ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଭୁବନେଶ୍ୱର,୩।୬: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍…
ମୋଦିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିଶ୍ୱ ବଜାର ଖୁସି, ଚାଇନାକୁ ଲାଗିଲା ଝଟକା
ନୂଆଦିଲ୍ଲୀ,୩।୬: ଏକଜିଟ ପୋଲ ଫଳାଫଳ ପରେ ଭାରତୀୟ ଷ୍ଟକ ମାର୍କେଟରେ ଏପରି ବୃଦ୍ଧି ଘଟିଥିଲା ଯେ ନିବେଶକମାନେ ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ଯଦି ଆମେ ସୋମବାର ସକାଳର ଆକଳନକୁ ଦେଖିବା, ଏଥିରୁ ଜଣାପଡେ…
ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍
ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍ରେ ମଧ୍ୟପ୍ରଦେଶର ଗ଼୍ବାଲିୟର ସହର ଯାଇଥିଲେ। ସେଠାରେ ଟ୍ରେନ୍ରୁ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ। ଏନେଇ…
୪୬ ଆସନ ଜିତିବା ପରେ ବି ଭାଜପାକୁ ଲାଗିଲା ଜୋରଦାର ଝଟ୍କା
ନୂଆଦିଲ୍ଲୀ,୩।୬: ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ୬୦ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୬ଟି ଜିତିଛି। ନ୍ୟାଶନାଲ ପିପୁଲ୍ସ ପାର୍ଟି ପାଞ୍ଚଟି ଆସନ ଜିତିଛି, ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ତିନୋଟି ଆସନ…
ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି
ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ। ବାୟୁସେନାର ଏହି ବିଜ୍ଞପ୍ତିରେ…
ଆମେଠିରେ ଏପରି ହେବ ଭୋଟ୍ ଗଣତି, ଜାଣନ୍ତୁ ପୂରା ବିବରଣୀ…
ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍ଜିଟ୍ ପୋଲ୍ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଏନ୍ଡିଏକୁ…
‘୪୦୦ ପାର୍’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍’
ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍’ ନାରା ଦେଇଥିଲା ତାହା ସତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଭାରତର ନିର୍ବାଚନ…
ପାକିସ୍ତାନରେ ଏମିତି ହୁଏ ପାଠପଢ଼ା, ପିଲାଙ୍କୁ ଦିଆଯାଏ ଏସବୁ ଶିକ୍ଷା
ନୂଆଦିଲ୍ଲୀ, ୩।୬: ଭାରତ ଏବଂ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଏହାର ସୀମାରେ ପ୍ରତ୍ୟେକ ଦିନ ତିକ୍ତତା ଦେଖିବାକୁ ମିଳିଥାଏ। କିନ୍ତୁ ତଥାପି ପଡ଼ୋଶୀ ଦେଶରେ କଣ ଚାଲିଛି ସେ ବିଷୟରେ ଜାଣିବାକୁ ଉଭୟ ଦେଶର ଲୋକେ ଆଗ୍ରହ…
ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍, ଏତେ କରିବାକୁ ପଡ଼ିବ ଖର୍ଚ୍ଚ
ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ ସରିବାର ୨ ଦିନ ନ ଜାଉଣୁ କ୍ଷୀର ମୂଲ୍ୟ ଓ ଟୋଲ ପ୍ଲାଜା ଟ୍ୟାକ୍ସ…
୭୦ ଫୁଟ୍ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…
ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ ରାଜସମନ୍ଦ ଜିଲାରେ ୧୩ ବର୍ଷର ଜଣେ…
ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ
ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ…
ମତଦାନରେ ଭାରତର ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍ମିଟ୍ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍ମିଟ୍ରେ ଛିଡ଼ା ହୋଇ ଇସିଆଇ ମହିଳା ଭୋଟରଙ୍କୁ…
Archives


