Home Middle

ଦିଲ୍ଲୀରେ ମାଲବାହୀ ଟ୍ରେନର ୮ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ,୧୭।୨: ଶନିବାର ଦିଲ୍ଲୀରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନାଗର-ଦୟାବସ୍ତି ସେକ୍ସନର ଏକ ମାଲଗାଡ଼ି ଟ୍ରେନର ଆଠଟି କୋଚ ଲାଇନ ଚ୍ୟୁତ ହୋଇଛି। ଜଖିରା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା…

ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍‌ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ…

ଲୋକ ସଭା ନିର୍ବାଚନ: ଭାଜପା ଚନ୍ଦ୍ରବାବୁଙ୍କ ମଧ୍ୟରେ ଡିଲ ଶେଷ, ପଓ୍ବନ କଲ୍ୟାଣଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଭାରତର ଅଧିକରୁ ଅଧିକ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) କୁ ବହୁତ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଭାଜପା ନିର୍ବାଚନ ମେଣ୍ଟ…

ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ

ମସ୍କୋ,୧୭।୨: ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ…

ଜେଏଲଏନ ଷ୍ଟାଡିୟମ ଗେଟ ନମ୍ବର ଦୁଇରେ ଭାଙ୍ଗିଲା ପେଣ୍ଡାଲ, ୧୦-୧୨ ଜଣ ଚାପି ହୋଇରହିଥିବା ଆଶଙ୍କା

ନୂଆଦିଲ୍ଲୀ,୧୭।୨: ଜବାହରଲାଲ ନେହେରୁ ଷ୍ଟାଡିୟମର ଦୁଇ ନମ୍ବର ଫାଟକ ନିକଟରେ ଏକ ପେଣ୍ଡାଲ ଭୁଶୁଡି ପଡିଛି ଯେଉଁଥିରେ ୧୦-୧୨ଜଣ ଏହା ତଳେ ଚାପି ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର ପାଇଁ ପୋଲିସ ଏବଂ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।…

ନଭଲନିଙ୍କ ମୃତ୍ୟୁକୁ ନେଇ କ୍ରୋଧ ପ୍ରକାଶ କଲେ ବାଇଡେନ, କହିଲେ ତାଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ

ଓ୍ବାଶିଂଟନ,୧୭।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ସମାଲୋଚକ ବିରୋଧୀ ଦଳର ନେତା ଆଲେକ୍ସି ନଭଲନିଙ୍କ ମୃତ୍ୟୁ ହୋଇଛି। ଉଗ୍ରବାଦ ଅଭିଯୋଗରେ ନଭଲନି ୧୯ ବର୍ଷ କାରାଦଣ୍ଡ ଭୋଗୁଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…

ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ

ରାଞ୍ଚି,୧୭।୨: ଝାଡ଼ଖଣ୍ଡରେ ପୁଣି ଥରେ ଚମ୍ପାଇ ସରକାର ଉପରେ ସଙ୍କଟର କଳା ବାଦଲ ଢାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କ୍ରୋଧିତ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଚମ୍ପାଇ ସୋରେନଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ୧୨ଜଣ ବିଧାୟକ ଅସନ୍ତୁଷ୍ଟ। ସୂଚନା…

ମିଶନ ୩୭୦ ଉପରେ ଭାଜପାର ମହାମନ୍ଥନ, ରାଷ୍ଟ୍ରୀୟ ଅଧିବେଶନରେ ମୋଦି ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ,୧୭।୨: ଲୋକ ସଭା ନିର୍ବାଚନ -୨୦୨୪ର ଆହ୍ବାନ ବର୍ତ୍ତମାନ ସ୍ପଷ୍ଟ ଶୁଣିବାକୁ ମିଳୁଛି। ଫେବୃଆରୀ ଶେଷରେ କିମ୍ବା ମାର୍ଚ୍ଚ ଆରମ୍ଭରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାଜପା ସହିତ ବିରୋଧୀ ଦଳ ମଧ୍ୟ…

କୃଷକ ଆନ୍ଦୋଳନ ମଧ୍ୟରେ ଚାଲିଗଲା ପୋଲିସକର୍ମୀଙ୍କ ଜୀବନ, ଗୋଟିଏ ଦିନ ପୂର୍ବରୁ ଜଣେ ଚାଷୀଙ୍କର ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ହରିୟାଣା ପୋଲିସର ସବ-ଇନ୍ସପେକ୍ଟର ହିରାଲାଲ ବୋଲି ଜଣାପଡିଛି। ନ୍ୟୁଜ ଏଜେନ୍ସି ଏନଆଇ କହିଛି ଯେ ହିରାଲାଲଙ୍କୁ…

ଆଜିଠୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ: ଭିନ୍ନକ୍ଷମଙ୍କୁ ମିଳିବ ଅଧିକ ଘଣ୍ଟାଏ ସମୟ

ଭୁବନେଶ୍ୱର,୧୭।୨: ଆଜିଠୁ ଆରମ୍ଭ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫…

ବିରୋଧୀଙ୍କୁ ସନ୍ଦେଶଖାଲି ମନା

କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍‌ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଭାଜପା…

ତୀବ୍ର ହେବ ଚାଷୀ ଆନ୍ଦୋଳନ

ଅମୃତସର/ହିସାର/ମୁଜାଫରନଗର,୧୭।୨(ପି.ଟି.): ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଭାରତ ବନ୍ଦ ଡାକରା ଯୋଗୁ ଶୁକ୍ରବାର ପଞ୍ଜାବରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍‌ଯାତ୍ରୀମାନେ ବିଭିନ୍ନ ଷ୍ଟାଣ୍ଡରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri