ପ୍ରେସମିଟ୍ କରି ସ୍ପଷ୍ଟ କଲା ବିଜେଡି, କେଉଁଠି ଅଛନ୍ତି ପାଣ୍ଡିଆନ୍
ଭୁବନେଶ୍ୱର,୬।୫: ବିଜେଡିର ପରାଜୟ ପରେ ପାଣ୍ଡିଆନ୍ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ଖବରଦାତା ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗୁରୁବାର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍ ଦିଲ୍ଲୀ…
ହରଡଗଡ଼ାରେ ଭାଜପା, ଜେଡିୟୁ-ଟିଡିପି ହାତରେ ରହିପାରେ ଏହି ସବୁ ବିଭାଗ
ନୂଆଦିଲ୍ଲୀ,୬।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ…
ଏଇଠି ଅଛନ୍ତି ପାଣ୍ଡିଆନ୍, ମିଳିଲା ବଡ଼ ସୂଚନା
ଭୁବନେଶ୍ୱର,୬।୬: ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍ଙ୍କ ଦେଖା ମିଳୁନାହିଁ। ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ…
ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍ସନ…
ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍ ଆସନ ପାଇଛି, ଯେଉଁଥିଲାଗି ନୀତୀଶ…
କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍ଏଫ ଗାର୍ଡ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୬।୬: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍ପି କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର…
ଜୁନ ୮ ନୁହେଁ ଏହି ଦିନ ଶପଥ ନେବେ ମୋଦି
ନୂଆଦିଲ୍ଲୀ,୬।୬: ଦେଶରେ ଖୁବ୍ଶୀଘ୍ର ଆରମ୍ଭ ହେବ ମୋଦି ୩.୦। ଆସନ୍ତା ୯ ତାରିଖ ସା ୬ଟାରେ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବେ। ମୋଦିଙ୍କ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ…
ସାଧାରଣ ନିର୍ବାଚନ ଫଳାଫଳ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଲେ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୬ା୬: ସଦ୍ୟ ନିର୍ବାଚିତ ଓଡ଼ିଶା ବିଧାନସଭାର ସଦସ୍ୟ ତାଲିକା ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗୁରୁବାର ଭାରତ…
ଏବେ ମନ୍ତ୍ରୀ ପଦକୁ ନେଇ ଚାପ, ଜୁଲାଇରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୬ା୬: ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଦେଶ ଏକ ନୂତନ ସରକାରକୁ ଅପେକ୍ଷା କରିଛି। ଏନ୍ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୋଦି ସରକାର ଦେଶରେ ପୁଣି ଥରେ ସରକାର ଗଠନ କରିବେ। ଭାଜପା ନେତୃତ୍ୱରେ ଏନ୍ଡିଏ…
ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା
ଭୁବନେଶ୍ୱର, ୬।୬(ସୁନିତ୍ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ…
ରାଜ୍ୟରେ ବିଭିନ୍ନ ଯୋଜନା ବନ୍ଦ ଅଭିଯୋଗ
ଭୁବନେଶ୍ୱର, ୬।୬(ଅସମାପିକା ସାହୁ)ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ…
ଜୟ ଶ୍ରୀରାମ୍ରୁ ଜୟ ଜଗନ୍ନାଥ: ଅଯୋଧ୍ୟା ପରାଜୟରୁ ଓଡ଼ିଶା ବିଜୟ
ନୁଆଦିଲ୍ଲୀ,୫।୬: ଭାରତୀୟ ଜନତା ପାର୍ଟି (ଭାଜପା) ଏକାସାଙ୍ଗରେ ଅନୁଷ୍ଠିତ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଜସ୍ର ଲୋକମତ ପାଇ ଓଡ଼ିଶାରେ ଇତିହାସ ସୃଷ୍ଟି କରିଛି। ଏହା ମଧ୍ୟ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ (ବିଜେଡି)…
BSKY କାର୍ଡ ଗ୍ରହଣ କରିବା ପାଇଁ ହସ୍ପିଟାଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, ୫।୬(ଅସମାପିକା ସାହୁ): ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା…
Archives


