ନୀତୀଶ ଇଣ୍ଡିଆ ମେଣ୍ଟରେ ରହିଥିଲେ ପ୍ରଧାନମନ୍ତ୍ରୀ ହୋଇ ପାରିଥାଆନ୍ତେ, ସେଠି ଯାଇ କ’ଣ ମିଳିବ: ଅଖିଳେଶ
ଲକ୍ଷ୍ନୌ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗଦେବା ନେଇ ଗୁଜବ ଆରମ୍ଭ ହୋଇଛି। ସେପଟେ ପୂର୍ବତନ ଉତ୍ତର ପ୍ରଦେଶି ମୁଖ୍ୟମନ୍ତ୍ରୀ ତଥା ଏସପି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ ନୀତୀଶ କୁମାର ଭାଜପାକୁ ସମର୍ଥନ କରିବା…
କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କଲା ଦକ୍ଷିଣ ଆଫ୍ରିକା, ରାମାଫୋସା କହିଲେ ଏହା ନ୍ୟାୟ ଆଡକୁ ଗୋଟିଏ ପାଦ
ପେକଟାଉନ,୨୭।୧: ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ପରେ ଦକ୍ଷିଣ ଆଫ୍ରିକାର ବୟାନ ସାମ୍ନାକୁ ଆସିଛି। ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଜନଶୁଣାଣି ଅଭିଯୋଗକୁ ଆଫ୍ରିକା ଯଥାର୍ଥ ପ୍ରମାଣିତ କରିଛି। ଏହା ସହିତ ଇସ୍ରାଏଲ କୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି। ସେ ଏହାକୁ ଅପମାନଜନକ ବୋଲି…
ଆଇସିଜେର ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଲେ ନେତାନ୍ୟାହୁ, ଦେଶର ସୁରକ୍ଷା ପାଇଁ ଆମେ ପ୍ରସ୍ତୁତ
ଜେରୁଜେଲମ,୨୭।୧: ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ଇସ୍ରାଏଲ କୋର୍ଟକୁ ସମାଲୋଚନା କରିଛନ୍ତି। ଇସ୍ରାଏଲ ଏହି ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଛନ୍ତି। ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଇସ୍ରାଏଲ ଶପଥ ନେଇଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗାଜାରେ…
ଆଜି ଲୋକାର୍ପିତ ହେବ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପ
ସମ୍ବଲପୁର,୨୭ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ…
ବିହାର ରାଜନୀତିକୁ ନେଇ ଜୋର ଧରିଲା ଚର୍ଚ୍ଚା, ନୀତୀଶ ଏନଡିଏ ଯିବା ନିଶ୍ଚିତ, ଆଶା ଛାଡିଲେ ଲାଲୁ
ପାଟନା,୨୭।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଜୋରଦାର ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ସୂଚନାନୁସାରେ, ବିହାରର ଗ୍ରାଣ୍ଡ ଆଲାଇନ୍ସ ଏବଂ ‘ଇଣ୍ଡି’ ଆଲାଇନ୍ସ ଠାରୁ ଅଲଗା ହେବା ପାଇଁ ଜେଡିୟୁ ଦ୍ୱାରା…
ଚାଟ୍ଜିପିଟି, ବାର୍ଡକୁ ମୁକାବିଲା କରିବା ପାଇଁ ଓଲା ଲଞ୍ଚ କଲା ସ୍ବଦେଶୀ AI ‘କୃତିମ’
ନୂଆଦିଲ୍ଲୀ,୨୬।୧: ଗଣତନ୍ତ୍ର ଦିବସ ଅବସରରେ ଓଲା କମ୍ପାନୀ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଭାରତର ସ୍ବଦେଶୀ AI ’କୃତିମ’ ଲଞ୍ଚ କରିଛି। ଚାଟ ଜିପିଟି ଓ ଗୁଗୁଲ ବାର୍ଡ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାପରେ ଓଲାର ସ୍ବଦେଶୀ ଏଆଇ…
Budget 2024: ଫେବୃଆରୀ ୧ରେ ଆନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ ଦେସାଇଙ୍କ ରେକର୍ଡ
ନୂଆଦିଲ୍ଲୀ,୨୬।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ରେ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥରର ବଜେଟ ସମ୍ପୂର୍ଣ୍ଣ ଉପସ୍ଥାପନ ହେବ ନାହିଁ କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ ଖର୍ଚ୍ଚ…
ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା
ଭୁବନେଶ୍ୱର,୨୬।୧: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୪ ଶୁକ୍ରବାରଠାରୁ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
କିଏ ଏହି ସୁପ୍ରିମକୋର୍ଟରେ ରେର୍କଡ ସୃଷ୍ଟି କରିଥିବା ଫାତିମା ବିବି, ପଦ୍ମ ଭୂଷଣରେ ହେବେ ସମ୍ମାନିତ
ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରାଯାଇଛି। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ତାଲିକାରେ ୪୦ଜଣ ଓବିସି, ୯ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି। ଏଥିମଧ୍ୟରୁ…
ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ
ଭୁବନେଶ୍ୱର,୨୬।୧: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି। ଏହାସହ ଆଗାମୀ ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାର…
ରାଜପଥ ନୁହେଁ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରଥମ ଗଣତନ୍ତ୍ର ଦିବସ
ନୂଆଦିଲ୍ଲୀ,୨୬।୧: ଭାରତରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ଗଠିତ ହୋଇଥିଲା। ଗଣତନ୍ତ୍ର ଦିବସ ସବୁବେଳେ ଦିଲ୍ଲୀର ରାଜପଥ(କର୍ତ୍ତବ୍ୟ ପଥ)ରେ ଆଯୋଜିତ ହେଉଥିବାବେଳେ ପ୍ରଥମ ଗଣତନ୍ତ୍ର ଦିବସ ଏକ ଷ୍ଟାଡିୟମରେ ପାଳନ ହୋଇଥିଲା। ୧୯୩୦ ଦଶକର ଏହି ଏମଫିଥିଏଟରକୁ ସେତେବେଳେ ଷ୍ଟାଡିୟମ କରାଯାଇଥଲା।…
ମୋଦି, ମାକ୍ରୋନଙ୍କ କଥାବାର୍ତ୍ତାରେ ଅନେକେ ସହଭାଗିତାର ରାସ୍ତା ସଫା, ଡିଫେନ୍ସ, ସ୍ପେସ, ଏଆଇ ପର୍ଯ୍ୟନ୍ତ ବଡ ଡିଲ
ନୂଆଦିଲ୍ଲୀ,୨୬।୧: ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସାକ୍ଷାତ ପରେ ଭାରତ ଏବଂ ଫ୍ରାନ୍ସ ଏକ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ (ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଭାଗିଦାରୀ) ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଯାହା ସାମରିକ, ମହାକାଶ, ସ୍ଥଳ ଯୁଦ୍ଧ,…
Archives


