Home Middle

ମହାକାଳ ମନ୍ଦିରରେ ନିଆଁ, ୫ ପୁରୋହିତଙ୍କ ସମେତ ୧୩ ଆହତ

ଭୋପାଳ,୨୫।୩: ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ  ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ  ନିଆଁ ଲାଗିଯାଇଥିଲା। ସମସ୍ତ ଆହତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ଏଠାରେ…

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ୧୯ ଦିନରେ

ନୂଆଦିଲ୍ଲୀ,୨୫।୩: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମାଗାସେସେ ପୁରସ୍କାର ବିଜେତା ଶିକ୍ଷାବିତ୍‌ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ରବିବାର ୧୯ ଦିନରେ ପହଞ୍ଚତ୍ଛି। ଏଥିସହିତ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ୟ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ…

୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ ସଭା…

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା କରିଚାଲିଛି। ଏହିକ୍ରମରେ ରବିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର, ସୁନ୍ଦରଗଡ଼,…

ଭାଜପାର ୫ମ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୧୮, ଅପେକ୍ଷାରେ କଟକ, ଯାଜପୁର, କନ୍ଧମାଳ

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି।…

ଭାରତ କେବେ ଚାଇନା ଭଳି ହୋଇ ପାରିବ ନାହିଁ, କାହିଁକି ଏମିତି କହିଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୨୪।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ଯେ ଭାରତ କେବେ ଚାଇନା ଭଳି ହୋଇପାରିବ ନାହିଁ। ଭାରତର ଗଣତନ୍ତ୍ର ଏହାର ଅର୍ଥନୈତିକ ପ୍ରଗତିକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରେ। ରଘୁରାମ ରାଜନ କହିଛନ୍ତି…

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଛନ୍ତି। ଇରାନୀ ବିଜେଡିରେ ଯୋଗ ଦେବା ପରେ ନୟାଗଡ଼ ରାଜନୀତିରେ ବଡ଼…

ନରେନ୍ଦ୍ର ମୋଦି କରୁଛନ୍ତି ଏକଛତ୍ରବାଦୀ ଶାସନ, ବିରୋଧୀଙ୍କୁ ଧ୍ୱଂସ କରିବାକୁ କରାଯାଉଛି ପ୍ରୟାସ: ଗୋପାଳ ରାୟ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଇଡି ଦ୍ୱାରା ଗିରଫ ହେବା ପରଠାରୁ ଏହାକୁ ନେଇ ସାରା ଦେଶରେ ରାଜନୈତିକ ବାତାବରଣର ଉଷ୍ମତା ସହଜରେ ବାରି ହୋଇ ପଡୁଛି। ଏବେ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରୀ ମନ୍ତ୍ରୀ ଗୋପାଳ ରାୟ…

ହୋଲି ରଙ୍ଗରେ ବୁଡିଲା ପାକିସ୍ତାନ, ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୨୪।୩: ପାକିସ୍ତାନରେ ମଧ୍ୟ ହୋଲି ଉତ୍ସବ ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ହୋଲିର ମଜାରେ ବୁଡି ରହିଛନ୍ତି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ରବିବାର ହୋଲି ପର୍ବକୁ ନେଇ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି।…

ସମ୍ବଲପୁରରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ୍ ନେତା, ଖୁବଶୀଘ୍ର ହୋଇପାରେ ଘୋଷଣା

ଭୁବନେଶ୍ୱର,୨୪।୩: ବିଜୁ ଜନତା ଦଳ(ବିଜେଡି) ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ଏହାରି ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଲୋକସଭା ଆସନ ଏବଂ ଏହାର ୭…

ସ୍ବାମୀମାନେ ଜେଲ୍‌ରେ, ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ତ୍ରୀ, ଜାଣନ୍ତୁ କିଏ ଏହି ତାଲିକାରେ…

ନୂଆଦିଲ୍ଲୀ,୨୪ା୩: ଦେଶର ହାଇ ଭୋଲଟେଜ୍‌ ନେତାମାନେ ଜେଲ୍‌ ଯିବା ପରେ ସ୍ତ୍ରୀମାନେ ରାଜନୈତିକ ମଇଦାନକୁ ଓହ୍ଲାଇବା ଯଦିଓ ନୂଆ କଥା ନୁହେଁ, ତେବେ ୨୦୨୪ ଲୋକ ସଭା ନିର୍ବାଚନରେ ଅନେକ ରାଜନେତାଙ୍କ ସ୍ତ୍ରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri