ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ
ନୂଆଦିଲ୍ଲୀ,୧୩ା୪: ଶନିବାର ସିଡନୀରେ ଥିବା ଏକ ସପିଂ ମଲରେ ଛୁରା ମାଡ଼ କରି ୬ ଜଣଙ୍କୁ ହତ୍ୟା କରାଯାଇଛି। ପୋଲିସର ଗୁଳିମାଡ଼ରେ ଅପରାଧୀ ମଧ୍ୟ ମୃତ୍ୟୁ ବାରଣ କରିଛି। ଏହି ହୃଦୟ ବିଦାରକ ଘଟଣା ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ମଲ କମ୍ପ୍ଲେକ୍ସରେ…
ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ
ଇସଲାମାବାଦ,୧୩ା୪: ପାକିସ୍ତାନର ଅଶାନ୍ତ ପ୍ରଦେଶ ଖାଇବର ପାଖତୁଖନ୍ଓ୍ବାଠାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘଟଣା ଆଦିବାସୀ ଦକ୍ଷିଣ ଓ୍ବାଜିରିସ୍ତାନ ଜିଲାର…
ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା ନୂଆ ଭିଡିଓ, ହିନ୍ଦୁ ନାଁ ନେଇ କରିଥିଲେ ହୋଟେଲ ବୁକ୍
ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଥିଲା। ତଦନ୍ତକାରୀ ସଂସ୍ଥା ବଙ୍ଗଳାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ମୁସାଭିର ହୁସେନ ଶାଜେବ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ଏହି…
୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍ ହୋଇଛି ଏତେ କୋଟି ଟଙ୍କା
ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ…
ଭାଜପାରେ ସାମିଲ ହେଲେ ବିଧାୟକ ବ୍ୟାମକେଶଙ୍କ ମାମୁ
ଭୁବନେଶ୍ୱର,୧୩।୪: ଭାଜପାରେ ସାମିଲ ହେଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ। ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଅଜୟ। ତେବେ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ…
‘ବିଜେଡିକୁ ହାରିବା ଭୟ ଘାରିଛି’
ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର…
ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା
ପାଟନା,୧୩।୫: ଟିକେଟ୍ କଟିବାର ଦୁଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। କିନ୍ତୁ ଟିକେଟ୍…
କଂଗ୍ରେସ ଫାଇନାଲ କଲା ସିଟ୍! ଏହି ଠୁ ଲଢିବେ କହ୍ନେୟା କୁମାର
ନୂଆଦିଲ୍ଲୀ,୧୩।୪: ଜେଏନୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଦଳ ବଡ଼ ଦାୟିତ୍ୱ ଦେବାକୁ ଯାଉଛି। ଦଳ ତାଙ୍କୁ ଦିଲ୍ଲୀ ଲୋକ ସଭା ସିଟ୍ରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏନେଇ…
ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା
ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି…
ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ
ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ତୋମାର ସୂଚନା ଦେଇଛନ୍ତି। ଭାଜପା…
‘ଏବେ ଅଘୋଷିତ ଏମରଜେନ୍ସି, ୧୯୭୫ଠାରୁ ଅଧିକ ଭୟଙ୍କର’, ଓମାର ଅବଦୁଲ୍ଲା
ଜମ୍ମୁ,୧୩।୪: ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଅଛି ଏବଂ ଏହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ବିପଦରେ। ଜରୁରୀକାଳୀନ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିକଟରେ…
ବ୍ରିଜଭୂଷଣଙ୍କୁ କାହିଁକି ଅଣଦେଖା କରିପାରୁ ନାହାଁନ୍ତି ହାଇକମାଣ୍ଡ!
ବଳରାମପୁର,୧୩।୪: କେଶରଗଞ୍ଜ ସଂସଦୀୟ ଆସନ ଉପରେ ସସପେନ୍ସ ଜାରି ରହିଛି। ଭାଜପାର ଦଶମ ତାଲିକାରେ ମଧ୍ୟ ଏଠାରୁ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇପାରି ନାହିଁ। ଏହି କାରଣରୁ ରାଜନୀତି ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। କଳ୍ପନା ସହିତ, ନୂତନ କାହାଣୀଗୁଡିକ ମଧ୍ୟ…
Archives


