ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ଏପରି
ଭୁବନେଶ୍ୱର,୬।୧: ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଅର୍ଥାତ ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀ ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଅବସରରେ ଦେଶର ବଡ ବଡ ନେତା ମନ୍ତ୍ରୀ…
ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ: ସ୍କାଏ ଲାଇଟ୍ , ଝରକାରୁ ମିଳିଲା ପୁଳାପୁଳା ଟଙ୍କା
ବଲାଙ୍ଗୀର,୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। କୁଟୁରାକେନ ଗାଁର ବାବୁଲାଲ ଭୋଇଙ୍କ ଠାରୁ ଦୁଇଟି ରେଙ୍ଗାଲ ଗଛ…
ଶିକ୍ଷିତ ଦେଶବିରୋଧୀ
ଶିକ୍ଷିତ ଲୋକେ ବହୁସଂଖ୍ୟାରେ ସମାଜବିରୋଧୀ କାର୍ଯ୍ୟରେ ସାମିଲ ହେବା ଏକ ବିପଜ୍ଜନକ ଧାରା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ବିବୃତି ଦେବା ଅନେକଙ୍କୁ ବ୍ୟଥିତ କରିବା କଥା। ରାଜସ୍ଥାନର ଉଦୟପୁରସ୍ଥିତ ଭୁପାଲ ନୋବେଲ ୟୁନିଭର୍ସିଟିର ୧୦୪ତମ ପ୍ରତିଷ୍ଠା ଦିବସରେ…
ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ
ଓ୍ବାଶିଂଟନ,୬ା୧: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍ସିନାଟିସ୍ଥିତ ଘର ଉପରେ ରାତିରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି। ଆକ୍ରମଣ ଖବର ପାଇ ଆମେରିକା ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ସୋମବାର ଭୋର ସମୟରେ ଭାନ୍ସଙ୍କ ଇଷ୍ଟ ଓ୍ବାଲନଟ୍ ହିଲ୍ସ ବାସଭବନରେ ପହଞ୍ଚତ୍ଥିଲେ।…
ପୁଣି କଲବଲ କରିବ ଶୀତ, ପାରଦ ହ୍ରାସ ସାଙ୍ଗକୁ…
ଭୁବନେଶ୍ବର,୬।୧: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଖସିଲା ରାତି ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ପାରଦ ହ୍ରାସ ପାଇଛି । ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ କମିଥିବା ବେଳେ ଭୁବନେଶ୍ବରରେ ୨ ଡିଗ୍ରୀ…
‘ମୁଁ ନିର୍ଦ୍ଦୋଷ, ମୋତେ ଅପହରଣ କରାଯାଇଛି’: ଆମେରିକା କୋର୍ଟରେ ଚାଞ୍ଚଲ୍ୟ
ନୂଆଦିଲ୍ଲୀ,୫।୧: ଭେନେଜୁଏଲାର କ୍ଷମତାଚ୍ୟୁତ ଶାସକ ନିକୋଲାସ ମାଦୁରୋ ସୋମବାର ପ୍ରଥମ କରି ଆମେରିକାର ଏକ କୋର୍ଟରେ ହାଜର ହୋଇଛନ୍ତି। ନାର୍କୋ-ଟେରରିଜିମ୍ (ମାଦକ ଦ୍ରବ୍ୟ କାରବାର ଓ ଆତଙ୍କବାଦ) ଅଭିଯୋଗରେ ଗିରଫ ହୋଇଥିବା ମାଦୁରୋ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା…
ବିଜୟଙ୍କ ସହ ମେଣ୍ଟ କରିବାକୁ ବାଟ ଖୋଜୁଛି ଭାଜପା, ବଦଳିଯିବ ସମ୍ପୂର୍ଣ୍ଣ ଗଣିତ
ନୂଆଦିଲ୍ଲୀ,୫।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ବିଶେଷ ସୂତ୍ର ଅନୁସାରେ, ତାମିଲନାଡୁରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା), ଲୋକପ୍ରିୟ ଅଭିନେତା ବିଜୟଙ୍କ ନୂତନ…
ଭୋର୍ ୪ ଟା’ରେ ଟ୍ରମ୍ପଙ୍କୁ କଲ୍ କଲେ ସାମ୍ବାଦିକ, ସବୁ ପ୍ରଶ୍ନର ଉତ୍ତର ଦେଲେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଅଜବ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ଭୋର୍ ସମୟରେ ଜଣେ ସାମ୍ବାଦିକଙ୍କ ଫୋନ୍ କଲ୍ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି…
ଟଙ୍କା ପାଇଁ ୟୁଟ୍ୟୁବରେ ଭିଡିଓ କରିବେ ବିରାଟ କୋହଲି! ମିଷ୍ଟର ବିଷ୍ଟଙ୍କ ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୫।୧: ଲୋକପ୍ରିୟ ୟୁଟ୍ୟୁବରଙ୍କ ସହ ଭିଡିଓ କରିବେ ବିରାଟ କୋହଲି। ପୂର୍ବରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରି ବିଶ୍ୱ ପ୍ରସିଦ୍ଧ ତାରକାଙ୍କ ସହିତ ଭିଡିଓ କରିଥିବା ୟୁଟ୍ୟୁବର ଏହି ଖୁଲାସା କରିଛନ୍ତି। ଲୋକପ୍ରିୟ ଆମେରିକୀୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ (MrBeast) ପୁଣିଥରେ ଭାରତୀୟ…
ବାଂଲାଦେଶରେ ହିନ୍ଦୁ ବିଧବା ମହିଳାଙ୍କୁ ଗଣବଳାତ୍କାର, ଗଛରେ ବାନ୍ଧି…ଆଶ୍ଚର୍ଯ୍ୟ କରିବ ପୂରା ଘଟଣା
ଢାକା,୫।୧: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ନିଷ୍ଠୁରତାର ଘଟଣା ପ୍ରତିଦିନ ଭୟଙ୍କର ହେବାରେ ଲାଗିଛି। ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ପରେ, ଏବେ ଜଣେ ମହିଳାଙ୍କ ସହିତ ଜଡିତ ଏକ ନୃଶଂସ ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶର ଝିନାଇଦା ଜିଲାର କାଳିଗଞ୍ଜ ଅଞ୍ଚଳରେ, ଜଣେ…
ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷର ପ୍ରଥମ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ୧୬ଶ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ…
AQI ବୃଦ୍ଧିକୁ ନେଇ ବାଲେଶ୍ବର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା, ଆଗାମୀ ୭ ଦିନ ପାଇଁ ଗାଇଡ୍ଲାଇନ…
ବାଲେଶ୍ୱର,୫ା୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡ୍ଲାଇନ ଜାରି କରିଛନ୍ତି । GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩…
Archives


