ଆଜିଠୁ ଲୋକ ସଭାର ପ୍ରଥମ ଅଧିବେଶନ: ନୂଆ ଏମ୍ପି ନେବେ ଶପଥ
ନୂଆଦିଲ୍ଲୀ,୨୪।୬: ନୂତନ ସରକାର ଗଠନ ପରେ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଲୋକ ସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଇଣ୍ଡିଆ ଆଲାଇନ୍ସର ଏମ୍ପିମାନେ ସୋମବାର ସକାଳେ ସଂସଦ କମ୍ପ୍ଲେକ୍ସରେ ଏକାଠି ହୋଇ…
ଟାଇମ୍ସ ନାଓ ବିଜ୍ନେସ ଏକ୍ସିଲେନ୍ସ ଆୱାର୍ଡ:ସୋଆକୁ ୭ ସମ୍ମାନ
ଭୁବନେଶ୍ୱର, ୨୪।୬(ଅସମାପିକା ସାହୁ):ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ(ଆଇଟିଇଆର) ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ବିଜ୍ନେସ ଆଣ୍ଡ୍ କମ୍ପ୍ୟୁଟର ଷ୍ଟଡିଜ୍(ଆଇବିସିଏସ)କୁ ‘ଟାଇମ୍ସ ନାଓ ବିଜ୍ନେସ…
କଲେଜରେ ଟ୍ୟୁଟୋରିଆଲ, ପ୍ରାକ୍ଟିକାଲ କ୍ଲାସ୍ କରାଯାଉନି; ଟ୍ୟୁଶନ ନ କଲେ କଟୁଛି ନମ୍ବର
ନୟାଗଡ଼,୨୪ା୬(ଲୋକନାଥ ମିଶ୍ର): କୋଚିଂ ଓ ଟ୍ୟୁଶନ ଉପରେ ସରକାରୀ କଟକଣା ରହିଛି। ପ୍ରାଇଭେଟ କୋଚିଂ ଅଧ୍ୟାପକଙ୍କ ପାଇଁ ମନା। ପ୍ରତିବର୍ଷ ଅଗଷ୍ଟରେ ଅଧ୍ୟାପକମାନେ ଅଧ୍ୟକ୍ଷଙ୍କୁ ଏକ ଅଣ୍ଡରଟେକିଂ ଦିଅନ୍ତି। ମୁଁ ପ୍ରାଇଭେଟ କୋଚିଂ କରୁନାହିଁ। ମୋ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ…
ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାଜପା-ବିରୋଧୀ ବାକଯୁଦ୍ଧ, ପ୍ରୋଟେମ ସ୍ପଇକରଙ୍କଉ ସମର୍ଥନ ଦେବନି ଇଣ୍ଡିଆ
ନୂଆଦିଲ୍ଲୀ,୨୩।୬: ୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ସୋମବାର ଓ ମଙ୍ଗଳବାର ଦିନ ନୂଆ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ। ନବ ନିର୍ବାଚିତ ଏମପିଙ୍କ ଶପଥ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭାଜପା…
କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…
କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଛନ୍ତି। ଏହି ସମୟରେ କେନ୍ଦୁଝରରେ ଏକ ସଭାରେ ଯୋଗ…
NEET ପେପର୍ ଲିକ ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି
ଭୁବନେଶ୍ୱର,୨୩।୬: ନିଟ୍ ପେପର୍ ଲିକ୍ ମାମଲାରେ ଜାତୀୟ ରାଜନୀତି ଉଠୁଛୁ ପଡୁଛି। ଏହାକୁ ନେଇ ବିରୋଧୀ ତୁହାକୁ ତୁହା ଟାର୍ଗେଟ କରୁଛି। ଏସବୁ ଭିତରେ ଓଡ଼ିଶାର ବିରୋଧୀ ଦଳ ନେତା ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି…
ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ
ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ ବ୍ଲାକ ମ୍ୟାଜିକ ଆକ୍ଟ ୨୦୧୩ ଅଧିନରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଆସନ୍ତୁ…
ମୋହନ ସରକାରଙ୍କ ବଡ଼ ଘୋଷଣା, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା
ଭୁବନେଶ୍ୱର,୨୩।୬: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଡିସି ପଟ୍ଟା ପାଇଥିବା ହୀରାକୁଦ ବିସ୍ଥାପିତ ବୁଡ଼ି ଅଞ୍ଚଳବାସୀଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।…
ଖୋଲିବ ସ୍କୁଲ, ମିଳିବ ଇଣ୍ଟରନେଟ ସେବା, ବାଲେଶ୍ୱରରେ କର୍ଫ୍ୟୁ କୋହଳ
ବାଲେଶ୍ୱର,୨୩ ।୬(ମାନସ ବିଶ୍ୱାଳ): ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଗତ ରବିବାର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇ ଦିଆଯାଇଥିବା ବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ…
ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ଥିଲେ। ସେଠାରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କି.ମି.…
ଶ୍ରୀମନ୍ଦିରକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବେ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ…
ଅଲମ୍ପିକ୍ସ ପୂର୍ବରୁ ବଜରଙ୍ଗ ପୁନିଆଙ୍କୁ ନିଲମ୍ବନ କଲା ନାଡା
ନୂଆଦିଲ୍ଲୀ,୨୩।୬: ଅଲମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ପୁଣି ନିଲମ୍ବନ କରିଛି ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା)। ଗତ କିଛି ଦିନ ମଧ୍ୟରେ ପୁନିଆ ଦ୍ୱିତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି। କୌଣସି ‘ଚାର୍ଜ ନୋଟିସ୍’ ଦିଆଯାଇ ନଥିବାରୁ…
Archives


