ଆସନ୍ତା ବର୍ଷ ଅବସର ନେବେ ମୋଦି, ଅମିତ ଶାହାଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ସେ କହିଛନ୍ତି ଯେ ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ସହିତ ଲଢିବି, ମୋର…
ପାଣ୍ଡିଆନଙ୍କ କଡ଼ା କାଉଣ୍ଟର
ଭୁବନେଶ୍ୱର,୧୧।୫: ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ଭାଜପାକୁ ତୁହାକୁ ତୁହା ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ପାଣ୍ଡିଆନ । ସେପଟେ…
ବଲାଙ୍ଗୀରରେ ବି ନବୀନଙ୍କୁ ଚ୍ୟାଲେଞ୍ଜ କଲେ ମୋଦି, କହିଲେ…
ବଲାଙ୍ଗୀର,୧୧।୫: କନ୍ଧମାଳ ପରେ ବଲାଙ୍ଗୀରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ସଭାକୁ ସମ୍ବୋଧନ କରିବା ସହ ସଭା ଆରମ୍ଭ ହେଉ ହେଉ ବିଜେଡି ଉପରେ ବର୍ଷିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠିକାର ଲୋକଙ୍କ ଉତ୍ସାହ ଦେଖିଲେ…
ହନୁମାନ ମନ୍ଦିରରେ ପୂଜା କଲେ କେଜରିଓ୍ବାଲ, ସନ୍ଧ୍ୟାରେ କରିବେ ରୋଡ ଶୋ’
ନୂଆଦିଲ୍ଲୀ,୧୧।୫: ତିହାର ଜେଲରୁ ବାହାରିବା ପରେ କେଜରିୱାଲ ଶନିବାରଠାରୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀର କନ୍ନଡ ପ୍ଲେସରେ ହନୁମାନ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ। କନକ ପ୍ଲେସରେ ହନୁମାନ…
ଭାଜପାରୁ ବିଦା ହେଲେ ୭ ବଡ଼ ନେତା
ଭୁବନେଶ୍ୱର,୧୧।୫: ଦଳ ବିରୋଧୀ କାର୍ଯ୍ୟ ପାଇଁ ୭ ନେତାଙ୍କୁ ଭାଜପାରୁ ବହିଷ୍କୃତ କରାଯାଇଛି। ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟଙ୍କୁ ଭାଜପା ବହିଷ୍କୃତ କରିଛି। ସେହିପରି ବଡମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ ବି ବହିଷ୍କୃତ ହୋଇଛନ୍ତି। ମୋଟ ୭ ଜଣ ନେତାଙ୍କୁ…
ଜୀବନ ସାରା ଭୁଲିବି ନାହିଁ ଓଡ଼ିଶାବାସୀଙ୍କ ଆଶୀର୍ବାଦର ଋଣ: ମୋଦି
ନୂଆଦିଲ୍ଲୀ/କନ୍ଧମାଳ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ କନ୍ଧମାଳରେ ପହଞ୍ଚିଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ମୁଁ ନିଜକୁ ସୌଭାଗ୍ୟବାନ ମନେକରୁଛି ଯେ ମୁଁ କନ୍ଧମାଳକୁ ଆସିବା ମାତ୍ରେ ମୋତେ ଏପରି…
ପାକିସ୍ତାନର ପରମାଣୁ ବୋମା ବିକ୍ରି କରିବାର ପରିସ୍ଥିତି ଆସି ଗଲାଣି: ମୋଦି
ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ‘ପାକିସ୍ତାନରେ ଆଣବିକ ବୋମା ଅଛି’ ବୟାନକୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ନିଜ ଦେଶକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି,…
ନବୀନଙ୍କୁ ମୋଦିଙ୍କ ବଡ଼ ଚ୍ୟାଲେଞ୍ଜ, କାଗଜରେ ଲେଖି ପାରିବ…
ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ମେଗା…
ରତ୍ନଭଣ୍ଡାରକୁ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ବିଜେଡି…
ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ମେଗା…
କନ୍ଧମାଳ ଗସ୍ତ ପୂର୍ବରୁ ପୁଣି ଟୁଇଟ୍ କଲେ ପ୍ରଧାନମନ୍ତ୍ରୀ, କହିଲେ ଏଥର ନିର୍ବାଚନରେ…
ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ଓଡ଼ିଶାର ୩ ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ କନ୍ଧମାଳ ଗସ୍ତ…
ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ
ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଉ। ଏଥିପାଇଁ ଇସିଆଇଙ୍କୁ ନିର୍ଦ୍ଦେଶ ଦେବା…
ଆଜି ୩ଜିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର
ଭୁବନେଶ୍ୱର,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସକାଳ…
Archives


