ରାଶି ୨ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର…

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ବିଜୁଳି ଦର କମାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩।୨: ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖବର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ପକ୍ଷରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଯାଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ପୂର୍ବରୁ ବିପିଏଲ୍‌…

ଅଖିଳେଶଙ୍କୁ ବଡ଼ ଝଟକା: ମହା ସଚିବ ପଦରୁ ଦେଲେ ଇସ୍ତଫା ସ୍ବାମୀ ପ୍ରସାଦ ମୌର୍ଯ୍ୟ…

ଲକ୍ଷ୍ନୌ,୧୩।୨ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେଇ…

ପିଏମ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ: ମାସକୁ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି…

ନୂଆଦିଲ୍ଲୀ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଏକ କୋଟି ଘରକୁ ଆଲୋକିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri