ଭାଜପା ଖାତାକୁ ଯିବ ଏସବୁ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୯ା୬: ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନ୍ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଏନେଇ…
ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କୁ ଆସିଲା ଫୋନ, ମିଳିବ ଏହି ମନ୍ତ୍ରୀପଦ!
ଭୁବନେଶ୍ୱର,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ…
୯୩ତମ ଜୟନ୍ତୀ ଅବସରରେ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ
ଭୁବନେଶ୍ୱର,୯।୬: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟକୁ ପ୍ରଗତିଶୀଳ କରାଇବା ସହ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ…
ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…
ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ…
ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, ମିଳିପାରେ ବଡ ପଦବୀ
ଭୁବନେଶ୍ୱର,୯ା୬: ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ହାଇକମାଣ୍ଡଙ୍କ ଡ଼ାକରାରେ ସେ ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ…
୭୮ ବିଧାୟକଙ୍କ ମଧ୍ୟରୁ କିଏ ହେବେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ? ମନ୍ତ୍ରୀ ରେସ୍ରେ ଅଛନ୍ତି ଏସବୁ ହେଭିଓ୍ବେଟ…
ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ୭୮ ଆସନରେ ବିଜୟ ପରେ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ପ୍ରଥମ ଥର ପାଇଁ ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ ହେବ। ଏହାକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଆସନ୍ତା ୧୦ ତାରିଖରେ…
ମୋଦି କ୍ୟାବିନେଟରେ ଓଡ଼ିଶାର ଏହି ନେତାଙ୍କୁ ମିଳିବ ବାଚସ୍ପତି ପଦ!
ଭୁବନେଶ୍ୱର,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି…
ମୋଦି ୩.୦: ଟିଡିପିକୁ ମିଳିବ ୪, ଜେଡିୟୁକୁ ୨ ମନ୍ତ୍ରୀପଦ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ଟିଡିପିର ୪ ଏମ୍ପିଙ୍କ ମଧ୍ୟରୁ ୩…
ପାଣ୍ଡିଆନ ଖେଳିଲେ ପୁତୁରା କାର୍ଡ
ଭୁବନେଶ୍ୱର,୯ା୬(ଅନିଲ ଦାସ)ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇ ନ ଥିବା ବେଳେ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ନେଇଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ମଧ୍ୟମ ବର୍ଗ ନେତା ଓ…
ମୋଦିଙ୍କ ଶପଥ ଉତ୍ସବରେ ଖାର୍ଗେଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ,୮ା୬: ଆସନ୍ତାକାଲି ଅର୍ଥାତ୍ ରବିବାର (ଜୁନ ୯)ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରାଯାଇଛି।…
ବିଜେଡିର ପରାଜୟ ପରେ ମୁହଁ ଖୋଲିଲେ ପ୍ରଦୀପ ମାଝି, କହିଲେ ଆମେ…
ଭୁବନେଶ୍ୱର,୮ା୬: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି ଭାଜପା…
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜବାବରେ ମୋଦି କହିଲେ…
ଓ୍ବାଶିଂଟନ,୮ା୬: ଆମେରିକାର ଶିଳ୍ପପତି ଏଲନ ମସ୍କ ଭାରତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇବା ସହ ଭାରତରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ‘ରୋମାଞ୍ଚକର କାର୍ଯ୍ୟ’ କରିବାକୁ ସେ ଅପେକ୍ଷା କରିଥିବା କହିଛନ୍ତି। ଏହାର ଜବାବ ଦେଇ ମୋଦି କହିଛନ୍ତି,…
Archives


