Home Middle

ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’

ଓ୍ବାଶିଂଟନ,୨୫।୨: ଦୁର୍ବଳ ସ୍ମୃତିଶକ୍ତି ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। ଏବେ ପୁଣି ଥରେ ଜୋ ବାଇଡେନ ଏକ ଭୁଲ କରିଛନ୍ତି । ଘଟଣାହେଲା ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସେ ଚାଇନାର…

ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା, ରେସ୍‌ରେ ସବୁଠୁ ଆଗରେ ଆସିଫ ଅଲି ଜରଦାରି

ଇସଲାମାବାଦ,୨୫।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଠକେଇ ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡିକ ଜାଣି ନ ଥିବାରୁ ପାକିସ୍ତାନର ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମାର୍ଚ୍ଚ ୯ ରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା…

ପଞ୍ଜାବ ଅଞ୍ଚଳର ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟ ଡାଉନ, ମରିୟମଙ୍କ ଉପରେ ସମସ୍ତଙ୍କ ନଜର

ଇସଲାମାବାଦ,୨୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ। ସେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି। ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ପଞ୍ଜାବ ବିଧାନସଭାରେ…

ବିଜେଡି ଛାଡ଼ିଲେ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ…

ଚମତ୍କାର ଇନିଂସ ପରେ କାହାକୁ ସାଲ୍ୟୁଟ୍‌ କଲେ ଧ୍ରୁବ୍‌ ଜୁରେଲ୍‌: ଜାଣିଲେ ସମସ୍ତେ କରିବେ ବାଃ ବାଃ

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୯୦ ରନର ଇନିଂସ ଖେଳିଥିଲେ। ଧ୍ରୁବ ଅର୍ଦ୍ଧଶତକ ପରେ ଏକ ଆକର୍ଷଣୀୟ ଢଙ୍ଗରେ ପାଳନ କରିଥିଲେ। ସେ ପଡିଆରୁ ତାଙ୍କ ପିତାଙ୍କୁ…

‘ମୁଁ ଦେଶକୁ କେବେ ବୁଡ଼ିବାକୁ ଦେବି ନାହିଁ’

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତର ଏକ ଅଂଶ ଭାବରେ ରବିବାର ଧାର୍ମିକ ସହର ଦ୍ୱାରକା ନିକଟରେ ପହଞ୍ଚିଥିଲେ। ଏଠାରେ ସେ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଆତ୍ମବିଶ୍ୱାସରେ ଅହିରାନୀଙ୍କୁ ପ୍ରଣାମ କରୁଛି। ଏଠାରେ…

ପଞ୍ଚମ ଥର ପାଇଁ ପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୫ା୨: ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଫାଇନାଲ ମୁକାବିଲାରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ୧୦୦ ମିନିଟର କଡ଼ା ସଂଘର୍ଷ ପରେ ସେ ଏହି ସଫଳତା ପାଇଛନ୍ତି। ପ୍ରଥମ ସେଟ ହାରିବା…

ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ରକୁ ଯାଇ ପ୍ରାର୍ଥନା କରିଛନ୍ତି, ଯେଉଁଠି ଦ୍ୱାରକା ନଗରୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗଭୀର ଜଳରେ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ସାଙ୍ଗରେ ମୟୂର ପୋଷା ନେଇଥିଲେ। ଏହି…

‘ମମତା ଆଉ ଦିଦି ନୁହନ୍ତି, ଏଥର ଆଣ୍ଟି’

କୋଲକାତା,୨୫ା୨: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି। ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମମତାଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି…

‘ନିଶା ସେବନ ସମାଜ ପାଇଁ କ୍ଷତିକାରକ’

ନୂଆଦିଲ୍ଲୀ,୨୫ା୨: ନିଶା ସେବନ ସମାଜ ତଥା ଦେଶ ପାଇଁ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରବିବାର ଯୁବପିଢ଼ିଙ୍କ ମଧ୍ୟରେ ଡ୍ରଗ୍ସ ଆଶଙ୍କା ବଢ଼ିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ନିଶା ସେବନ ସମାଜର ବ୍ୟାପକ କ୍ଷତି…

ଭାରତର ଦୀର୍ଘତମ ସିଗନେଚର ବ୍ରିଜ୍ ‘ସୁଦର୍ଶନ ସେତୁ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ବିଟ୍ ଦ୍ୱାରକା ଦ୍ୱୀପକୁ ଓଖା ସହିତ ସଂଯୋଗ କରୁଥିବା ଚାରି ଲେନ ବିଶିଷ୍ଟ ସିଗନେଚର ବ୍ରିଜ୍ (ସୁଦର୍ଶନ ସେତୁ) ଉଦଘାଟନ କରିଛନ୍ତି। ଏହି ବ୍ରିଜ୍ ୨.୩୨ କିଲୋମିଟର ଲମ୍ବା ଅଟେ। ୯୭୯ କୋଟି…

୩ ମାସ ପର୍ଯ୍ୟନ୍ତ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା

ନୂଆଦିଲ୍ଲୀ,୨୫ା୨: ଲୋକପ୍ରିୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ଡ୍ରୋନ୍‌ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri