Home Middle

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକା ଶିବିର ଉପରେ ଇରାନର ମିସାଇଲ ବର୍ଷା, ପାଲଟା ଜବାବରେ ଆମେରିକା…

ନୂଆଦିଲ୍ଲୀ, ୩।୬: ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ବୁଧବାର ଇରାନ କୁଏତ ଏବଂ ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୩ା୬(ସୁଚିସ୍ମିତା ସାହୁ): ରାଜ୍ୟକୁ କୁପୋଷଣ ମୁକ୍ତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଜଣେ ବି ଶିଶୁ ଯେପରି ଅତିଶୟ କମ୍‌ ଓଜନର ନ ରହିବେ, ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶିଶୁଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚରେ ଆଖିଦୃଶିଆ…

ଦାୟିତ୍ୱବୋଧ ନୁହେଁ କଭର୍‌-ଅପ୍‌ କରିବା; CBSE ଚେୟାରମ୍ୟାନ-ସଚିବଙ୍କ ବଦଳିକୁ ନେଇ ରାହୁଲଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ, ୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଅନ୍‌ଲାଇନ୍ ମୂଲ୍ୟାୟନ ପ୍ରଣାଳୀରେ ହୋଇଥିବା ବିବାଦ ମଧ୍ୟରେ ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବଙ୍କ ବଦଳିକୁ ନେଇ ରାଜନୀତି ଗରମ ହୋଇଛି। ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ଓଡ଼ିଶାର ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ବଢ଼ିଲା ସଂରକ୍ଷଣ; ST, SC ଓ SEBC ବର୍ଗ ହେବେ ଉପକୃତ, ଜାଣନ୍ତୁ…

ଭୁବନେଶ୍ୱର,୨।୬: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ରାଜ୍ୟର ବିଭିନ୍ନ ବୃତ୍ତିଗତ ଶିକ୍ଷାନୁଷ୍ଠାନ (Professional Educational Institutions) ରେ ନାମଲେଖା ପାଇଁ ସଂରକ୍ଷଣ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତି (ST), ଅନୁସୂଚିତ…

ଇନଷ୍ଟା ପାସୱାର୍ଡ ଦେଇଦେଲା Meta AI; ବାରାକ ଓବାମାଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨।୬: ସୋସିଆଲ ମିଡିଆ ଜଗତର ସବୁଠାରୁ ବଡ଼ କମ୍ପାନୀ ‘ମେଟା’ (Meta) ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା Meta AI ର ଏକ ସାଂଘାତିକ ସୁରକ୍ଷା ତ୍ରୁଟି ପଦାକୁ ଆସିଛି। ହ୍ୟାକରମାନେ କୌଣସି ଜଟିଳ କୋଡିଂ କିମ୍ୱା ସାଇବର ଆଟାକ ନକରି,…

କିଏ ସେ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେ? ଯାହାଙ୍କୁ CBSEର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର, ବରୁଣ ଭାରଦ୍ୱାଜ…

ନୂଆଦିଲ୍ଲୀ, ୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ମଙ୍ଗଳବାର ଜାରି କରିଥିବା ଏକ…

ମୋଦି ସରକାରଙ୍କ ବଡ଼ ଆକ୍ସନ, ହଟିଲେ CBSE ଅଧ୍ୟକ୍ଷ ଓ ସଚିବ

ନୂଆଦିଲ୍ଲୀ,୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ସୃଷ୍ଟି ହୋଇଥିବା ବଡ଼ ବିବାଦ ପରେ କେନ୍ଦ୍ର ମୋଦି ସରକାର ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୋର୍ଡର ଅନ-ସ୍କ୍ରିନ ମାର୍କିଂ (OSM) ପୋର୍ଟାଲ ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ…

ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’?

କୋଲକାତା,୨।୬: ପଶ୍ଚିମବଙ୍ଗ ନିର୍ୱାଚନ ଫଳାଫଳ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ଏଭଳି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ଯାହା ମମତା ବାନାର୍ଜୀଙ୍କ ରାଜନୈତିକ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଛି। ଦଳରୁ ବହିଷ୍କୃତ ହୋଇଥିବା ପ୍ରଭାବଶାଳୀ ନେତା ଋତବ୍ରତ ବାନାର୍ଜୀ…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ ମାସରେ ତେଲ ମୂଲ୍ୟରେ ଲଗାତାର ଚାରିଥର ବୃଦ୍ଧି ସତ୍ତ୍ୱେ, ସାଧାରଣ ଜନତା ଆଗାମୀ…

ପୁଣି ବସ୍‌ ଭଡ଼ା ବଢାଇଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ବସ୍‌ରେ କେତେ ବଢିଲା…

ଭୁବନେଶ୍ୱର, ୨।୬: ପୁଣି ବଢିଲା ବସ୍‌ ଭଡ଼ା। ବସ୍‌ ଭଡ଼ା ବଢାଇଲେ ରାଜ୍ୟ ସରକାର। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ତେବେ ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ ଲୋକେ କାହାକୁ ନୂ୍ୟନ କରି ଦେଖିଲା ବେଳେ କହିଥାଆନ୍ତି ‘ସିଏ ଗୋଟେ ମଣିଷ…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?