ଆସିବ ଓ୍ବାନ୍ ନେଶନ ଓ୍ବାନ୍ ଇଲେକ୍ସନ ରିପୋର୍ଟ
ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର କ୍ୟାବିନେଟ୍ରେ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଏନ୍ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ସପ୍ତାହେ, ଦୁଇ ସପ୍ତାହ ମଧ୍ୟରେ ଓ୍ବାନ୍ ନେଶନ ଓ୍ବାନ୍ ଇଲେକ୍ସନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର…
ଏନ୍ସିଇଆର୍ଟି ବହିରୁ ହଟିଲା ବାବ୍ରି ମସ୍ଜିଦ ବିଷୟବସ୍ତୁ
ନୂଆଦିଲ୍ଲୀ,୧୬ା୬: ଏନ୍ସିଇଆର୍ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍ଜିଦ ଉକ୍ତ ବହିରେ ନାହିଁ। ମସ୍ଜିଦର…
ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି ପରିବର୍ତ୍ତନ କରିଛନ୍ତି। କହିରଖୁଛୁ କି, ଅଯୋଧ୍ୟା ମନ୍ଦିର ନିର୍ମାଣବେଳେ ଅଯୋଧ୍ୟାରେ ବସବାସ କରୁଥିବା ଅନେକ…
ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି…
ମୋଦିଙ୍କୁ ଚିଠି ଲେଖିଲେ ପାଲେଷ୍ଟାଇନ୍ ପ୍ରଧାନମନ୍ତ୍ରୀ, କହିଲେ ଏହାକୁ ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ପଢ଼ିବା ଉଚିତ, କାରଣ…
ଜେରୁଜେଲମ୍,୧୬ା୬: ପଡ଼ୋଶୀ ଦେଶ ପାକିସ୍ତାନ ନିଜକୁ ମୁସଲମାନ ଦେଶର ବାଦ୍ଶାହା ଭାବରେ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛି। ସେ ଅନୁଭବ କରୁଛି ଯେ, ସେ ବିଶ୍ୱର ମୁସଲମାନ ଦେଶଗୁଡ଼ିକର ନେତୃତ୍ୱ ନେଉଛି। କିନ୍ତୁ ବାସ୍ତବତା ଏହା ବ୍ୟତୀତ ଅନ୍ୟ କିଛି।…
ଲୋକ ସଭାରେ କିଏ ହେବେ ବାଚସ୍ପତି? ଉପ ବାଚସ୍ପତି ପଦ ନ ମିଳିଲେ, ବାଚସ୍ପତି ପାଇଁ ପ୍ରାର୍ଥୀ ଘୋଷଣା କରିବ ଇଣ୍ଡିଆ
ନୂଆଦିଲ୍ଲୀ,୧୬।୬: ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଦାବି କରାଯାଇଛି। ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ ନିଜ ପ୍ରାର୍ଥୀ ଦେଉଥିଲେ ହେଁ ଏଥିରେ ଭାଜପାର ମୁଣ୍ଡବିନ୍ଧା ବଢାଇଛନ୍ତି ଟିଡିପି ଓ ଜେଡିୟୁ।…
ପରାଜିତ ନେତାମାନେ ସରକାରୀ ଆବାସ ଖାଲି ନ କଲେ ଗଣିବାକୁ ପଡ଼େ ୧୦ ଲକ୍ଷ ଯାଏ ଜରିମାନା, ଜାଣନ୍ତୁ କିଏ ଜାରି କରେ ନୋଟିସ?
ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଏବେ ନୂଆ ସରକାର ମଧ୍ୟ ଗଠନ ହୋଇଛି। ଏମିତିରେ ଅନେକ ଏମ୍ପି ପୁଣିଥରେ ବିଜୟ ମୁକୁଟ ପିନ୍ଧିଥିବା ବେଳେ କିଛି ଏମ୍ପି ନିର୍ବାଚନରେ ହାରି ଯାଇଛନ୍ତି। ଅନେକଙ୍କୁ ପ୍ରଥମ ଥର ଏମ୍ପି ହେବାର…
ଜାତୀୟ ସୁରକ୍ଷା ପରାମର୍ଶଦାତା କ’ଣ? କିଏ କରିଥାଏ NSAର ନିଯୁକ୍ତି, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଜିତ ଡୋଭାଲଙ୍କ ଉପରେ ବିଶ୍ୱାସ ଦର୍ଶାଇ ତାଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଭାବେ ନିଯୁକ୍ତ କରିଛନ୍ତି। ଏହା ମୋଦିଙ୍କ କାର୍ଯ୍ୟକାଳ ସହ ଅଥବା ଆଗାମୀ ଆଦେଶ ଯାଏ ରହିବ। ତେବେ ଡୋଭାଲଙ୍କୁ କାର୍ଯ୍ୟକାଳ…
ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୬।୬: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ କିନ୍ତୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ, ଯେଉଁଥିଲାଗି କିଛିଦିନ ଧରି ଚର୍ଚ୍ଚା ହୋଇ…
ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା
ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରିବା ଲାଗି…
ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ, ନୂଆ CM ଙ୍କ ପାଖରେ ଗୃହ, ଅର୍ଥ
ଭୁବନେଶ୍ୱର,୧୬ା୬ (ଅନିଲ ଦାସ)ଓଡ଼ିଶାରେ ପ୍ରଥମ ଭାଜପା ସରକାର ଗଠନ ହେବାର ୩ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅନୁମୋଦନ ପରେ ଶନିବାର ଏ ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ…
ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ…
ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ରଘୁବର ଦାସ ଆଜି ନିଜ କ୍ଷମତାର ଉପଯୋଗ କରି ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ…
Archives


