ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ: ୪୩ ମୃତ, ଭୟରେ ଛାତ ଉପରୁ ଡେଇଁଲେ ଲୋକେ
ଢାକା,୧।୩: ବାଂଲାଦେଶର ରାଜଧାନୀ ଢାକାରେ ୭ ମହଲା ବିଶିଷ୍ଟ ଶପିଂ ମଲରେ ଅଗ୍ନିକାଣ୍ଡ କାଣ୍ଡ ଘଟି ଅତି କମରେ ୪୩ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ କହିଛନ୍ତି, ଗୁରୁବାର ରାତିରେ ଢାକା…
“All is well”: ଶିବକୁମାର କହିଲେ ହିମାଚଳରେ ସବୁ ମତଭେଦ ଶେଷ, ୫ ବର୍ଷ ଚାଲିବ ସୁଖୁ ସରକାର
ଶିମଲା,୨୯।୩: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସଙ୍କଟ ଦୂର ହୋଇଛି। ରାଜ୍ୟର ଏକମାତ୍ର ରାଜ୍ୟ ସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୬ ଜଣ ବିଧାୟକ ଭାଜପା ପାଇଁ କ୍ରସ ଭୋଟ କରିଥିଲେ। ଏହା ପରେ ସୁଖବିନ୍ଦର…
ଲୋକ ସଭା ନିର୍ବାଚନ: ଆଜି ଆସିପାରେ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ଓଡ଼ିଶାରୁ ଏହି ୨ ଜଣଙ୍କୁ ମିଳିପାରେ ଟିକେଟ୍
ଭୁବନେଶ୍ୱର/ନୂଆଦିଲ୍ଲୀ,୨୯।୨: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ସାରେ ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଡକାଯାଇଛି। ଏହି ବୈଠକ ପରେ ସାଧାରଣ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇପାରେ। ୪୧ଟି…
‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’
ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ ପାଇଁ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ୨୦୨୧ରେ ରୋହିତ ଶର୍ମାଙ୍କୁ ବିରାଟ…
ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୮.୪% ହାରରେ ବୃଦ୍ଧି ପାଇଲା ଭାରତର ଅର୍ଥନୀତି
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୮.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଏକ ବର୍ଷ ପୂର୍ବେ ୪.୩ ପ୍ରତିଶତ ଥିଲା । ଗୁରୁବାର ପରିସଂଖ୍ୟାନ ଏବଂ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା…
ବଢିଲା ଅଙ୍ଗନୱାଡି କର୍ମୀଙ୍କ ଦରମା, ସହାୟିକାଙ୍କୁ ମିଳିବ ଏତିକି ଟଙ୍କା
ଭୁବନେଶ୍ୱର,୨୯।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା…
ହିମାଚଳ ପ୍ରଦେଶରେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଶିମଲା,୨୯।୨: ଗତ ୩ ଦିନ ଧରି ହିମାଚଳ ପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ବର୍ତ୍ତମାନ ଶେଷ ହୋଇଛି। ଶିମଲାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। କଂଗ୍ରେସ ହାଇକମାଣ୍ଡର ଏକ ବଡ ନିଷ୍ପତ୍ତି ନେଇ କହିଛନ୍ତି…
ବିଜେଡି ମୋତେ ଘୋଡ଼ା ଭାବିଥିଲା, ମୁଁ ସିଂହ
ଭୁବନେଶ୍ୱର,୨୯ା୨: ଖୋର୍ଦ୍ଧା ଜିଲାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଅପରାହ୍ନରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗ ଦେବା ପରେ ପ୍ରଶାନ୍ତ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ମୋତେ…
ପ୍ରତିଭା ସିଂହ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ!
ଶିମଲା,୨୯।୨: ହିମାଚଳ ପ୍ରଦେଶରେ ରାଜନୈତିକ ଟଣାଭିଡା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମଧ୍ୟ ଅନେକ ଆଲୋଚନା ହେଉଛି। ଏହି ସମୟରେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂଙ୍କ ନାମ ଆଗକୁ…
ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି
ଲକ୍ଷ୍ନୌ,୨୯।୨: ଆସନ୍ତା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ନ ଦେଇ ରାଗିଯାଇ ଅସଦୁଦ୍ଦିନ ଓୱାଇଇସିଙ୍କ ଦଳ ଏଆଇଏମଆଇଏମ ରାଜ୍ୟର ୭ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକ ହେଉଛି ସମାଜବାଦୀ ପାର୍ଟିର…
ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍ ଅଛନ୍ତି। ହ୍ବାଇଟ୍ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ ପାଇଁ…
୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ମନା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୨: ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି ଯେଉଁଥିରେ ଦୁଇ ପିଲା ସରକାରୀ ଚାକିରି ପାଇଁ ଯୋଗ୍ୟତା ମାନଦଣ୍ଡ ଥିଲା। ସୁପ୍ରିମକୋର୍ଟ ବିଶ୍ୱାସ କରନ୍ତି ଯେ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ଭେଦଭାବପୂର୍ଣ୍ଣ ନୁହେଁ ଏବଂ ସମ୍ବିଧାନର ଉଲ୍ଲଂଘନ କରୁନାହିଁ।…
Archives


