ବାଜପେୟୀ ସରକାର ଭାଙ୍ଗି ଦେଇଥିଲେ ଓଡ଼ିଶାର ଏହି ନେତା
ଭୁବନେଶ୍ୱର,୬।୪:ମୁଣ୍ଡ ଉପରେ ନିର୍ବାଚନ। ଖଇ ଫୁଟା ଖରାରେ ମଇଦାନରେ ପ୍ରଚାର ଆରମ୍ଭ କଲେଣି ସବୁ ଦଳ। ପ୍ରାର୍ଥୀ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍। କେଉଁ ଉପାୟରେ ଓ କି ପନ୍ଥା ଆପଣାଇଲେ ଭୋଟରଙ୍କ ମନ ବୁଝିବ ଏନେଇ ଦିନରାତି କସରତ…
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି; କାଳବୈଶାଖୀ ପ୍ରଭାବରେ ୭ ରୁ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬।୪: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର,…
ଭାଜପା ଛାଡ଼ିଲେ ରଘୁନାଥ ମହାନ୍ତି
ଭୁବନେଶ୍ୱର,୬ା୪: ବରିଷ୍ଠ ନେତା ରଘୁନାଥ ମହାନ୍ତି ଶନିବାର ଭାଜପା ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୂରା ପରିବାର ସହ ରଘୁନାଥ ଭାଜପା ଛାଡ଼ିଥିବା ଜଣାପଡ଼ିଛି। ରଘୁନାଥ ୧୯୯୦ ଓ ୧୯୯୫ରେ ଓଡ଼ିଶା…
ଶ୍ରୀମୟୀ ଆଉଟ୍! ଅନନ୍ତ-ଅମରେଶଙ୍କୁ ମିଳିବନି ଟିକେଟ୍
ଭୁବନେଶ୍ୱର,୬।୪: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ…
ଆପଣଙ୍କ ପୁଅର ଭବିଷ୍ୟତ ଗଢିବାକୁ ବିରୋଧୀଙ୍କ ଗାଳି ଶୁଣୁଛି: ମୋଦି
ସାହାରନପୁର,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ଭାଜପା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶନିବାର ସେ ସାହାରନପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମାତା ଶାକମ୍ବରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାବେଳେ ସେ କହିଥିଲେ ଯେ ଭାରତର…
ସିସୋଡିଆଙ୍କ ନ୍ୟାୟିକ ହେପାଜତ ୧୮ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ,୬।୪: ଦିଲ୍ଲୀ ଲିକର ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮…
ଖରାରେ କଲବଲ ସାରା ଓଡ଼ିଶା: ଅଂଶୁଘାତରେ ୮ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର,୬।୪: ଫୁଟୁଛି ସାରା ଓଡିଶା। ଗରମ ପବନ କଲବଲ ହେଉଛନ୍ତି ଓଡିଶାବାସୀ। ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ…
ପଡିଆରେ ଖେଳିବା ଉପରେ କଟକଣା, ଜାଣନ୍ତୁ କାହିଁକି ଏପରି ନିର୍ଦ୍ଦେଶ ଦେଲେ ସରକାର
ଭୁବନେଶ୍ୱର,୬।୪: ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ ଡୋର୍ ଖେଳ ଉପରେ କଟକଣା ଲଗାଇଛନ୍ତି ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ…
ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍
ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରାର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାାଲିୟର ଆସନରୁ ପ୍ରବୀଣ ପାଠକ…
ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ!
ଭୁବନେଶ୍ୱର,୬।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ…
ସିଲାବସ୍ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ
ନୂଆଦିଲ୍ଲୀ,୬।୪: ନ୍ୟାଶନାଲ କାଉନସିଲ ଅଫ ଏଜୁକେଶଡ଼ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଆରଟି) ତା’ର ପାଠ୍ୟପୁସ୍ତକରେ କେତେକ ପରିବର୍ତ୍ତନ କରିଛି। ଗତବର୍ଷରେ ଘଟିଥିବା କିଛି ସମ୍ବେଦନଶୀଳ ବିଷୟଗୁଡିକୁ ତା’ର ସିଲାବସ୍ରୁ ହଟାଇଦେଇଛି। ତେଣୁ ଏଥର ସ୍କୁଲ ପିଲାଙ୍କ ପୁସ୍ତକରୁ ଅଯୋଧ୍ୟା ବାବ୍ରୀ ମସଜିଦି ବିଧ୍ୱଂସ…
ଚଣ୍ଡିଗଡ଼ ମେୟର ନିର୍ବାଚନ: ସୁପ୍ରିମକୋର୍ଟରେ କ୍ଷମାଯାଚନା କଲେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ, କହିଲେ ଏମିତି…
ଚଣ୍ଡିଗଡ଼,୬।୪: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଥିବା ଅନିଲ ମସିହ ଭୋଟ୍ପତ୍ର ଏପଟସେପଟ କରିଥିବା ମାମଲାରେ ସୁପ୍ରିମକୋର୍ଟରେ ନିସର୍ତ୍ତ କ୍ଷମା ମାଗିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମସିହଙ୍କ ବିରୋଧରେ ସିଆରପିସିର ଧାରା ୩୪୦ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ…
Archives


